Home Left

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ପାଣି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ସୂଚନା ଦେଇଛନ୍ତି।…

ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ…

ନଦୀ ନ ଥିବା ଦେଶ

ପ୍ରାୟ ସବୁ ଦେଶରେ ନଦୀ କିମ୍ବା ଝରଣା ରହିଥିବା ଜାଣିଥିବେ। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ସ୍ଥାୟୀ ନଦୀ କିମ୍ବା ଝରଣାଟିଏ ମଧ୍ୟ ନାହିଁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଦେଶ ହେଉଛି ସାଉଦି ଆରବ।…

ମିଳିଲାନି ସିଗନାଲ୍‌: ଦୋଳିରେ ଚଢ଼ି ଫୋନ୍‌ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୋପାଳ,୨୨।୨: ମଧ୍ୟପ୍ରଦେଶରେ କେତେକ ଅଞ୍ଚଳରେ ମୋବାଇଲ୍‌ ସିଗନାଲ୍‌ ମିଳୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ବ୍ରଜେନ୍ଦ୍ର ସିଂ ଅଶୋକ ନଗର ଜିଲା ଗସ୍ତ ସମୟରେ ଏକ ଜରୁରୀ ଫୋନ୍‌ କରିବାକୁ ଚାହିଁଥିଲେ। ମାତ୍ର ସିଗନାଲ୍‌ ନ…

ଫାଇଲେରିଆ: କିଛି କଥା

ଫାଇଲେରିଆ ସବୁ ରୋଗ ତୁଳନାରେ ଯନ୍ତ୍ରଣାଦାୟକ, ବିକୃତ ଓ ଦୁର୍ବଳ କରୁଥିବା ରୋଗ। ଏହା ବିଶ୍ୱର ଦ୍ୱିତୀୟ ରୋଗ, ଯାହା ରୋଗୀକୁ ଅସାମର୍ଥ୍ୟ କରିଦିଏ। ପୃଥିବୀର ୮୩ଟି ଦେଶରେ ୧୨୦ ନିୟୁତ ଫାଇଲେରିଆ ରୋଗୀ ଅଛନ୍ତି। ଦକ୍ଷିଣ ପୂର୍ବ ଏସିଆର ଏହା…

ବିଗ୍‌ବସ୍‌ ସିଜନ୍‌ ୧୪: ବାଜି ମାରିଲେ ରୁବିନା

ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍‌ରେ ପ୍ରସାରିତ ବିଗ୍‌ବସ୍‌ ସିଜନ୍‌ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍‌ ରୁବିନା ଦିଲୈକ୍‌। ‘ଅବ୍‌ ସିନ୍‌ ପଲ୍‌ଟେଗା’ ନାମରେ ପରିଚିତ ଏହି ରିୟଲିଟି ଟିଭି ସିରିଜ୍‌ରେ ସମସ୍ତ…

ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲେ ଗଣଶିକ୍ଷା ଅତିରିକ୍ତ ସଚିବ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କରୋନା ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏହା ପୁଣି କେତେକ ରାଜ୍ୟରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପାଇଁ ଡିଇଓଙ୍କୁ ଚିଠି ଲେଖିଛନ୍ତି…

ଆଜି ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ, ୩୩୬୭୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୧ ଜଣ ଚିହ୍ନଟ…

ମୁଣ୍ଡ ବିନ୍ଧୁଥିଲେ…

ମୁଣ୍ଡ ବିନ୍ଧିବା ପଛରେ କେତେକ କାରଣ ରହିଛି। ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ ମୁଣ୍ଡ ବିନ୍ଧିଥାଏ। ଶରୀରରେ ଜଳୀୟ ଅଂଶ କମିଗଲେ ମୁଣ୍ଡ ବିନ୍ଧେ। ଥଣ୍ଡାଜନିତ ସମସ୍ୟା ଏହାର ଅନ୍ୟତମ କାରଣ। ଏହି ସମସ୍ୟା ଅଧିକ ଦିନ ଲାଗି ରହିଲେ ତାହାକୁ ମାଇଗ୍ରେନ୍‌…

ହିମାଳୟର ନାଗପୁଷ୍ପ

କିଛିଦିନ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆଲୋକଚିତ୍ର ବିଦ୍ୟୁତ ବେଗରେ ପ୍ରସାରିତ କରାଯାଇ ଦାବି କରାଯାଉଥିଲା ଯେ ସେହି ଚିତ୍ରଟି ହିମାଳୟର ମାନସ ସରୋବରରେ ପ୍ରତି ୩୬ ବର୍ଷରେ ଫୁଟୁଥିବା ବିରଳ ନାଗପୁଷ୍ପ ଅଟେ। ଚିତ୍ରଟି ଶେୟାର କରିବା ସଙ୍ଗେ…

ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳିଟାଙ୍ଗୀର ସୁନୀଲ…

୩୦ ଏକର ଜଙ୍ଗଲ ପୋଡ଼ିଗଲା

କୋଣାର୍କ,୨୨।୨(ଡି.ଏନ୍‌.ଏ): କୋଣାର୍କ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କରମଙ୍ଗା ଇଡିସିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୩୦ ଏକର ଜଙ୍ଗଲରେ ଥିବା ବହୁ ଝାଉଁ, ଆକାଶିଆ, କାଜୁଗଛ ପୋଡ଼ିଯାଇଛି। ତେବେ ନିଅଁା ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଅପରାହ୍ନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri