ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍‌’; ‘ଫ୍ୟାମିଲି ମ୍ୟାନ୍‌-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…

ବମ୍ବେ: ରିଲିଜ୍‌ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍‌ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ ମଧ୍ୟରୁ ଗୋଟିଏ ହେଲା ଚେଲ୍ଲମ ସାର୍‌ଙ୍କ ଚରିତ୍ର। ସେ ପରଦାରେ ଜଣେ ସିକ୍ରେଟ୍‌ ଏଜେଣ୍ଟ ଏବଂ ଅସୁବିଧା ସମୟରେ ସହାୟତା କରୁଥିବା ବ୍ୟକ୍ତିଙ୍କ ଭୂମିକାରେ ନଜର ଆସୁଛନ୍ତି।

ଚେଲ୍ଲମ ସାର୍‌ଙ୍କ ଭୂମିକାର ସ୍କ୍ରିନ୍‌ ଟାଇମ୍‌ ୧୫ ମିନିଟ୍‌ ରହିଥିଲା। ଏହି ଭୂମିକାରେ ନଜର ଆସିଥିଲେ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଉଦୟ ମହେଶ(ଉଦୟଭାନୁ ମହେଶ୍ୱରନ୍‌)। ସେ ପାଖାପାଖି ୨୦ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହାଛଡ଼ା ସେ ଓ୍ବେବ୍‌ ସିରିଜ୍‌ରେ ମଧ୍ୟ ନଜର ଆସିଛନ୍ତି।

ଉଦୟ ନଓ୍ବାଜୁଦ୍ଦିନ ସିଦ୍ଧକୀଙ୍କ ଫିଲ୍ମ ‘ସିରିୟସ ମ୍ୟାନ୍‌’ରେ କାମ କରିଥିଲେ। ଫିଲ୍ଟଟି ନେଟ୍‌ଫ୍ଲିକ୍ସରେ ରିଲିଜ ହୋଇଥିଲା। ଏହାଛଡ଼ା ମାଡ୍ରାସ କ୍ୟାଫେ, ୨୦୧୬ରେ ରଜନୀକାନ୍ତଙ୍କ ଫିଲ୍ମ ‘କବାଲି’ରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ତାମିଲ ଥ୍ରିଲର ଫିଲ୍ମ ‘ବାନୁଙ୍ଗମୁଦି’ରେ ନଜର ଆସିବେ। ୨୦୨୨ରେ ଏହା ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ...

କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି...

ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍‌ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…

ନୂଆଦିଲ୍ଲୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ...

ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି...

ହ୍ରିତିକ୍‌ଙ୍କ ପରିବାର ସହ ନଜର ଆସିଲେ ସବା, ଫଟୋ ଭାଇରାଲ

ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ ଲାଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ହ୍ରିତିକ୍‌ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କ ସହ ବହୁଥର ଏକାଠି...

ରାଗରେ ବାପାଙ୍କ ଉପରକୁ ହାତ ଉଠାଇଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡର ‘ହିମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ। ଧର୍ମେନ୍ଦ୍ରଙ୍କ...

Advertisement
Archives

Model This Week