ଆଜି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନ୍‌ଫରେନ୍ସ ଜରିଆରେ ଅପରାହ୍ନ ୫ଟା ୩୦ ମିନିଟ୍‌ରେ ବସିବାକୁ ଥିବା ବୈଠକରେ ୮ଟି ଏଜେଣ୍ଡା ଉପରେ ମୋହର ବାଜିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ସାଧାରଣ ପ୍ରଶାସନ ବିଭାଗର ୨ଟି ପ୍ରସ୍ତାବ, ପୂର୍ତ୍ତ, ସ୍ବାସ୍ଥ୍ୟ, ଆଇନ ଏବଂ ରାଜସ୍ବ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିବ ବୋଲି କୁହାଯାଉଛି। ସେହିପରି ପଞ୍ଚାୟତିରାଜ ବିଭାଗର ୨ଟି ପ୍ରସ୍ତାବ ରହିଥିବା ସୂତ୍ରରୁ ଜଣାପଡିଛି। ଯେଉଁ ମନ୍ତ୍ରୀମାନେ ବାହାରେ ଥିବେ ସେମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାଇମବ୍ରାଞ୍ଚରେ ପଡ଼ିରହିଛି ଅଧାରୁ ଅଧିକ ମାମଲା

ତ୍ରିନାଥ ମହାନ୍ତି ଭୁବନେଶ୍ୱର, ୪। ୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ତଥା ଭରସାଯୋଗ୍ୟ ତଦନ୍ତକାରୀ ସଂସ୍ଥା ହେଉଛି କ୍ରାଇମ୍‌ବ୍ରାଞ୍ଚ। ଯେତେବେଳେ ପୋଲିସ ଫେଲ୍‌ ମାରେ ସେତେବେଳେ...

ଫ୍ରିଜ୍‌ରେ ମଦ ନ ରଖିବାରୁ ଦୋକାନୀଙ୍କୁ ମାଡ଼

ଭୁବନେଶ୍ୱର,୬।୬ (ବ୍ୟୁରୋ): ଫ୍ରିଜ୍‌ରେ ମଦ ପେଟି ରଖିବାକୁ ମନା କରିବାରୁ ଦୋକାନୀଙ୍କୁ ମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରି ବିହାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ...

ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି...

ମୁହଁ ଖୋଲିଲେ ନବବିବାହିତା

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ସର୍ବସମ୍ମୁଖରେ ସ୍ବାମୀଙ୍କୁ ଚାପୁଡା ମାରି ଭିଣୋଇଙ୍କ ସହ ଜଣେ ନବବିବାହିତା ଫେରାର ହେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଲିଙ୍ଗରାଜ ମନ୍ଦିର...

କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ...

ଗଣତନ୍ତ୍ରରେ ଭିନ୍ନମତକୁ ଗ୍ରହଣ କରୁନାହିଁ କେନ୍ଦ୍ର ସରକାର: କଂଗ୍ରେସ

ଭୁବନେଶ୍ୱର,୬।୧(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ରବିବାରଠାରୁ ଉପୁଜିଥିବା ଛାତ୍ର ହିଂସା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ। ଉକ୍ତ...

ଚିଲିକା ମଝିରେ ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍‌.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍‌, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ...

ଜାନୁୟାରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର,୪ା୧(ବ୍ୟୁରୋ): ଆଦିବାସୀ ମେଳା-୨୦୨୦ ଆସନ୍ତା ଜାନୁୟାରୀ ୨୬ରୁ ଫେବୃୟାରୀ ୯ ପର୍ଯ୍ୟନ୍ତ ୟୁନିଟ-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ...

Advertisement
Archives

Model This Week