Home Left

ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଯାତ୍ରା କଳାକାର

ଭୁବନେଶ୍ୱର,୨୨।୨ (ବ୍ୟୁରୋ): ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବାକୁ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବେ ଯାତ୍ରା କଳାକାର। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ। ଏଥିସହ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିରେ ବିଭିନ୍ନ ବର୍ଗର କଳାକାର…

ଯାଜପୁର ଜିଲାପାଳଙ୍କ ଉପରେ ଲୋକାୟୁକ୍ତ କ୍ଷୁବ୍ଧ

ଯାଜପୁର ଅଫିସ,୨୨।୨: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ କଳାପଥର ଖାଦାନଗୁଡିକର ଏରିଆ ଚିହ୍ନଟ କରି ପିଲର ପୋତାରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଲୋକାୟୁକ୍ତ ଜିଲାପାଳଙ୍କ ଆଚରଣକୁ ଭର୍ତ୍ସନା କରିଛନ୍ତି। ୧୨୪୯/୨୦୨୦ ନମ୍ବର ମାମଲାରେ ଗତ ୧୮ ତାରିଖରେ…

ଇଣ୍ଡିଆ ନେଟ୍‌ ସେସନ: ପିଙ୍କ୍‌ ବଲ୍‌ରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ଅହମଦାବାଦ,୨୨।୨(ପି.ଟି.): ସୁସଜ୍ଜିତ ମୋଟେରା ଷ୍ଟାଡିୟମରେ ବୁଧବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପିଙ୍କ୍‌ ବଲ୍‌ରେ ଖେଳା ଯିବାକୁ ଥିବା ଦିବାରାତ୍ରଭିତ୍ତିକ ଏହି ଟେଷ୍ଟ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ। ରବିବାର ଅଧିନାୟକ…

କ୍ୟାପ୍ଟିଭ୍‌ ବ୍ଲକରୁ ୫୦% କୋଇଲା ବିକ୍ରିକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୨।୨:  ଦେଶ ମଧ୍ୟରେ ରହିଥିବା ବିଭିନ୍ନ କ୍ୟାପ୍ଟିଭ ବ୍ଲକଗୁଡିକରୁ ୫୦% କୋଇଲା ବିକ୍ରିକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଘରୋଇ ବଜାରରେ କୋଇଲାର ଉପଲବ୍ଧତା ବୃଦ୍ଧି ଏବଂ ଉତ୍ପାଦନକୁ ବଢାଇବା ଲାଗି କେନ୍ଦ୍ର ଏଭଳି…

କୋଭିଡ୍‌ ପୁନଃ ସଂକ୍ରମଣ ଆଶଙ୍କା: ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ଚେତାବନୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏବେ ପୁଣି ମହାରାଷ୍ଟ୍ର ଓ କେରଳ ଭଳି କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ସତର୍କ ହୋଇଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ…

ହାଇ ହିଲ୍‌ ପିନ୍ଧି ଏମିତି ଦୌଡ଼ିଲେ ଯୁବତୀ, ଦେଖିଲେ କହିବେ…

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଯିଏ ବି ହେଉ ନା କାହିଁକି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏହି ଭିଡିଓରେ ଯୁବତୀ ଜଣକ ହାଇହିଲ୍‌ ପିନ୍ଧି ଖୁବ୍‌ ଜୋର୍‌ରେ ଦୌଡୁଛନ୍ତି। ତାହା ପୁଣି ଆବଡ଼ାଖାବଡ଼ା ରାସ୍ତାରେ।…

ଏମିତି ଗାଁ, ଯେଉଁଠି ସମସ୍ତ ଘର ନୀଳ ରଙ୍ଗର

ଦୁନିଆରେ ଏମିତି କିଛି ଗାଁ ଅଛି, ଯାହା ସ୍ବତନ୍ତ୍ର କାରଣ ପାଇଁ ବେଶ୍‌ ପରିଚିତ। କିଛି ଗାଁ ସଫାସୁତରାକୁ ନେଇ ଜଣାଶୁଣା ତ ଆଉ କେଉଁ ଗାଁ ସୁନ୍ଦର କାହାଣୀକୁ ନେଇ ପରିଚିତ। ସେମିତି ଏକ ଗାଁ ରହିଛି ସ୍ପେନ୍‌ରେ। ଏଠାରେ…

ଏହି ସମସ୍ୟାରେ ଚୁପ୍‌ଚାପ ବସି ହୁଏନି…

ବେଳେବେଳେ କେତେକ କୌଣସି ସ୍ଥାନରେ ସ୍ଥିର ରହିପାରନ୍ତି ନାହିଁ। ଏଭଳି ସମସ୍ୟାରେ ଚୁପ୍‌ଚାପ୍‌ ବସିବା ଏକ ପ୍ରକାର ଅସମ୍ଭବ ହୋଇଥାଏ। ଏହାକୁ ଡାକ୍ତରୀଭାଷାରେ ଆକାଥିସିଆ ବା ଚଳନ ସମସ୍ୟା କୁହାଯାଇଥାଏ। ଏହା ଶରୀର କେତେକ ଆଭ୍ୟନ୍ତରୀଣ ଅସ୍ଥିରତା ଯୋଗୁ ସୃଷ୍ଟି ହୋଇଥାଏ।…

ଏଣ୍ଟରଟେନମେଣ୍ଟ କୁଇନ୍‌ ଛାଡ଼ିଲେ ବିଗ୍‌ ବସ୍‌

ମୁମ୍ବାଇ, ୨୨।୨: ବିଗ୍‌ ବସ୍‌-୧୪ରେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଥିବା ରାକ୍ଷୀ ସାଓ୍ବନ୍ତ ରବିବାର ଶୋ’ରୁ ଓହରି ଯାଇଛନ୍ତି। ଚଳିତ ସିଜନର ଗ୍ରାଣ୍ଡ ଫାଇନାଲ ରାତିରେ ବିଜେତା ଦୌଡ଼ ବଦଳରେ ସେ ବାଛି ଥିଲେ ୧୪ ଲକ୍ଷ ଟଙ୍କା। ଫଳରେ…

ହାତୀ ମଡ଼କ ଉପରୁ ହଟିଲା ରହସ୍ୟ

କେସିଙ୍ଗା/ଭବାନୀପାଟଣା, ୨୨।୨ କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍‌ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି। ଏହି ଟିମ୍‌ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳିପଦର ଓ ଘୁଷୁରିଗୁଡି ସହ ବିଭିନ୍ନ…

ଜୁମ କଲ ମିଟିଂରେ ଥିବା ବେଳେ ସ୍ବାମୀଙ୍କୁ କିସ୍‌ କରିବାକୁ ସ୍ତ୍ରୀ କଲେ ଏମିତି , ଆଉ ତା’ ପରେ…

ସ୍ବାମୀଙ୍କର ଜୁମ କଲ ମିଟିଂ ସମୟରେ ସ୍ତ୍ରୀ ତାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶିଳ୍ପପତି ହର୍ଷ ଗୋଏଙ୍କା ତାଙ୍କ ଟାଇମଲାଇନରେ ଭିଡିଓ ଟୁଇଟ କରି କ୍ୟାପଶନ ଲେଖିଛନ୍ତି, ‘ଜୁମ କଲ ସୋ…

ଉପକାରୀ ଆତ

ଆତକୁ କେହି କେହି ସୀତାଫଳ ବୋଲି କହିଥାଆନ୍ତି । ଏହି ଫଳ ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ କ୍ୟାନସର ସହ ଲଢିବାର ଶକ୍ତି ଥିବା ବେଳେ ଏହା ଡାଇବେଟିସକୁ ବି ନିୟନ୍ତ୍ରଣ କରିଥାଏ ବୋଲି ବିଶେଷଜ୍ଞମାନେ କହିନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri