Home Left

ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି, ଯେଉଁଥିରେ ମନ୍ଦିର ଆଗରେ ଛିଡ଼ା ହୋଇଥିବା ତାମିଲନାଡୁର ପେସରଙ୍କୁ…

କ୍ରିକେଟ ଖେଳିଲେ ଜାହ୍ନବୀ

ମୁମ୍ବାଇ: ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡ୍‌ରେ ଏଣ୍ଟ୍ରି କରିସାରିଥିବା ବେଳେ ସେ ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି…

ନୋରାଙ୍କ ଦେଶୀ ଅବତାର

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିସାରିଥିବା ନୋରା ଫତେହି ନିଜର ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ଏବେ ଏହି ଅଭିନେତ୍ରୀ ଲକ୍ଷେ ଦିଲ କି ଧଡ୍‌କନ୍ ପାଲଟି ଯାଇଛନ୍ତି । ନିଜର ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସକୁ ଦେଖି ମତୁଆଲା…

୩ ଚୋରା ମୁଗୁନି ପଥର ହାଇୱା ଜବତ: ୧ଲକ୍ଷ ୯୦ହଜାର ଜରିିମାନା ଆଦାୟ

ପରଜଙ୍ଗ,୩୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ରାଜସ୍ବ ବିଭାଗ ରବିବାର ବାରିହାପୁରଠାରେ ଚଢ଼ାଉ କରି ୩ ମୁଗୁନି ପଥର ହାଇୱା ଜବତ କରିଛି। ଏହା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ଅନଗୁଳ- ସୁକିନ୍ଦା-ଡୁବୁରୀ ରେଳପଥ ନିର୍ମାଣ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହୃତ ନିମନ୍ତେ ଚୋରା…

‘ମହିଳାଙ୍କ ‘ନା’ର ଅର୍ଥ କଣ ଜାଣନ୍ତି? ଯଦି ନୁହେଁ ତେବେ ଦେଖନ୍ତୁ ପୋଲିସର ଏହି ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡର୍‌’ ଦେଖିଥିବେ, ତେବେ ଆପଣଙ୍କୁ ଏହାର ଗୀତ ‘ତୁ ହାଁ କର୍‌ ୟା ନାଁ କର୍‌, ତୁ ହେ ମେରି କିରନ୍‌’ ମନେ ଥିବ। ସେଭଳି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର…

ଭୁବନେଶ୍ୱରରୁ ଆଜି ପୁଣି ୭ ପଜିିଟିଭ୍‌ ଚିହ୍ନଟ: ୯ ସୁସ୍ଥ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୯ ବଲ୍‌ରେ ୫୦ ରନ୍‌ର ବିସ୍ଫୋରକ ପାଳି ଖେଳି ଇତିହାସ ରଚିଲେ ଏହି କ୍ରିକେଟର

ଆବୁଧାବି,୩୧।୧: ଆବୁଧାବି ଟି୧୦ ଲିଗ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ଏଭିନ୍‌ ଲୁଇସ୍‌ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପୂର୍ବ ଖେଳାଳି ଲିଗ୍‌ର ୫ମ ମ୍ୟାଚ୍‌ରେ କେବଳ ୯ ବଲ୍‌ରେ ୫୦ ରନ୍‌ କରି ରେକର୍ଡ କରିଛନ୍ତି। ଦିଲ୍ଲୀ ବୁଲ୍ସ…

ଶୀତରୁ ରକ୍ଷା ପାଇବା ପାଇଁ ଜଳନ୍ତା ଚୁଲିରେ କରୁଥିଲେ ଏମିତି, ଲୋକେ କହିଲେ…

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଶୀତରୁ ବଞ୍ଚିବା ପାଇଁ ମଣିଷ କ’ଣ ନ…

ଭାଇଜାନ୍‌ ହେଲେ ଟ୍ରୋଲ୍‌ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି

କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍‌ ବସ୍‌ରେ ରୁବିନା ଦିଲାଇକ୍‌ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ ଏବଂ ରୁବିନା ପସନ୍ଦ କରନ୍ତି ନାହିଁ। ନିକଟରେ ଅଭିନବ ରାଖୀଙ୍କ ଉପରେ ଏତେ ରାଗିଯାଇଥିଲେ…

ଓ୍ବାର୍ନରଙ୍କ ଝିଅଙ୍କୁ ଖାସ୍‌ ଉପହାର ଦେଲେ ବିରାଟ

ସିଡନୀ,୩୧।୧: ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଝିଅ ଇଣ୍ଡି ଭାରତୀୟ ଅଧୀନାୟକଙ୍କ ବଡ଼ ପ୍ରଶଂସକ। ଏହାକୁ ନେଇ ତାଙ୍କୁ ବିରାଟଙ୍କଠାରୁ ଏକ ଖାସ ଉପହାର ମିଳିଛି। ସେ ବି ବିରାଟଙ୍କ ଅଟୋଗ୍ରାଫ ଥିବା ଜର୍ସି। ଓ୍ବାର୍ନର ନିଜର ସୋସିଆଲ ମିଡିଆରେ ଝିଅଙ୍କ…

ପୁଡୁଚେରୀରେ ୨୩ରୁ ଊର୍ଦ୍ଧ୍ୱ ଆସନ ଜିତିବ ଭାଜପା: ନଡ୍ଡା

ପୁଡୁଚେରୀ,୩୧ ।୧: ରବିବାର ପୁଡୁଚେରୀ ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଆଗାମୀ ନିର୍ବାଚନରେ ତାଙ୍କ ପାର୍ଟି ପୁଡୁଚେରୀରେ ୨୩ରୁ ଅଧିକ ଆସନରେ ବିଜୟ ଲାଭ କରିବ । ଏକ ଜନସଭାରେ ଉଦ୍‌ବୋଧନ ଦେବା…

ସରକାରୀ ସ୍କୁଲରେ ଚାଲିଛି ଯୁବତୀଙ୍କ ଡ୍ୟାନ୍ସ, ଉପଭୋଗ କରୁଛନ୍ତି ଯୁବକ

ପାଟଣା,୩୧।୧: ସାଧାରଣତଃ ସ୍କୁଲକୁ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଯାଇଥାନ୍ତି। ସ୍କୁଲକୁ ଶିକ୍ଷାର ମନ୍ଦିର ମଧ୍ୟ କୁହାଯାଏ। ମାତ୍ର ଏବେ କିଛି ଯୁବତୀ ସ୍କୁଲକୁ ଡ୍ୟାନ୍ସ ବାର୍‌ କରିସାରିଲେଣି। ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବିହାରସ୍ଥିତ ଏକ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri