ମାର୍ଚ୍ଚ ପ୍ରଥମ ସପ୍ତାହରେ ୫୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଲାଗିପାରେ ଲକଡାଉନ୍
ମୁମ୍ବାଇ,୬ ।୩: କରୋନାର ଲେଉଟାଣି ପୁଣିଥରେ ମହାରାଷ୍ଟ୍ରବାସୀଙ୍କ ଉପରେ ଦାଉ ସାଧିଲାଣି । ଫେବୃୟାରୀ ମଧ୍ୟ ଭାଗରୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ପ୍ରତିଦିନ ସେଠାରେ ପାଖାପାଖି ୭ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ…
ବିନା ଦୋଷରେ ୨୦ ବର୍ଷ ଜେଲରେ ବିତିଲା
ଲଳିତପୁର,୬।୩: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ ବୟସରେ ୨୦୦୦ରେ ବିଷ୍ଣୁ ତିଓ୍ବାରି ନାମକ ଅଭିଯୁକ୍ତଙ୍କୁ ଶେଶନ କୋର୍ଟ ବଳାତ୍କାର ଅଭିଯୋଗରେ ଦୋଷୀ…
ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…
ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…
କେନ୍ଦ୍ରର ଓଟିଟି ଗାଇଡ୍ଲାଇନ୍ ଦନ୍ତହୀନ
ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ଏହି ନିର୍ଦ୍ଦେଶାବଳୀରେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।…
ଆଫଗାନ୍ ସଂଘର୍ଷରେ ୯୦ ନିହତ
କାବୁଲ, ୬।୩(ଆଇଏଏନ୍ଏସ୍): ଆଫଗାନିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ସଂଘର୍ଷ ଓ ଆତଙ୍କବାଦୀ ଆକ୍ରମଣରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୮ ସାଧାରଣ ନାଗରିକ ହୋଇଥିବାବେଳେ ୫ ଜଣ ଆଫଗାନ ଜାତୀୟ ପ୍ରତିରକ୍ଷା ଓ ସୁରକ୍ଷା ବଳ ସଦସ୍ୟ…
ନୂଆ ୪ ଚକିଆ ଯାନ ପାଇଁ ସରକାର ଜାରି କଲେ ନିୟମ
ନୂଆଦିଲ୍ଲୀ,୬।୩ : ଏଣିକି ନୂଆ ୪ ଚକିଆ ଯାନରେ ଡୁଆଲ ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ। ଏ ନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏହି ନିୟମ ଆସନ୍ତା ଏପ୍ରିଲ ୧ ତାରିଖଠାରୁ କାର୍ଯ୍ୟକାରୀ ହେବ। ନୂଆ ୪…
ରାଜେଶ ସିଏସ୍କେର ନେଟ୍ ବୋଲର
ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଓଡ଼ିଶା ଖେଳାଳିମାନେ ନିକଟ ଅତୀତରେ ଖେଳିବାରେ ସକ୍ଷମ ହୋଇନାହାନ୍ତି। ନିଲାମ ପ୍ରକ୍ରିୟାରେ ମଧ୍ୟ ସେମାନେ ସାମିଲ ହୋଇପାରି ନାହାନ୍ତି। ମାତ୍ର ଆଗାମୀ ସଂସ୍କରଣ ପାଇଁ ଦ୍ରୁତ ବୋଲର ରାଜେଶ ମହାନ୍ତି ଚେନ୍ନାଇ…
ଜାଲରେ ଫସିଥିଲା ସିଂହଛୁଆ, ନିଜ ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଫରେଷ୍ଟଗାର୍ଡ
ଗୁଜରାଟ ଜଙ୍ଗଲର ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗୁଜରାଟର ଗିର ଫରେଷ୍ଟରୁ ହୃଦୟ ଦୋହଲାଇ ଦେବା ପରି ଭିଡିଓଟି ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଫରେଷ୍ଟଗାର୍ଡ ନିଜ ଜୀବନକୁ ବାଜି ଲଗାଇ ଜାଲରେ…
ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ
ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି କେହି ସୁନ୍ଦର ଚେହେରାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଭଲ ଗୁଣ ଦେଖି।…
କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ
ଭୁବନେଶ୍ୱର,୬।୩(ସ୍ପୋଟର୍ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍ନେସ୍ (ଏକ୍ସଆଇଏମ୍ବି)ସ୍ଥିତ ସ୍ପୋଟର୍ସ ଇଣ୍ଡଷ୍ଟ୍ରି ମ୍ୟାନେଜମେଣ୍ଟ ଅଫ୍ ଜାଭିୟର ଏମିଲନ ବିଜ୍ନେସ ସ୍କୁଲ (ଏକ୍ସଇବିଏସ୍)ରେ ଦେଶର ପ୍ରଥମ…
ଚତୁର୍ଥ ଟି୨୦: ଅଷ୍ଟ୍ରେଲିଆର ବୃହତ୍ ବିଜୟ
ଓ୍ବେଲିଂଟନ,୬।୩(ଏପି): ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୫୦ ରନରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ ୨-୨ ସମାନ ସ୍ତରରେ ପହଞ୍ଚିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍…
ଶେଷ ହେଉନି ‘ପକ୍କା ଘର’ ସଂଘର୍ଷ
ବଇଣ୍ଡା,୬ା୩ – କାହାର ମାଟି କାନ୍ଥ ଭାଙ୍ଗିଯାଇଛି ତ ଆଉ କାହାର ଭଗ୍ନ ଚାଳ ଛପର କେଇଖଣ୍ଡ ବାଉଁଶ ଢିରାରେ ତିଷ୍ଠି ରହିଛି। ଏପରି ବିପଦସଙ୍କୁଳ ଅବସ୍ଥାରେ ପରିବାର ଧରି ରହୁଥିବା ଅନେକ ଅସହାୟ, ଗରିବ ଲୋକ ସରକାରଙ୍କ ପକ୍କା ଘର…
Archives


