Home Left

ଭାଜପାର ‘ଓ୍ବାନ୍‌ ଡିଷ୍ଟ୍ରିକ୍ଟ ଓ୍ବାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆରମ୍ଭ

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍‌ ଡିଷ୍ଟ୍‌ରକ୍ଟ ୱାନ୍‌ କୋଭିଡ୍‌-୧୯ ହେଲ୍ପଡେସ୍କ’ ଆଧାରରେ ଦେଶର ସବୁ ଜିଲାରେ ୮୨୪ଟି ହେଲ୍ପଡେସ୍କ ଆରମ୍ଭ ହୋଇଛି। ଭାଜପା ରାଷ୍ଟ୍ରୀୟ…

ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ

ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ପାଇଁ…

ଭିମ୍‌ସାରରେ ୩ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ ଜଣେ…

କାହିଁକି ଭୁଲି ହୁଏନି ପ୍ରଥମ ପ୍ରେମକୁ, ଜାଣନ୍ତୁ

କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ…

ଖାଲି ମଣିଷ ନୁହେଁ, ହାତୀ ଛୁଆଙ୍କ ଭିତରେ ଦେଖିବାକୁ ମିଳେ ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ହାତୀ ଛୁଆଙ୍କୁ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳୁଛି। ଜଣେ…

ମହିଳାଙ୍କୁ ଦେଖି କୁକୁର କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ପାଲେଷ୍ଟାଇନ୍‌ ସପକ୍ଷରେ ରାଲି ବେଳେ ବିସ୍ଫୋରଣ

ଇସ୍‌ଲାମାବାଦ,୨୧ା୫: ପାକିସ୍ତାନର ବେଲୁଚିସ୍ତାନରେ ଶୁକ୍ରବାର ପାଲେଷ୍ଟାଇନ୍‌ ସପକ୍ଷରେ ରାଲି କରାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ପ୍ରଦେଶର ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜନୈତିକ…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୧।୫- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ…

ଟ୍ରେନ ଧକ୍କାରେ ଯୁବକ ହରାଇଲେ ହାତ

କଣ୍ଟାବାଞ୍ଜି,୨୧।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନ୍‌ରୁ ଶୁକ୍ରବାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ଡାହାଣ ହାତ କଟି ଯାଇଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗ୍ରାମର ଇମ୍ରାନ…

ମଦ ଦୋକାନ ଲାଇସେନ୍ସ ଫି’ ଛାଡହେବ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହି ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ବିଶ୍ୱ ବଜାରରୁ ଟିକା କ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଡକାଯାଇଥିବା ଟେଣ୍ଡର…

ପୁଣି ଆଲୋଚନା ପାଇଁ କହିଲେ କୃଷକ ସଂଗଠନ

ନୂଆଦିଲ୍ଲୀ,୨୧।୫: ପୁଣି ଥରେ ତେଜିପାରେ କୃଷକ ଆନ୍ଦୋଳନ। କରୋନା ବିଫଳତା ଯୋଗୁ ଚାରି ଆଡ଼ୁ ଘେରି ହୋଇପଡ଼ିଛନ୍ତି କେନ୍ଦ୍ର ସରକାର। ଏଭଳି ସ୍ଥିତିରେ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଚେତାବନୀ। ଆସନ୍ତା ୨୫ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି…

ଦୁଇ ମାସରେ କର୍ନାଟକରେ ସଂକ୍ରମିତ ଚିହ୍ନଟ ହେଲେଣି ୪୦ ହଜାର ଶିଶୁ

ବେଙ୍ଗାଲୁରୁ, ୨୧।୫ : କରୋନା ଦ୍ୱିତୀୟ ଲହରରେ କର୍ନାଟକରେ ୯ ବର୍ଷରୁ କମ୍‌ ପ୍ରାୟ ୪୦,୦୦୦ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୮ ସୁଦ୍ଧା ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ଗତ ଦୁଇମାସରେ ତାହାର ପାଖାପାଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?