ଜିଲାପାଳଙ୍କ ବାସଭବନରେ ପୁଣି ପଶିଲା ଭାଲୁ

ନୂଆପଡ଼ା ଅଫିସ,୧୬।୭: ନୂଆପଡ଼ା ଜିଲାରେ ଭାଲୁ ଆତଙ୍କ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଭାଲୁ ସହର ମୁହାଁ ହେଉଥିବାରୁ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେଲେ ସହର ଭିତରେ ପ୍ରବେଶ କରୁଛି ଭାଲୁ।

ଗତ ବୁଧବାର ଭାଲୁ ଜିଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶି ଦୀର୍ଘ ୧୫ ଘଣ୍ଟା ଧରି ଉତ୍ପାତ କରିଥିଲା। ସମାନ ଘଟଣା ଘଟିଛି ଶୁକ୍ରବାର ରାତି ସାଢ଼େ ୯ଟାରେ। ଭାଲୁ ପୁଣି ଥରେ ଜିଲାପାଳଙ୍କ ସରକାରୀ ବାସଭବନରେ ପଶିଯାଇଛି। ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି। ରାତିରେ ଭାଲୁକୁ ଯନ୍ତାରେ ପକାଇ ଧରିବାକୁ ଚେଷ୍ଟା କରାଯିବ ବୋଲି ଫରେଷ୍ଟର ଦିପ୍ତିମାନ ପଣ୍ଡା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ପ୍ରଶିକ୍ଷଣରେ ସଫଳ ଚିତ୍ରଶିଳ୍ପୀ

ପାଟଣା, ୭ା୪: କୁହାଯାଏ ବିଭୁଦତ୍ତ ପ୍ରତିଭା ଓ ନିଷ୍ଠା ଅନେକ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ରଖେ। ଆଉ ପରେ ସଫଳତାର ଶୀର୍ଷ ସୋପାନରେ ଉପନୀତ କରିଥାଏ।...

ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା

ଠାକୁରମୁଣ୍ଡା,୪।୧(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର...

କୋମାରେ ବାତ୍ୟା ନିରୋଧୀ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର...

ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ...

ମାଲକାନଗିରି ଟ୍ରେଜେରି କର୍ମଚାରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୫ ପୋଲିସ ସମେତ ୮ ଆହତ

ଛତ୍ରପୁର,୧୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଜଗନ୍ନାଥପୁର ଜାତୀୟ ରାଜପଥ ସମ୍ମୁଖ ଏକ ଢାବା ନିକଟରେ ଶୁକ୍ରବାର ଭୋର୍‌ରେ ଏକ ହାଇୱା ପଛରେ ଟ୍ରାଭେଲର୍‌ ପିଟି ହୋଇ...

୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ବିଡିଓଙ୍କ ବଦଳି ଦାବି ନେଇ ବ୍ଳକ ସମ୍ମୁଖରେ ବିକ୍ଷୋଭ

ଟେନସା,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି ନେଇ ମଙ୍ଗଳବାର ସିଆଇଟିୟୁ ତରଫରୁ କୋଇଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

Advertisement
Archives

Model This Week