ବାକିରେ ସିଗାରେଟ ନ ଦେବାରୁ ପାନ ଦୋକାନୀଙ୍କୁ ହତ୍ୟା
ଦିଗପହଣ୍ଡି/କୁକୁଡ଼ାଖଣ୍ଡ/କବିସୂର୍ଯ୍ୟନଗର,୧ା୨: ଗଞ୍ଜାମ ଜିଲାରେ ପୁଣି ୨ଟି ହତ୍ୟାକାଣ୍ଡ ଘଟିଛି। ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ରବିବାର ରାତିରେ ବାକି ଟଙ୍କା ମାଗିବାରୁ ଜଣେ ପାନ ଦୋକାନୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ସେହିପରି କବିସୂର୍ଯ୍ୟନଗର ଥାନା ବାଉଁଶିଆ ଗ୍ରାମରେ ଜଣେ…
କ୍ୱାରେଣ୍ଟିନ ଶେଷ କଲା ଟିମ୍ ଇଣ୍ଡିଆ
ଚେନ୍ନାଇ,୧।୨: ଆସନ୍ତା ୫ ତାରିଖରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ଓ ଷ୍ଟାଫ ସୋମବାର କ୍ୱାରେଣ୍ଟିନ ଶେଷ କରିଛନ୍ତି। କ୍ୱାରେଣ୍ଟିନ ସମୟରେ ପ୍ରତ୍ୟେକ ଖେଳାଳିଙ୍କ ୩ ଥର କୋଭିଡ୍-୧୯…
ଅଭିବୃଦ୍ଧିରେ ସହାୟକ ହେବ ବଜେଟ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଚେନ୍ନାଇ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଆସିବା ପରେ ଏହା ପ୍ରଥମ ବଜେଟ୍। ଉପସ୍ଥାପିତ ବଜେଟ୍ ଦେଶର ଅନେକ ସମସ୍ୟାର ସମାଧାନ କରିବ। ଅଭିବୃଦ୍ଧିକୁ ଗତିଶୀଳ…
‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିପାରିବ ନାହିଁ ଇଂଲଣ୍ଡ’
ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ରେ ଇଂଲଣ୍ଡ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିପାରିବ ନାହିଁ। ଏଭଳି ମତ…
ମଦ୍ୟପ ସ୍ବାମୀ ଘଟାଇଲା ଏଭଳି କାଣ୍ଡ…
କାଲିମେଳା/ଏମ୍ଭି-୭୯,୧ା୨: ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍ଭି-୭୯ ଥାନା ଅନ୍ତର୍ଗତ ଏମ୍ଭି-୭୨ ଗ୍ରାମର ବିମଲ ମିସ୍ତ୍ରି ତାଙ୍କର ସ୍ତ୍ରୀ ଦୁଲାଲଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ବିମଲଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, ବିମଲ ଅଧିକାଂଶ ସମୟ ମଦ୍ୟପାନ କରି…
୨୫୦ ଆକାଉଣ୍ଟ ବ୍ଲକ କଲା ଟୁଇଟର
ନୂଆଦିଲ୍ଲୀ,୧।୨: ଦେଶର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ନିବେଦନ ପରେ ଟୁଇଟର ଇଣ୍ଡିଆ ସୋମବାର ୨୫୦ ଆକାଉଣ୍ଟକୁ ବ୍ଲକ କରିଦେଇଛି। ବ୍ଲକ ହୋଇଥିବା ସମସ୍ତ ଆକାଉଣ୍ଟ ସରକାରଙ୍କ ବିରୋଧରେ ମିଛ ଓ ଉତ୍ତେଜକ ହାସଟ୍ୟାଗ ବ୍ୟବହାର କରୁଥିଲେ। କାର୍ବାନ…
ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’
ମୁମ୍ବାଇ: ବଲିଉଡ୍ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମରନ’କୁ ନେଇ ସେ ବଡ କଥା କହିଛନ୍ତି । ସେ କହିଛନ୍ତି ‘ସିମରନ’ ମୋ…
ସ୍ଥଳସେନାର ଉପମୁଖ୍ୟ ଦାୟିତ୍ୱ ନେଲେ ଚଣ୍ଡୀ ପ୍ରସାଦ
ନୂଆଦିଲ୍ଲୀ,୧।୨: ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ସୋମବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରି କଲେଜ ଡେରାଡୁନ, ନ୍ୟାଶନାଲ ଡିଫେନ୍ସ ଏକାଡେମି ଖଡ଼କୱାସଲା ଏବଂ ଇଣ୍ଡିୟାନ ମିଲିଟାରି ଏକାଡେମିରେ ସଫଳତା…
ଦେଶର ସମ୍ପତ୍ତିକୁ ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି ମୋଦି ସରକାର : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ। ଏହାକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମ୍ପତ୍ତିକୁ ପୁଞ୍ଜିପତିମାନଙ୍କ ହାତକୁ ଟେକି ଦେଉଥିବା ସେ…
କୃଷକ ଆନ୍ଦୋଳନ ସହ ଜଡିତ ୨୫୦ ଟୁଇଟର ଆକାଉଣ୍ଟ ବନ୍ଦ
ନୂଆଦିଲ୍ଲୀ,୧ ।୨: ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକ ଆଣ୍ଡ ଆଇଟି ମନ୍ତ୍ରଣାଳୟ ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି କି ତୁରନ୍ତ ୨୫୦ ଟୁଇଟର ଆକାଉଣ୍ଟକୁ ବନ୍ଦ କରି ଦିଆଯାଉ । ୩୦ ଜାନୁୟାରୀରେ ‘ମୋଦି ପ୍ଲାନିଂ ଫାର୍ମର ଜେନୋସାଇଟ’ ନାମରେ ହ୍ୟାସଟ୍ୟାଗ ଲଗାଇ ଯେଉଁ…
୧୮ରୁ ବିଧାନସଭା ବଜେଟ୍ ଅଧିବେଶନ, ୨୨ରେ ବଜେଟ୍
ଭୁବନେଶ୍ୱର, ୧।୨(ବ୍ୟୁରୋ): ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବୃଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ…
ରକୁଲପ୍ରୀତ ସାଜିବେ ଆୟୁଷ୍ମାନଙ୍କ ହିରୋଇନ
ମୁମ୍ବାଇ: ଜଙ୍ଗଲି ପିକ୍ଚର୍ସ ଆୟୁଷ୍ମାନ ଖୁରାନାଙ୍କୁ ନେଇ ପୁଣିଥରେ ଫିଲ୍ମ ‘ଡକ୍ଟର ଜୀ’ ନିର୍ମାଣ କରିବାକୁ ଯୋଜନା କରିଛି । ଏ ସମ୍ପର୍କରେ ଗତ ଡିସେମ୍ବରରେ ଘୋଷଣା କରାଯାଇଥିଲା । ଏହାର ନିର୍ଦ୍ଦେଶନା ଅନୁଭୂମି କଶ୍ୟପ କରୁଛନ୍ତି । ଏହାସହ ଏଥିରେ…
Archives


