ଚଳନ୍ତା ବସ୍ ଉପରେ ପଡିଲା ୧୨ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ
ଆନନ୍ଦପୁର,୧୯।୨: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ଶାଳପଡ଼ା ବାଇପାସ୍ ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ୨୦ ଫୁଟ ଓଭରବ୍ରିଜ ଉପରୁ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ (ଓଡି୦୯ଜି-୬୦୫୧) ଭାରସାମ୍ୟ ହରାଇ ଚଳନ୍ତା ଯାତ୍ରୀବାହୀ…
ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍ଆଇ
ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରି ଶୁକ୍ରବାର…
ପଡ଼ିଆକୁ ଓହ୍ଲାଇଲେ ଧୋନୀ
କ୍ରିକେଟ ନୁହେଁ ଫୁଟ୍ବଲ ପଡ଼ିଆରେ ନଜର ଆସିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ଅବସରପ୍ରାପ୍ତ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ଜୁହୁ ସ୍ଥିତି ଫୁଟବଲ ଗ୍ରାଉଣ୍ଡରେ ପ୍ରାକ୍ଟିସ କରିବା ପାଇଁ ଧୋନୀ ପହଞ୍ଚିଛନ୍ତି। ତାଙ୍କ ସହ ବଲିଉଡ୍ର ବହୁ ନାମୀ ଅଭିନେତା…
ଜେଲ ହାଜତକୁ ଗଲେ ଦିଶା ରବି
ନୂଆଦିଲ୍ଲୀ,୧୯।୨: ଟୁଲ୍କିଟ୍ ମାମଲାରେ ୨୨ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ମାମଲାର ପଚରାଉଚୁରା ବେଳେ ଦିଶା କୌଣସି ଉତ୍ତର ଦେଇ ନ ଥିଲେ। ଏପରି କି…
କଳା ସାର୍ ଚତୁର୍ଥ ବିବାହ କରିବା ପରେ…
କଟକ ଅଫିସ,୧୯।୨: ରସିକିଆ ସାରଙ୍କ କାଳ କାରନାମା ପଦାକୁ ଆସିଛି। ଗୋଟିଏ କି ୨ଟି ନୁହେଁ ୪ ଯୁବତୀଙ୍କୁ ବିବାହ କରି ବିନ୍ଦାସ ଜୀବନ ବିତାଉଥିଲେ କଳା ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ। ପ୍ରଥମ ଓ ତୃତୀୟ ପତ୍ନୀଙ୍କ ଅଭିଯୋଗ କ୍ରମେ କଟକ…
କାହିଁକି ଅଲୋଡ଼ା ରହିଲେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ
ଚେନ୍ନାଇ, ୧୯।୨ : ଆଇପିଏଲର ୧୪ତମ ସଂସ୍କରଣ ଲାଗି ଶେଷ ହୋଇସାରିଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ୫୭ ଖେଳାଳିଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଥିଲାବେଳେ ଅଲୋଡ଼ା ହୋଇଯାଇଥିଲେ ଭଳି ବହୁ ଅନ୍ତର୍ଜାତୀୟ ତାରକା ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ। ଏହାର କାରଣ ଜାଣିବା ପାଇଁ…
ଧରାପଡ଼ିଲା ପୋଲିସକୁ ନାକେଦମ କରିଥିବା ବାଇକ୍ ଚୋର
ବ୍ରହ୍ମପୁର ଅଫିସ,୧୯।୨: ବ୍ରହ୍ମପୁର ଜିଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବାଇକ୍ ଚୋରକୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ଦିଗପହଣ୍ଡି ଥାନା ଅଧୀନ ଗୋକର୍ଣ୍ଣପୁର ଗ୍ରାମର ଏଲ୍.ଶିବା ରେଡ଼ୀ(୨୨)। ପୋଲିସ ଟିମ୍…
ଆଇପିଏଲ ପାଇଁ ଜାତୀୟ ଦଳରୁ ଖେଳିବାକୁ ମନା କଲେ ପ୍ରସିଦ୍ଧ ଖେଳାଳି
ଢାକା, ୧୯।୨ : ଆସନ୍ତା ଅପ୍ରିଲ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣ। ସମାନ ସମୟରେ ଅନୁଷ୍ଠିତ ହେବ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତିର୍ଜାତୀୟ ଟେଷ୍ଟ ଓ ଦିନିକିଆ ସିରିଜ। ଏହି…
କୋହଲିଙ୍କ ଖୁଲାସା: ଡିପ୍ରେସନ୍କୁ ଚାଲିଯାଇଥିଲି, ଲାଗୁଥିଲା ଯେଭଳି…
ନୂଆଦିଲ୍ଲୀ,୧୯।୨: କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ବ୍ୟାଟ୍ସମ୍ୟାନ୍ଙ୍କ ଯେତିକି ପ୍ରଶଂସା କରାଯାଏ, ଖରାପ ପ୍ରଦର୍ଶନକୁ ନେଇ ସେମାନଙ୍କୁ ସେତିକି ସମାଲୋଚନା ମଧ୍ୟ କରାଯାଇଥାଏ। ଏହାକୁ ନେଇ ଭାରତୀୟ କ୍ରିକେଟରମାନେ ଚାପରେ ରହିଥାନ୍ତି। ସେଭଳି ଏକ ସମୟରେ ଡିପ୍ରେସନ ଦେଇ ଗତି କରିଥିଲେ…
୨୬ ହଜାର ଲାଞ୍ଚ ନେଇ ଫସିଲେ ବୁଗୁଡ଼ା ଉଦ୍ୟାନ ବିଭାଗ ଯନ୍ତ୍ରୀ, ଗିରଫ କଲା ଭିଜିଲାନ୍ସ
ବ୍ରହ୍ମପୁର:ଅଫିସ,୧୯।୨ : ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଉଦ୍ୟାନ ବିଭାଗ ଯନ୍ତ୍ରୀ ଉମାଚରଣ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛନ୍ତି । କରଚୁଲି ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର…
ମୟୁରଭଞ୍ଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୨(ବୂ୍ୟରୋ): ମୟୁରଭଞ୍ଜ ଜିଲାର ସାରସକଣାଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ସେ…
ଭାରତ ବିପକ୍ଷ ଦିନିକିଆ ସିରିଜ୍ରୁ ବାହାରିପାରନ୍ତି ଇଂଲଣ୍ଡ ଅଧିନାୟକ, ଏଭଳି ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୯।୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ରେ ଖେଳି ନ ପାରନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍। ଏବେ ଉଭୟ ଟିମ୍ ମଧ୍ୟରେ ଟେଷ୍ଟ ସିରିଜ୍ ଜାରି ରହିଛି। ଏହା ଶେଷ ହେବା ପରେ ଇଂଲଣ୍ଡର ରୋଟେଶନ୍ ପଲିସି…
Archives


