ସ୍କୁଲରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଜୁନାଗଡ଼,୩୧।୧: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଆଟିଗାଁ ସପ୍ତପଲ୍ଲୀ ବିଦ୍ୟାପୀଠରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୁତ୍ତମାନେ ସ୍କୁଲ କବାଟ ତାଲା ଭାଙ୍ଗି ଗୋଟିଏ ଜେନେରେଟର ୧୨ଟି କମ୍ପ୍ୟୁଟର, ୭ଟି ଫ୍ୟାନ, ୧୦ଟି ଚୌକ, ଷ୍ଟେବିଲାଇଜର, ୪୦ଟି ହେଡଫୋନ୍,…
ଗୁଳି ବିନିମୟ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ
ମାଲକାନଗିରି,୩୧ା୧: ଦୀର୍ଘଦିନ ପରେ ମାଲକାନଗିରି ଜିଲା ମାଥିଲି ଥାନା ଅଧୀନ ମାଡ଼କାପଦର ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଓ ବନ୍ଧୁକ ଜବତ…
ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶବ୍ଦ
ନୂଆଦିଲ୍ଲୀ,୩୧ା୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ରେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହା ଟିମ୍ ଇଣ୍ଡିଆକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଟୁଇଟ୍ କରିଛନ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ”ଜାନୁୟାରୀରେ…
ନାବାଳିକାଙ୍କୁ ଗଣବଳାତ୍କାର: ଜେଲ ଗଲେ ୨ ଅଭିଯୁକ୍ତ
ଗୋପାଳପୁର,୩୧ା୧: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ୭ ବର୍ଷର ନାବାଳିକାଙ୍କୁ ଗଣ ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଋତୁ ବେହେରା (୩୦) ଓ ହେମନ୍ତ ବେହେରା…
ପାଠପଢ଼ା ଚାପରେ ଜୀବନ ହାରିଲେ ୪ର୍ଥ ଶ୍ରେଣୀ ଛାତ୍ରୀ
ଭବାନୀପାଟଣା,୩୧।୧: ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ଛାତ୍ରୀଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିଲେ। ସେତିକିବେଳେ ସେ ଘରେ ଏକୁଟିଆ ରହିଥିଲେ। ମା’ କାମ ସାରି…
ଜାତୀୟ ମହିଳା କୁସ୍ତି ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ମଇଁଷି
ଆଗ୍ରା,୩୧ା୧- ଆମ ଦେଶରେ କ୍ରିକେଟକୁ ଆଗ୍ରାଧ୍ୟକାର ଦିଆଯାଏ। ଏକଥା କାହାକୁ ଅଛୁପା ନୁହେଁ। କିନ୍ତୁ ଅନ୍ୟ ଖେଳ ପ୍ରତି ଭାରତୀୟମାନେ ବିମୁଖ ହେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆରେ ସିରିଜ୍ ଜିତିବା ପରେ ଭାରତୀୟ ଦଳର ଯୁବ ଖେଳାଳିଙ୍କୁ…
ଅଷ୍ଟ୍ରେଲିଆ ସଫଳତା ପରେ ମୁଣ୍ଡନ ହେଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୩୧ା୧- ଅଷ୍ଟ୍ରେଲିଆରେ ମିଳିଥିବା ସଫଳତା ପରେ ଭାରତୀୟ ପେସର ଟି. ନଟରାଜନ ରବିବାର ନଣ୍ଡା ହୋଇଛନ୍ତି। ଏ ନେଇ ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି, ଯେଉଁଥିରେ ମନ୍ଦିର ଆଗରେ ଛିଡ଼ା ହୋଇଥିବା ତାମିଲନାଡୁର ପେସରଙ୍କୁ…
କ୍ରିକେଟ ଖେଳିଲେ ଜାହ୍ନବୀ
ମୁମ୍ବାଇ: ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡ୍ରେ ଏଣ୍ଟ୍ରି କରିସାରିଥିବା ବେଳେ ସେ ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି…
ନୋରାଙ୍କ ଦେଶୀ ଅବତାର
ମୁମ୍ବାଇ: ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିସାରିଥିବା ନୋରା ଫତେହି ନିଜର ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ଏବେ ଏହି ଅଭିନେତ୍ରୀ ଲକ୍ଷେ ଦିଲ କି ଧଡ୍କନ୍ ପାଲଟି ଯାଇଛନ୍ତି । ନିଜର ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସକୁ ଦେଖି ମତୁଆଲା…
୩ ଚୋରା ମୁଗୁନି ପଥର ହାଇୱା ଜବତ: ୧ଲକ୍ଷ ୯୦ହଜାର ଜରିିମାନା ଆଦାୟ
ପରଜଙ୍ଗ,୩୧।୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ରାଜସ୍ବ ବିଭାଗ ରବିବାର ବାରିହାପୁରଠାରେ ଚଢ଼ାଉ କରି ୩ ମୁଗୁନି ପଥର ହାଇୱା ଜବତ କରିଛି। ଏହା ପରଜଙ୍ଗ ବ୍ଲକ ଦେଇ ଯାଉଥିବା ଅନଗୁଳ- ସୁକିନ୍ଦା-ଡୁବୁରୀ ରେଳପଥ ନିର୍ମାଣ ପ୍ରକଳ୍ପ କାର୍ଯ୍ୟରେ ବ୍ୟବହୃତ ନିମନ୍ତେ ଚୋରା…
‘ମହିଳାଙ୍କ ‘ନା’ର ଅର୍ଥ କଣ ଜାଣନ୍ତି? ଯଦି ନୁହେଁ ତେବେ ଦେଖନ୍ତୁ ପୋଲିସର ଏହି ଭିଡିଓ
ନୂଆଦିଲ୍ଲୀ: ଯଦି ଆପଣ ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ଡର୍’ ଦେଖିଥିବେ, ତେବେ ଆପଣଙ୍କୁ ଏହାର ଗୀତ ‘ତୁ ହାଁ କର୍ ୟା ନାଁ କର୍, ତୁ ହେ ମେରି କିରନ୍’ ମନେ ଥିବ। ସେଭଳି ବିଗ୍ ବି ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର…
ଭୁବନେଶ୍ୱରରୁ ଆଜି ପୁଣି ୭ ପଜିିଟିଭ୍ ଚିହ୍ନଟ: ୯ ସୁସ୍ଥ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩ ଜଣ ରହିଥିବା ବେଳେ ଲୋକାଲ କେସ୍ ୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Archives


