ଲୋକଙ୍କ ମାଡ଼ରେ ଚାଲିଗଲା ଲୁଟେରାଙ୍କ ଜୀବନ
ନୟାଗଡ଼ ଅଫିସ,୧।୩: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁ ପୋତା ଶଙ୍ଖ ନଦୀଠାରେ ସୋମବାର ସକାଳୁ ମର୍ନିଂଓ୍ବାକ୍ କରିବାକୁ ବାରବାଟୀ ଗାଁର ଅରକ୍ଷିତ ଭଟ୍ଟ ଯାଇଥିଲେ। ଏହି ସମୟରେ ଏକ ବାଇକ୍ ଯୋଗେ ଶରଣକୁଳ ଥାନା ଡିମିଶର ଗାଁର ଲୁଟେରା ପ୍ରଭାତ…
ମହାରାଷ୍ଟ୍ରରେ ବଢି ଚାଲିଛି କରୋନା ସଂକ୍ରମଣ: ବିଦର୍ଭରେ ଫେବୃୟାରୀରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ
ମୁମ୍ବାଇ,୧ ।୩: ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛିଦିନ ତଳେ ସାରା ଦେଶରେ ସଂକ୍ରମଣ ସଂଖ୍ୟା କମ୍ ହୋଇଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପୂର୍ବଭଳି ଏଥର ମଧ୍ୟ…
ଝରକା ସେପଟେ ବିଲେଇକୁ ଦେଖି ଏମିତି ହେଲା ଭାଲୁର ଅବସ୍ଥା: ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ଛପାକ ଗର୍ଲ
ଜଗତସିଂହପୁର,୧।୩: ଓଡ଼ିଶାର ଛପାକ ଗର୍ଲ ପ୍ରମୋଦିନୀ ରାଉଳ ସେମବାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ନିଜର ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ । ଏସିଡ୍ ଆକ୍ରମଣରେ ତାଙ୍କର ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲେ ମଧ୍ୟ ସରୋଜ ତାଙ୍କୁ…
ହାଇଓ୍ବେରେ ମଶା ଝଡ଼: ଲୋକେ ଆତଙ୍କିତ
ବୁଇନୋସ୍ ଆରିସ୍,୧।୩: ସାଧାରଣତଃ ଧୂଳିଝଡ ଦେଖାଯାଇଥାଏ। ତେବେ ମଶା ଝଡ଼ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏଭଳି ଏକ ଝଡ଼ ଆର୍ଜେଣ୍ଟିନାର ହାଇଓ୍ବେ ନମ୍ବର ୭୪ରେ ଦେଖିବାକୁ ମିଳିଛି। ଏହା ଦୂରରୁ ଧୂଳିଝଡ଼ ଭଳି ଦେଖାଯାଉଥିବାବେଳେ ପାଖକୁ ଆସିବାରୁ…
ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀମାନେ ନେଲେ କରୋନା ଟିକା: ଭାଜପାର ଏମ୍ପି, ବିଧାୟକ ଟଙ୍କା ଦେଇ ନେବେ ଟିକା
ନୂଆଦିଲ୍ଲୀ,୧ ।୩: କରୋନା ମାହାମାରୀକୁ ଦୂରେଇବା ପାଇଁ ଦେଶରେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯିବାକୁ ସ୍ଥିର କରାଯାଇଛି…
ପୋଲିସ ହେପାଜତରେ ଚନ୍ଦ୍ରାବାବୁ ନାଇଡୁ
ତିରୁପତି,୧।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୋଲିସ ହେପାଜତରେ ରହିଛନ୍ତି। ସେ ସୋମବାର ଚିତ୍ତୋର ଜିଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କୁ ତିରୁପତି ବିମାନ ବନ୍ଦରରେ ସ୍ଥାନୀୟ ରେନିଗୁଣ୍ଟା ପୋଲିସ ପକ୍ଷରୁ ଅଟକ ରଖାଯାଇଥିଲା। ଏହାର ପ୍ରତିବାଦ…
କଥା ରଖିଲେ ନୀତୀଶ
ପାଟନା,୧ ।୩: ବିହାର ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟବାସୀଙ୍କୁ କଥା ଦେଇଥିଲେ ଯେ କରୋନା ଟିକା ମାଗଣାରେ ଦେବେ । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ବିହାର ସରକାର ସ୍ଥିର କରିଛନ୍ତି ଯେ ମାର୍ଚ୍ଚ…
ଅଳଙ୍କାର ବ୍ୟବସାୟୀଙ୍କୁ ଗୁଳି କରି ସୁନା ଭର୍ତ୍ତି ବ୍ୟାଗ ଲୁଟ୍
ବଡ଼ଗାଁ,୧।୩: ସୁନ୍ଦରଗଡ଼ ଜିଲା ବଡ଼ଗାଁରେ ସୋମବାର ସକାଳେ ଅଳଙ୍କାର ବ୍ୟବସାୟୀ ରୋହିତ ବର୍ମାଙ୍କୁ ୩ ଦୁର୍ବୃତ୍ତ ଗୁଳି ଚଳାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସକଳେ ରୋହିତ ଅଳଙ୍କାର ଦେକାନକୁ ଏକ ବ୍ୟାଗ୍ରେ ଅଳଙ୍କାର ନେଇ ଆସୁଥିବା ବେଳେ ଦୋକାନ ସମ୍ମୁଖରେ…
ନିଆରା ପ୍ରେମ: ଗୋଟିଏ ମୁହୂର୍ତ୍ତ ବି ପ୍ରେମିକାଙ୍କୁ ଦୂରେଇବାକୁ ଚାହୁଁ ନ ଥିଲେ ପ୍ରେମିକ, ଏବେ ଘଟିଲା ଏମିତି…
ୟୁକ୍ରେନର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ନିଜଠାରୁ ଗୋଟିଏ ମୁହୂର୍ତ୍ତ ବି ଦୂରେଇବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ ନିଜ ହାତକୁ ପ୍ରେମିକାଙ୍କ ହାତରେ ଏକ ଲୁହାକଡ଼ିରେ ବାନ୍ଧି ଦେଇଥିଲେ। ଏବେ ପରିସ୍ଥିତି ଏମିତି…
ସାନଭାଇକୁ ହତ୍ୟା କରି ଦୁଇ ବଡ଼ ଭାଇ ପୋଡ଼ି ଦେଇଥିବା ଅଭିଯୋଗ
ବୌଦ୍ଧ,୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଗୋଛାପଡ଼ା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରେ ରବିବାର ରାତିରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ…
ହତ୍ୟା ମାମଲାରେ ଗିରଫ ହେଲା କୁକୁଡ଼ା, ଏବେ କୋର୍ଟରେ ହେବ ହାଜର!
ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଏକ କୁକୁଡ଼ାକୁ ଗିରଫ କରାଯାଇଛି। ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି ତେଲେଙ୍ଗାନାର ଜଗତିଆଲ ଜିଲାରୁ। ଖବର ଅନୁଯାୟୀ, ଜଗତିଆଲ ଜିଲାରେ ଏକ ବେଆଇନ କୁକୁଡ଼ା ଲଢ଼େଇ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ…
Archives


