Posted inଜାତୀୟ

ଆଜି ଭାଜପାରେ ଯୋଗ ଦେବେ ଜଣେ ବଡ ନେତା

ନୂଆଦିଲ୍ଲୀ,୯।୬: ବୁଧବାର ନୂଆଦିଲ୍ଲୀ ଭାଜପା କାର୍ଯ୍ୟାଳୟରେ କଂଗ୍ରେସର ଜଣେ ବଡ ନେତା ଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଦଳବଦଳ କାର୍ଯ୍ୟକ୍ରମ ହେବ। ଭାଜପା ନେତା ଅନିଲ ବାଲୁନି ଟୁଇଟ୍‌ ଯୋଗେ ଏହି ସୂଚନା ଦେଇଛି। ସେ ଟୁଇଟ କରି କହିଛନ୍ତି, ଆଜି ଜଣେ ବଡ଼ ନେତା ଭାଜପା ମୁଖ୍ୟାଳୟରେ ଦଳରେ ଦିନ ୧ରେ ସାମିଲ ହେବେ। ଅବଶ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ନେତାଙ୍କ ନାଁ ଘୋଷଣା କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ ଶେୟାର କଲେ ଛିଣ୍ଡା ଚପଲ: କହିଲେ, ସରିଲା ନିର୍ବାଚନ ପ୍ରଚାର

ଚେନ୍ନାଇ,୬।୪: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। କରୋନା ନିୟମ ପାଳନ କରି ସକାଳୁ ମତଦାତାମାନେ ଲାଇନ୍‌ରେ ଠିଆ...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ତଦନ୍ତ ଲାଗି ଏସ୍‌ଆଇଟି ଗଠିତ

ହାଇଦ୍ରାବାଦ, ୧୦ା୧୨: ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ତେଲଙ୍ଗାନା ପୋଲିସ ଏନ୍‌କାଉଣ୍ଟର କରି ମାରିବା ଘଟଣାର...

ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପରିବହନ ନୀତି: ପ୍ରଧାନମନ୍ତ୍ରୀ …

ନୂଆଦିଲ୍ଲୀ, ୧୭।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାତୀୟ ପରିବହନ ନୀତି (ନ୍ୟାଶନାଲ ଲଜିଷ୍ଟିକ ପଲିସି) ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କ ସମ୍ବୋଧନରେ...

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି।...

କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ...

ଭାରତ ପହଞ୍ଚିଲେ ଆଫଗାନୀସ୍ତାନ ଶିଖ, ବଖାଣିଲେ ତାଲିବାନର ନିର୍ଯାତନା କାହାଣୀ…

ନୂଆଦିଲ୍ଲୀ, ୨୬।୯ : ଆଫଗାନିସ୍ତାନରେ ଅଟକି ରହିଥିବା ଏକ ଶିଖ ଦଳ  ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଶାସନ ଗ୍ରହଣ କରିବା ପରଠାରୁ ସେମାନେ ଆଫଗାନିସ୍ତାନ ଛାଡିବାକୁ...

ଇଣ୍ଟରପୋଲ୍‌ ସାଧାରଣ ସଭାର ଲୋଗୋ କୋଣାର୍କ ଚକ

ନୂଆଦିଲ୍ଲୀ,୧୯।୯(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭାରେ କୋଣାର୍କ ସୂର୍ଯ୍ୟମନ୍ଦିରର ରଥ ଚକ ପ୍ରେରଣାଦାୟୀ ଲୋଗୋ ହେବାକୁ ଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି...

୮ ରାଜ୍ୟର ୨୫ ପିଏଫଆଇ କାର୍ଯ୍ୟାଳୟ ଉପରେ ଚଢାଉ କରିବ ଏନଆଇଏ

ନୂଆଦିଲ୍ଲୀ,୨୭ ।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ସମେତ ଅନ୍ୟ ଏଜେନ୍ସି ଦ୍ୱିତୀୟ ଥର ଲାଗି ପିଏଫଆଇର କାର୍ଯ୍ୟାଳୟ ଉପରେ ଚଢାଉ କରିବ । ଏହି ଚଢାଉ...

Advertisement
Archives

Model This Week