ଗୋରୁ ଗୋଠ ଉପରେ ବଜ୍ରପାତ

ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।

ଗୋରୁପଲ ବାରଖମା ଫାଣ୍ଡି ନିକଟରେ ଚରୁଥିବା ବେଳେ ବର୍ଷା ହେବାରୁ ଏକ ଗଛମୂଳକୁ ଆସି ଆଶ୍ରୟ ନେଇଥିଲେ। ବଜ୍ରପାତରେ ସେମାନଙ୍କ ମୃତ୍ୟୁ ଘଟିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗୋରୁ ମାଲିକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ...

ଚିନିକଳର ୮ କର୍ମଚାରୀଙ୍କ ବିରୋଧରେ ମାମଲା

ଆସିକା,୧୪।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସମବାୟ ଚିନିକଳରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ୮ଜଣ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ...

ଅନଲାଇନରେ ଖଗେଶ୍ୱର ଶେଠ୍‌ ଜୟନ୍ତୀ ପାଳିତ

ବିଜେପୁର, ୨୬।୪(ଡି.ଏନ.ଏ.): କୋଭିଡ-୧୯ ପାଇଁ ଲକ୍‌ଡାଉନ ଜାରି ରହିଥିବାରୁ ବରଗଡ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସମସ୍ତ ସଦସ୍ୟ ନିଜ ନିଜ...

୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୫୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ପୌରାଧ୍ୟକ୍ଷା ପ୍ରାର୍ଥନୀଙ୍କ ମାରାଥନ ପ୍ରଚାର

ସୁନ୍ଦରଗଡ,୧୮।୩(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ସୁନ୍ଦରଗଡ଼ରେ ବିଭିନ୍ନ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।...

ପୃଥକ ଦୁର୍ଘଟଣା: ୨ ମୃତ

ବ୍ରହ୍ମପୁର ଅଫିସ, ୨୦।୭: ବାଇକରୁ ଖସି ପୃଥକ ଘଟଣାରେ ୨ ଜଣଙ୍କର ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ କୃଷ୍ଣକୃପାମୟପୁର...

ପୁରୀରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୫୫ରେ ପହଞ୍ଚିଲା

ପୁରୀ ଅଫିସ,୧୪ା୬: ପୁରୀ ଜିଲାରୁ ରବିବାର ପୁଣି ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ପଜିଟିଭ୍‌ ସଂଖ୍ୟା ୧୫୫ରେ...

୨୮ ଜିଲାକୁ ପଛରେ ପକାଇଲା ଖୋର୍ଦ୍ଧା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ୨୯ ଜିଲାରୁ ଆଉ ୩୦୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାର ସର୍ବାଧିକ ୬୮୪ଜଣ ଥିବା ବେଳେ ଅନୁଗୋଳର ୨୫, ବାଲେଶ୍ୱରର...

Advertisement
Archives

Model This Week