Home Left

ଦିଲ୍ଲୀରେ ଟିକା ନେବାର କିଛି ଘଣ୍ଟା ପରେ ୫୧ ଅସୁସ୍ଥ ଜଣେ ଗୁରୁତର

ନୂଆଦିଲ୍ଲୀ,୧୭।୧: ଭାରତରେ ଶନିବାରଠାରୁ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବାର କିଛି ଘଣ୍ଟା ପରେ ଦିଲ୍ଲୀରେ ୫୧ ଜଣଙ୍କଠାରେ ଆଲର୍ଜି ଦେଖା ଦେବାରୁ ସେମାନେ ଅସୁସ୍ଥ ହୋଇ ପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହୋଇଥିବା ପ୍ରଶାସନ…

୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କଲା ବିଆର୍‌ଓ

ଶ୍ରୀନଗର,୧୭।୧: ମାତ୍ର ୬୦ ଘଣ୍ଟାରେ ୧୧୦ ଫୁଟ ଲମ୍ବ ପୋଲ ନିର୍ମାଣ କରି ଭାରତୀୟ ବର୍ଡର ରୋଡ୍‌ ଅର୍ଗାନାଇଜେଶନ (ବିଆର୍‌ଓ) ଏବେ ପ୍ରଶଂସା ସାଉଁଟିବାରେ ଲାଗିଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାମ୍ବନର କେଲା ମୋରହଠାରେ ଥିବା ବାଲେ ପୋଲ ଜାନୁୟାରୀ ୧୦ରେ…

ପିକ୍‌ନିକ୍‌ ସ୍ପଟ୍‌: ହାଣ୍ଡିଭଙ୍ଗା ଜଳପ୍ରପାତ

କେନ୍ଦୁଝର ଜିଲାର ଘଞ୍ଚ ଜଙ୍ଗଲ ଓ ପାହାଡ ପରିବେଷ୍ଟିତ ଖଣିଖାଦାନ ଯୋଡ଼ା ବ୍ଲକରେ ରହିଛି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଛୋଟ ବଡ଼ ଜଳପ୍ରପାତ। ଏଠାକାର ପ୍ରକୃତିଦତ୍ତ ଚିରସ୍ରୋତା ଝରଣା, ସବୁଜ ପାହାଡ, ଘଞ୍ଚ ଜଙ୍ଗଲ ତଥା ଥଣ୍ଡା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ…

୭ ଜିଲାରେ ଘନକୁହୁଡ଼ି: ୧୫ ଡିଗ୍ରୀ ତଳେ ୧୪ ସହର

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ ସାମାନ୍ୟ ଶୀତ ବଢିଛି। ୧୪ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡା ୭.୬,…

ଯୋଜନା ଅଛି, ସୁହାଉନାହିଁ

ଜଗତ୍‌ସିଂହପୁର ଅଫିସ,୧୭ା୧: କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ସାଙ୍ଗକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ଏମ୍‌କେୟୁୱାଇ) ୧୯୯୬ରେ କାର୍ଯ୍ୟକାରୀ କରିଛନ୍ତି। ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା…

ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ଦେଲା ପାକିସ୍ତାନ

ଇସଲାମାବାଦ୍‌,୧୭।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନ ପ୍ରତିଷେଧକ ଟିକା ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକାକୁ ମଞ୍ଜୁରୀ ମିଳିଛି। ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଫଳାଫଳ ରିପୋର୍ଟ ଆଧାରରେ ଜରୁରିକାଳୀନ ସ୍ଥିତିରେ ଏହାର ବ୍ୟବହାର କରାଯିବା ଲାଗି ପାକିସ୍ତାନର…

୨ ଚାଇନା ନାଗରିକଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ,୧୭।୧: ବେଆଇନ ଭାବେ ଟଙ୍କା ଠୁଳ କରିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୨ ଜଣ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ଚାର୍ଲି ପେଙ୍ଗ୍‌ ଏବଂ କାର୍ଟର ଲିଙ୍କ ନାମରେ ଅଭିଯୋଗ ଆସିବା ପରେ ଇଡ଼ି ପକ୍ଷରୁ ଏହାର ତଦନ୍ତ…

ଜର୍ମାନ ଶାସକ ଦଳର ନୂଆ ନେତା ଅର୍ମିନ

ବର୍ଲିନ, ୧୭।୧: ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ଙ୍କ ସେଣ୍ଟର-ରାଇଟ୍‌ ପାର୍ଟି ଗଭର୍ଣ୍ଣର ଅର୍ମିନ ଲାସେଟ୍‌ଙ୍କୁ ଦଳର ନୂଆ ନେତା ଚୟନ କରିଛି। ନିର୍ବାଚନ ପୂର୍ବରୁ ନୂଆ ନେତା ଚୟନ ହୋଇଥିବାରୁ ସେ ପରବର୍ତ୍ତୀ ଚାନ୍‌ସେଲର ହୋଇପାରନ୍ତି କିମ୍ବା ଚାନ୍‌ସେଲର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ…

ଅର୍ଣ୍ଣବ-ବିଏଆର୍‌ସି ପୂର୍ବତନ ସିଇଓଙ୍କ ଚାଟ୍‌ ଭାଇରାଲ

ମୁମ୍ବାଇ, ୧୭।୧: ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଗିରଫ ହୋଇଥିବା ଟିଭି ରେଟିଂ ସଂସ୍ଥା ବିଏଆର୍‌ସିର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହ୍ବାଟ୍ସଆପ୍‌ ଚାଟ୍‌ର ସ୍କ୍ରିନ୍‌ଶଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଅର୍ଣ୍ଣବଙ୍କ ଅଡ଼ୁଆ…

ବିଶ୍ୱଜିତ୍‌ ଚାଟାର୍ଜୀ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ

ପଣଜୀ, ୧୭ା୧: ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ଆୟୋଜିତ ହୋଇଛି। ମହୋତ୍ସବରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍‌ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ…

ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି ବାହାରିବା ସମ୍ଭାବନା ଥିବାରୁ ୫୦ଟି ରାଜ୍ୟର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରାଜଧାନୀ…

୫ ଦିନରେ ହସ୍ପିଟାଲ ନିର୍ମାଣ କଲା ଚାଇନା

ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ୧୫ ଶହ କୋଠରି ବିଶିଷ୍ଟ ହସ୍ପିଟାଲ ୫ ଦିନରେ ନିର୍ମାଣ କରିଛି। ଦେଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri