ସ୍ବାମୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ଏହି ୪ ଅକ୍ଷରରୁ ଆରମ୍ଭ ନାମୀ ସ୍ତ୍ରୀ
ସ୍ତ୍ରୀ ଓ ସ୍ବାମୀ ସମ୍ପର୍କ ସବୁଠାରୁ ନିଆରା। ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ବିବେଚିତ କରାଯାଇଥାଏ। ପ୍ରେମ, ବିଶ୍ୱାସ ଓ ସମ୍ମାନକୁ ନେଇ ଉଭୟ ଜୀବନରେ ଆଗକୁ ବଢ଼ିଥାନ୍ତି। ଏଥିରୁ ଯଦି କୌଣସିଟି କମ୍ ହୋଇଥାଏ ତେବେ ଏହି ସମ୍ପର୍କରେ…
ଦମ୍ଦାର ଲୁକ୍ରେ ନଜର ଆସିଲେ ପରିଣୀତି
ବ୍ୟାଟମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ବାୟୋପିକ୍ ‘ସାଇନା’ର ଟିଜର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଫିଲ୍ମରେ ସାଇନାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ପରିଣୀତିଙ୍କୁ ଦମ୍ଦାର ଲୁକ୍ରେ ଦେଖିବାକୁ ମିଳୁଛି। ଟିଜର ରିଲିଜ୍ ପରେ ପରିଣୀତି ଚର୍ଚ୍ଚାକୁ ଆସିଛନ୍ତି। ବ୍ୟାଡମିଣ୍ଟନ ଚାମ୍ପିଅନ୍ ସାଇନାଙ୍କ…
ଟ୍ରୋଲ ହେଉଛି ‘ସାଇନା’ର ପୋଷ୍ଟର
ନୂଆଦିଲ୍ଲୀ,୪।୩ : ବ୍ୟାଡ୍ମିଣ୍ଟନରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍ ପଦକ ଆଣିଥିବା ସାଇନା ନେହ୍ବାଲଙ୍କ ଜୀବନ ଉପରେ ଆଧାରିତ ବଲିଉଡ୍ ଫିଲ୍ମ ‘ସାଇନା’ ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଫିଲ୍ମର ଏକ ପୋଷ୍ଟରରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ…
ମେକଅପ୍ ନ ନେଇ ବିୟୁଟିଫୁଲ୍…
ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକଅପ୍ ନେବାକୁ ପଡ଼ିଥାଏ। କିନ୍ତୁ ବିଲିଉଡର ଏଭଳି କେତେକ ଅଭିନେତ୍ରୀ ଅଛନ୍ତି, ସେମାନଙ୍କୁ କୌଣସି ମେକଅପ୍ ନେବାକୁ ପଡ଼ି ନ ଥାଏ।ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ…
ମହୁସହ ନିଅନ୍ତୁ ଏସବୁ
ପ୍ରତିଦିନ ଖାଉଥିବା ଖାଦ୍ୟ ଶରୀର ପାଇଁ କେତେ ଉପକାରୀ ତାହା ସବୁବେଳେ ଜାଣି ରଖିବା ଭଲ । ସେଥିପାଇଁ କୁହାଯାଏ ନିତିଦିନିଆ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦେଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବେ । ମହୁ ଆମେ ଘରେ ଘରେ…
ଜଳୁଛି ୩୦ ସଂରକ୍ଷିତ ଜଙ୍ଗଲ
ବାରିପଦା ଅଫିସ,୫।୩: ପ୍ରକୃତିର ରାଣୀ ସୁବଜ ସୁନ୍ଦର ଅଭୟାରଣ୍ୟ ଶିମିଳିପାଳ ଏବେ ସର୍ବଗ୍ରାସୀ ନିଆଁରେ କ୍ଷତବିକ୍ଷତ। ମନୁଷ୍ୟକୃତ ଅଗ୍ନିକାଣ୍ଡ ପାଇଁ ଶୁଷ୍କ ଜୈବମଣ୍ଡଳ ଉତ୍ତପ୍ତ ହୋଇଉଠିଛି। ତାରି କୋଳରେ ବଢୁଥିବା ଜୀବଜନ୍ତୁ, ସରୀସୃପ, ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ଅଙ୍ଗାର…
ସମ୍ପର୍କୀୟ ଭାଇକୁ ବିବାହ କଲେ ଯୁବତୀ: ପରିବାର ନେଲା ଏମିତି ପଦକ୍ଷେପ
ଜଣେ ଯୁବତୀ ପରିବାର ବିରୋଧରେ ଯାଇ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଛନ୍ତି। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଝିଅର ଏକ କୁଶପୁତ୍ତଳିକା ତିଆରି କରି ସେଥିରେ ନିଆଁ ଲଗାଇ ଅନ୍ତିମ ସଂସ୍କାର କରିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଲାରୀ…
ପଶ୍ଚିମବଙ୍ଗ ନିର୍ବାଚନ ଟିଏମ୍ସିକୁ ସମର୍ଥନ ଦେବ ଶିବସେନା
କୋଲକାତା, ୪।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍ସି) ସହ ଛିଡ଼ା ହେବ ଶିବସେନା। ଏ ନେଇ ଶିବସେନା ପକ୍ଷରୁ ଗୁରୁବାର ସ୍ପଷ୍ଟ କରିିଛି। ତେବେ ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ ନାହିଁ। ପୂର୍ବରୁ ଏହି…
ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର
ଝାରସୁଗୁଡ଼ା ଅଫିସ୍,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଦ୍ୱୟ ହେଲେ କନକତୋରା…
ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର
ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ ଏମ୍ଏ କରୁଛନ୍ତି। ଲକ୍ଡଉନ ଯୋଗୁ ଘରକୁ ଫେରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ।…
ଦାଦର ଜଙ୍ଗଲରେ ନିଆଁ: ଲିଭାଇବାକୁ ଆସି ଫେରିଗଲେ ବନ କର୍ମଚାରୀ
ଅମରପାଲି, ୪।୩: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ମୁର୍ଷୁଣ୍ଢୀର ଦାଦର ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଲାଗି ଜଙ୍ଗଲର ଗଛ ଲତା ଜଳି ଯାଉଥିବା ବେଳେ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି। ରାସ୍ତା କଡକୁ ଲାଗି ରହିଥିବା ଉକ୍ତ ଜଙ୍ଗଲରେ ନିଆଁ…
୪ ବର୍ଷ ପରେ ବଳାତ୍କାରୀ ଅଭିଯୁକ୍ତ ଗିରଫ
ଖଡିଆଳ, ୪।୩ ଦୀର୍ଘ ୪ ବର୍ଷ ପରେ ଗିରଫ ହୋଇଛନ୍ତି ବଳାତ୍କାରୀ ଅଭିଯୁକ୍ତ। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରାନିମୁଣ୍ଡା ପଞ୍ଚାୟତ କୋଟାମାଲ ଗ୍ରାମର ଚକ୍ରଧର ଦାଶ। ୨୦୧୫ ଡିସେମ୍ବର ୬ ତାରିଖରେ ଜଣେ ବିବାହିତ ମହିଳା ଘରକୁ…
Archives


