ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଜୀବନ…
ଲାଞ୍ଚ ନେବା ବେଳେ ଧରାପଡିଲେ ଓ୍ବେଲଫେୟାର ଅଧିକାରୀ
ଅନୁଗୋଳ ଅଫିସ,୪।୩: ଅନୁଗୋଳ ଜିଲା ଓ୍ବେଲଫେୟାର ଅଧିକାରୀ ଚାରୁଲତା ମଲ୍ଲୀକଙ୍କୁ ଅନୁଗୋଳ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଚାରୁଲତା କର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଦରମା କରାଇବା ପାଇଁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜଲାନ୍ସ ବିଭାଗ ତାଙ୍କୁ ଟ୍ରାପ୍…
ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…
ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍ଙ୍କୁ ଆଉଟ୍ କରିବା ପରେ ସିରାଜ୍ ଜୋ ରୁଟ୍ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି…
ଉଡ଼ନ୍ତା ବିମାନରେ ପାଇଲଟଙ୍କୁ ଆକ୍ରମଣ କଲା ବିଲେଇ, ପରେ ଘଟିଲା ଏମିତି…
ଖାର୍ତୁମ,୪।୩: ସୁଡାନର ଏକ ଯାତ୍ରୀବାହୀ ବିମାନକୁ ଅଜବ କାରଣ ପାଇଁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନର କକ୍ପିଟ୍ରେ ଏକ ବିଲେଇ ପଶି ଆସି ପାଇଲଟଙ୍କୁ ହଇରାଣ କରିଥିଲା। ସୂଚନାନୁଯାୟୀ, ଟାର୍କୋ ଏବିକେଶନ କେ ବିମାନ (3T-234) ସୁଡାନର ରାଜଧାନୀ ଖାର୍ତୁମରୁ…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶିକ୍ଷା ଅଧିକାରୀ, କିରାଣି
ସୁନ୍ଦରଗଡ଼,୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଓ ସହକାରୀ କିରାଣି ବିରଞ୍ଚି ଖିଲେଇ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉକ୍ତ ବ୍ଲକ ଅନ୍ତର୍ଗତ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଳର ପ୍ରଧାନ ଶିକ୍ଷକ ନାରାୟଣ ବାଗଙ୍କଠାରୁ ସ୍କୁଲ…
ଭାରତ-ପାକିସ୍ତାନର ସ୍ମରଣୀୟ ମ୍ୟାଚ୍: ସିଡନୀ ପଡ଼ିଆରେ କଙ୍ଗାରୁ ଭଳି ଡେଇଁଥିଲେ ପାକ୍ ଖେଳାଳି, କାରଣ ଜାଣିଲେ…
ନୂଆଦିଲ୍ଲୀ,୪।୩: ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ବେଶ୍ ରୋମାଞ୍ଚକର ହୋଇଥାଏ। ଏଥିରେ ଅନେକ ସ୍ମରଣୀୟ ଘଟଣା ଘଟିଥାଏ। ସେଭଳି ଗୋଟିଏ ଥିଲା ୧୯୯୨ ମାର୍ଚ୍ଚ ୪ରେ ଖେଳାଯାଇଥିବା କ୍ରିକେଟ ବିଶ୍ୱକପ୍ର ମୁକାବିଲା। ସିଡନୀ ମଇଦାନରେ ଖେଳାଯାଇଥିଲା ଏହି ମ୍ୟାଚ୍। ଏକ ସମୟରେ…
ପଶ୍ଚିମବଙ୍ଗରେ ୩୪ ପ୍ରତିଶତ ବିଧାୟକ କୋଟିପତି
କୋଲକାତା,୪ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ଅବସରରେ ଜାଣିବାକୁ ମିଳିଛି କି ପଶ୍ଚିମବଙ୍ଗର ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରୁ ୩୪ ପ୍ରତିଶତ ହେଉଛନ୍ତି କୋଟିପତି । ସେହିପରି ୩୨ ପ୍ରତିଶତ ବିଧାୟକ ଆପରାଧିକ ମାମଲାରେ…
ଷ୍ଟଣ୍ଟ ଦେଖାଇବାକୁ ଦକ୍ଷିଣ କୋରିଆ ଟିମ୍ଙ୍କ ସହ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା
ମୁ୍ମ୍ବାଇ: ବଲିଉଡ୍ର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାର୍ଚ୍ଚ ୮ରୁ ତାଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ଟାଇଗର ୩’ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଶୁଟିଂ ପୂର୍ବରୁ ଅଭିନେତ୍ରୀ ଦକ୍ଷିଣ କୋରିଆ ଟିମ୍ ସହ ଆକ୍ସନ ସିନ୍…
ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି। ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବେଦୀରେ ସାତଫେରା ନେଇଥାନ୍ତି। ଏହା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ। ମାତ୍ର ଏହି ବିବାହରେ…
ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !
ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର ଗୁଆଂସି…
ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ
ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି ବି ତାଙ୍କୁ ପ୍ରଶଂସା କରିବାକୁ ପଛାଇବ ନାହିଁ। କାରଣ ସେ ହେଉଛି ‘ସ୍ବଣ୍ଣମହଲର ସୁନା…
ଭାରତୀୟ ବଂଶୋଦ୍ଭବ ଭାବିସ୍ତ୍ରୀଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ମାକ୍ସଓ୍ବେଲ୍, ଭାଇରାଲ ହେଉଛି…
ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆର ଅଭିଜ୍ଞ ଅଲ୍ରାଉଣ୍ଡର ଗ୍ଲେନ୍ ମାକ୍ସଓ୍ବେଲ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ସେ ନିଜ ଭାବିସ୍ତ୍ରୀଙ୍କ ସହ ଫଟୋ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି। ପଡ଼ିଆ ବାହାରେ ମାକ୍ସଓ୍ବେଲ…
Archives


