Home Left

ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଶନିବାରବାର ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୭୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ଟାର୍ଗେଟ ଶେଷ: ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ

ବିଜେପୁର,୧୬।୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକରେ ଖରିଫ ଧାନ ବିକ୍ରିରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଟୋକନ ପାଇ ଚାଷୀ ବିକ୍ରି ପାଇଁ ଉତ୍ପାଦିତ ଧାନକୁ ମଣ୍ଡିକୁ ଆଣିଥିଲେ। ହେଲେ ସପ୍ତାହ ଅତିକ୍ରମ କଲେ ମଧ୍ୟ ଧାନ…

ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ପୁନାୱାଲା ନେଲେ କରୋନା ଟିକା

ପୁଣେ,୧୬ ।୧: କରୋନା ମହାମାରୀଠାରୁ ମୁକ୍ତି ପାଇବା ପାଇଁ ଦେଶକୁ ମିଳିଯାଇଛି ଟିକା । ଶନିବାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ସାମିଲ କରାଯାଇଛି । ଏହି କ୍ରମରେ ସିରମ ଇନଷ୍ଟିଚ୍ୟୁଟ ଅଫ୍‌ଇଣ୍ଡିଆ(ଏସ୍‌ଆଇଆଇ)…

ଖିଲାଡି ହିରୋଙ୍କ ଦ୍ୱାରା ପ୍ରତାରିତ ହୋଇ ଆମେରିକା ଚାଲିଯାଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନୟ କ୍ୟାରିୟର ବହୁତ ସଫଳ ରହିଛି । ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସେମିତି। ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ…

କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ,କହିଲେ କେଜରିଓ୍ବାଲ-ଅମରିନ୍ଦର

ନୂଆଦିଲ୍ଲୀ,୧୬।୧: ଭାରତରେ ଶନିବାରଠାରୁ ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସାର୍ବଜନୀକ ଟିକାକରଣକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସ୍ବାଗତ କରିଛନ୍ତି। କେଜରିଓ୍ବାଲ ଜନସାଧାରଣଙ୍କୁ ଗୁଜବ ପ୍ରତି ଧ୍ୟାନ ନ…

ଧାନଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜି.ସୂର୍ଯ୍ୟ ରେଡ୍ଡୀଙ୍କ ଧାନଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ କେଉଁ କାରଣରୁ ଦୁର୍ବୃତ୍ତ ଏହି ନିଆଁ ଲଗାଇଲେ…

କରୋନା ଭ୍ୟାକ୍ସିନ ଯଦି ସୁରକ୍ଷିତ ତେବେ ମନ୍ତ୍ରୀଙ୍କୁ କାହିଁକି ଦିଆଯାଉ ନାହିଁ: କଂଗ୍ରେସ ନେତା

ନୂଆଦିଲ୍ଲୀ,୧୬ ।୧: ସାରା ଦେଶରେ କରୋନା ମହାମାରୀ ସହ ଲଢିବାକୁ ଶନିବାର ସକାଳୁ ଆରମ୍ଭ ହୋଇଛି ଟିକାକରଣ ପ୍ରକ୍ରିୟା । ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ ସାମିଲ କରାଯାଇଛି । ତେବେ ଟିକାକରଣ ଆରମ୍ଭରୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।…

ଯୁବକଙ୍କ ମଳଦ୍ୱାରରେ ଏୟାର ପ୍ରେସର ଦେଲେ ବନ୍ଧୁ: ଅବସ୍ଥା ହେଲା ଗୁରୁତର

ଭୋପାଳ,୧୬।୧: ବନ୍ଧୁଙ୍କ ମଧ୍ୟରେ ଥଟ୍ଟା ମଜା ହେବା ସାଧାରଣ କଥା। ମାତ୍ର ଏହି ଥଟ୍ଟା ମଜାରୁ ମଧ୍ୟପ୍ରଦେଶରେ ଜଣେ ଯୁବକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କଟନି ଜିଲାର ମାଧବ ନଗର ସ୍ଥିତ ଏକ ଡାଲି ମିଲ୍‌ରେ ସୁଖରାମ ଯାଦବ…

ବଲାଙ୍ଗୀରରେ ଆରମ୍ଭ ହେଲା କୋଭିଡ ଟିକାକରଣ: ପ୍ରଥମ ଦିନ ନେବେ ୩୦୦ ଟିକା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀର ଜିଲାରେ ଶନିବାରଠାରୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଜିଲାପାଳ ଚଞ୍ଚଳ ରାଣା ଏହି ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ପ୍ରଥମ ବ୍ୟକ୍ତି ଭାବେ ଡା. ଗିରିଜା ଶଙ୍କର…

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି କିଣିଛନ୍ତି।…

ବିଶ୍ୱକପ୍‌ର ସେମିଫାଇନାଲ-ଫାଇନାଲ୍‌ରେ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର: ଆଜି ବି ରହିଛି ରେକର୍ଡ

ନୂଆଦିଲ୍ଲୀ,୧୬।୧: କ୍ରିକେଟରେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥାନ୍ତି କ୍ରିକେଟର। ହେଲେ କିଛି ରେକର୍ଡ ଏଭଳି ଥାଏ ଯାହା ଗୋଟିଏ ଥର ହୋଇଥିଲେ ହେଁ ସେହିଭଳି ରହିଥାଏ। ଅନ୍ୟ କେହି ତାକୁ ଭାଙ୍ଗିପାରି ନ ଥାନ୍ତି। ସେଭଳି ଏକ…

ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା

ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍‌ ୟୁ’, ‘ଧରତି କହେ ପୁକାର ଦେ’ ଆଦି ସୁପରହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ରାଜନୀତିରେ ସକ୍ରିୟ ମନୋଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri