Home Left

ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ବସିବାକୁ ଥିବା ବୈଠକରେ ୮ଟି ଏଜେଣ୍ଡା ଉପରେ ମୋହର…

ଜିଲା ବାହାରେ ଡିଏମ୍‌ଏଫ୍‌ ଖର୍ଚ୍ଚ ବନ୍ଦକର

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୭ା୭(ସ୍ବ.ପ୍ର.): ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ହେଉଛି ଜିଲାର ନିଜସ୍ବ ଅର୍ଥ। ଜିଲାର ଖଣି ଖାଦାନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଏହାର ବିନିଯୋଗ ହେବ। କେନ୍ଦ୍ର ସରକାରଙ୍କ ବିନା ଅନୁମୋଦନରେ ରାଜ୍ୟ ସରକାର ଏହି ପାଣ୍ଠିର କାର୍ଯ୍ୟ, ଖର୍ଚ୍ଚ…

ଏହାକୁ ଟଙ୍କା ଦେଇ କିଣିବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ, ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ଜଡ଼ିତ ସମସ୍ତ ଦିଗକୁ ଗଭୀର ଭାବରେ ଆଲୋକପାତ କରିଛନ୍ତି। ତାଙ୍କ ନୀତିରେ ସେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ କଥା ଉଲ୍ଲେଖ କରିଛନ୍ତି, ଯାହା ବହୁ ଚେଷ୍ଟା ସତ୍ତ୍ୱେ ମଧ୍ୟ ହାସଲ…

ଯୋଗୀଙ୍କ ବିଫଳତାକୁ ଲୁଚାଇ ପାରିବେ ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୭- ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରଶଂସା। ମୋଦିଙ୍କ ମିଛ ପ୍ରଶଂସା ଯୋଗୀ…

୨୦୦୭ ଟି୨୦ ବିଶ୍ୱକପ୍‌କୁ ୧୩ ବର୍ଷ ହେଲାଣି, ଏବେ ଆଗକୁ ଚାଲ

ନୂଆଦିଲ୍ଲୀ,୧୬।୭: ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି। ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା ଦରକାର। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର। ଉଭୟ ବିଶ୍ୱକପ୍‌…

୯ ମାସ ପରେ ଖୋଲିଲା ଇଫେଲ୍‌ ଟାଓ୍ବାର

ପ୍ୟାରିସ୍‌, ୧୬।୭: କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର କେବେ ଏତେଦିନ ବନ୍ଦ ରହି ନ ଥିଲା। ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି…

ଜିଲାପାଳଙ୍କ ବାସଭବନରେ ପୁଣି ପଶିଲା ଭାଲୁ

ନୂଆପଡ଼ା ଅଫିସ,୧୬।୭: ନୂଆପଡ଼ା ଜିଲାରେ ଭାଲୁ ଆତଙ୍କ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଭାଲୁ ସହର ମୁହାଁ ହେଉଥିବାରୁ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ସହର ଭିତରେ ପ୍ରବେଶ କରୁଛି ଭାଲୁ। ଗତ ବୁଧବାର ଭାଲୁ ଜିଲାପାଳଙ୍କ ସରକାରୀ…

ଦେଶୀ ଘିଅକୁ ପଛରେ ପକାଇଲାଣି ପେଟ୍ରୋଲ

ନୂଆଦିଲ୍ଲୀ,୧୬।୭: ଦେଶୀ ଘିଅଠାରୁ ପେଟ୍ରୋଲ ଦର ଅଧିକ ହେଲାଣି। ଡେରାଡୁନ ସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ…

ଖଣ୍ଡନ କଲେ କମଲ ନାଥ

ନୂଆଦିଲ୍ଲୀ,୧୬।୭: ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଦଳର ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କମଲ ନାଥଙ୍କ ବୈଠକ ପରେ ତାଙ୍କୁ ଦଳରେ ବଡ଼…

ବାପ-ଝିଅଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭଦ୍ରକ ଅଫିସ, ୧୬।୭: ଭଦ୍ରକ ଟାଉନ ଥାନା ଅଧୀନ ଏଲଖା ଗାଁରେ ଗୁରୁବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ରକରି ବାପ-ଝିଅଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ଏଥିରେ ଗୁରୁତର ବାପ ଝିଅ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାସ୍ତାରେ ବାଲି, ଚିପ୍ସ…

ମଡେଲଙ୍କ ଫଟୋକୁ ଏଡିଟ୍‌ କରି ବ୍ଲାକ୍‌ମେଲ୍‌ କରୁଥିଲେ

ଉମରକୋଟ, ୧୬।୭(ସ୍ବ.ପ୍ର.): ମୁମ୍ବାଇର ଜଣେ ମଡେଲଙ୍କ ଫଟୋକୁ ନଗ୍ନ ରୂପ ଦେଇ ଟଙ୍କା ମାଗିବା ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତ ସଦର ଗାଁର ସୌରଭ ମଣ୍ଡଳ(୨୧)।…

ପୁଣି ବଦଳିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୬।୭: ଭାରତ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ଶୁକ୍ରବାର ୨୪ ଜଣିଆ ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି। ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ରେ ଶ୍ରୀଲଙ୍କା ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଦଳର ନିୟମିତ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?