Home Left

କ୍ୟାପ୍‌ଟେନ୍‌, ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିଲା

ଚଣ୍ଡିଗଡ଼,୧୮।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଦ୍ରୋହୀ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖଡ ସୋମବାର ୮୦ ଜଣ ବିଧାୟକ ଏବଂ ଦୁଇ ଡଜନରୁ ଅଧିକ…

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର ବିପକ୍ଷରେ ସେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର…

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ…

ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ନିଆରା ରେକର୍ଡ ସୃଷ୍ଟି କଲେ ଧାଓ୍ବନ୍‌

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ବତ୍ତି ନେଇଥିଲା। ଶିଖର ଧାୱନ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ…

ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏଥିରେ ସମ୍ପୃକ୍ତ ମୃତ ଯୁବକଙ୍କ…

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ ଡେବ୍ୟୁ କରିବେ। ଏହା କିଷାନଙ୍କ ପାଇଁ ଏହା ସ୍ବତନ୍ତ୍ର ମ୍ୟାଚ୍‌। କାରଣ ଆଜି ତାଙ୍କର…

ପୁଅ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀ, ମାତାପିତା କାମ କରନ୍ତି କ୍ଷେତରେ

ନୂଆଦିଲ୍ଲୀ,୧୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସପ୍ତାହ ପୂର୍ବରୁ ତାଙ୍କ କ୍ୟାବିନେଟର ବିସ୍ତାର କରିଛନ୍ତି । ଏଥିରେ ୪୩ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା) ତାମିଲନାଡୁର ଅଧ୍ୟକ୍ଷ ଏଲ୍ ମୁରଗାନଙ୍କୁ ରାଜ୍ୟମନ୍ତ୍ରୀ ପଦ ମିଳିଛି…

ଲଶ୍କର-ଜୈଶ୍‌ ସହିତ କୌଣସି ସମ୍ପର୍କ ନ ଥିବା କହିଲା ତାଲିବାନ…

କାବୁଲ୍‌,୧୮।୭: ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ସହିତ ତାଲିବାନର କୌଣସି ସମ୍ପର୍କ ନାହିଁ। ଏସମ୍ପର୍କରେ ତାଲିବାନ ପ୍ରବକ୍ତା ସୁହୈଲ ଶାହିନ୍‌ କହିଛନ୍ତି। ଆଫଗାନିସ୍ତାନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ଭଳି ସଂଗଠନକୁ ଅନ୍ୟ ଦେଶରେ ଅଶାନ୍ତି ସୃଷ୍ଟି…

ମଦ ଦେବାକୁ ମନାକଲେ ବାର କର୍ମଚାରୀ, ପରେ…

ପୁରୁଷୋତ୍ତମପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କରୁଣା ବାର୍‌ରେ ଶନିବାର ରାତିରେ ୩ ଜଣ ଯୁବକ ପହଞ୍ଚତ୍ ମଦ୍ୟପାନ କରିବାକୁ କହିଥିଲେ। ମାତ୍ର ଦୋକାନ ବନ୍ଦ ସମୟ ହୋଇ ଯାଇଥିବାରୁ ମଦ୍ୟପାନ ଲାଗି ବାର୍‌ କର୍ମଚାରୀ ମନା କରିଦେଇଥିଲେ।…

ଟସ୍‌ ଜିତିଲା ଶ୍ରୀଲଙ୍କା; ବୋଲିଂ କରିବ ଭାରତ

କଲମ୍ବୋ,୧୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଏଠାକାର କେ.ଆର୍‌.ପ୍ରେମଦାସା ଷ୍ଟାଡିୟମରେ ରବିବାର ଖେଳାଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଥିବା ଯୋଗୁ ଓପନର୍‌ ଶିଖର ଧାଓ୍ବନ ଦଳର ନେତୃତ୍ୱ…

କାମ ସାରି ଫେରିଥିଲେ ଘରକୁ, ହେଲେ ବାପା ତୃତୀୟ ସ୍ତ୍ରୀ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ତିକ୍ତତାକୁ କେନ୍ଦ୍ରକରି ତୃତୀୟ ସ୍ତ୍ରୀ ସହ ମିଶି ଜଣେ ବାପା ପ୍ରଥମ ସ୍ତ୍ରୀର ପୁଅଙ୍କୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି। ମୃତକ…

ଘାଟିରୁ ଖସିଲା ଟ୍ରକ: ଡ୍ରାଇଭର ମୃତ

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ରବିବାର ସକାଳୁ ଏକ ଲୁହାପଥର ବୋଝେଇ ଟ୍ରକ ତଳକୁ ଖସିପଡ଼ିଛି। ଭାରସାମ୍ୟ ହରାଇ ଟ୍ରକଟି ୧୦୦ ଫୁଟ ତଳକୁ ଖସି ଯାଇଥିବା ଜଣାପଡ଼ିଛି। ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?