Home Left

ଜଙ୍ଗଲରେ ନିଆଁ: ଭୟଭୀତ ହୋଇ ଘର ଛାଡ଼ିଲେ ଲୋକେ

ଉଦଳା,୫।୩: ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ କୁଟଲିଂ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ପ୍ରଥମେ ଉର୍ମଳ ନିକଟସ୍ଥ କାଜୁ ଜଙ୍ଗଲରେ ନିଆଁ ଲାଗିବା ପରେ ଏହା କୁଟଲିଂ ସଂରକ୍ଷିତ ଜଙ୍ଗଲକୁ ବ୍ୟାପି ଯାଇଥିଲା। ପବନରେ ନିଆଁ ଉଡ଼ି ଉର୍ମଳ, କୁଟଲିଂ,…

ଏହି ଭାରତୀୟ ଖେଳାଳି ଭବିଷ୍ୟତରେ କିମ୍ବଦନ୍ତୀ ଭାବେ ପରିଗଣିତ ହେବେ କହିଲେ ଦାଦା

ଅହମ୍ମଦାବାଦ,୫।୩ : ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭବିଷ୍ୟତରେ ସମସ୍ତ ଫର୍ମାଟରେ ସର୍ବକାଳୀନ କିମ୍ବଦନ୍ତୀ ଆଖ୍ୟା ପାଇବେ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ…

ସୋସିଆଲ ମିଡିଆରୁ ବ୍ରେକ୍ ନେଲେ ହେଜେଲ୍‌

ମୁମ୍ବାଇ: ଭାରତୀୟ ଦଳର କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ହେଜେଲ୍ କେଚ୍ ଇନଷ୍ଟାଗ୍ରାମରେ ଜଣାଇଛନ୍ତି କି ସେ କିଛିଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହୁଛନ୍ତି । ସେ ତାଙ୍କ ପୋଷ୍ଟରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ…

ଗୁପଟିଲ, ରୋହିତଙ୍କ କ୍ଲବରେ ଅଷ୍ଟ୍ରେଲିଆର ଅଧିନାୟକ

ଓ୍ବେଲିଂଟନ,୫।୩ : ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଛକା ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ଫିଞ୍ଚ। ଅଷ୍ଟ୍ରେଲିଆ ସୀମିତ ଓଭର ଦଳର…

ଜଣେ ଯାତ୍ରୀ ଏମିତି କ’ଣ କହିଲେ ବାତିଲ ହୋଇଗଲା ଉଡ଼ାଣ

ନୂଆଦିଲ୍ଲୀ,୫।୩: ଶୁକ୍ରବାର ଇଣ୍ଡିଗୋ ବିମାନ ୬ଇ-୨୮୬ ଦିଲ୍ଲୀରୁ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ବାହାରିଥିଲା। ଠିକ୍‌ ବିମାନ ଉଡାଣ ବେଳେ ଯାତ୍ରୀ ଜଣକ କୋଭିଡ୍‌-୧୯ ପଜିଟିଭ ଥିବା ଘୋଷଣା କରି କର୍ମଚାରୀଙ୍କୁ ରିପୋର୍ଟ ଦେଖାଇଥିଲେ। ଏନେଇ ବିମାନରେ କିଛି ସମୟ ଚାଞ୍ଚଲ୍ୟ…

ଆଣ୍ଟିଲିୟା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି କାର ମାଲିକଙ୍କ ମୃତଦେହ ଉଦ୍ଧାର!

ମୁମ୍ବାଇ,୫ ।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବହୁତଳ ପ୍ରାସାଦ ଆଣ୍ଟିଲିୟା ବାହାରେ ନିକଟରେ ଏକ ବିସ୍ଫୋରକ ଭତ୍ତି ସ୍କାର୍ପିଓକୁ ସନ୍ଦିଗ୍ଧ ଅବସ୍ଥାରେ ଜବତ କରାଯାଇଥିଲା । ଏବେ ଏହି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି…

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ । ଫିଲ୍ମ ରିଲିଜ ହେବା ପରେ ସଲମାନ ଖାନଙ୍କ ବିଷୟରେ ଯେତିକି ଆଲୋଚନା ହୋଇଥିଲା,…

ରାଖୀ ସାୱନ୍ତଙ୍କ ଉପରେ ବାୟୋପିକ କରିବାକୁ ଚାହୁଁଛନ୍ତି ଜାଭେଦ ଅଖତର

ରାଖୀ ସାୱନ୍ତ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ବେଳେବେଳେ ବିବାଦକୁ ନେଇ ତ ଆଉ କେବେ ତାଙ୍କ ପାଗଳାମୀ ପାଇଁ। ବର୍ତ୍ତମାନ ସେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ରାଖୀ କହିଛନ୍ତି ଯେ, ଜାଭେଦ ଅଖତର ତାଙ୍କ ବାୟୋପିକ କରିବାକୁ ଚାହୁଁଛନ୍ତି।…

ଅନ୍ତର୍ଜାତୀୟ ମହିଳା ଦିବସରେ କୃଷକ ଆନ୍ଦୋଳନର ନେତୃତ୍ୱ ନେବେ ମହିଳା!

ନୂଆଦିଲ୍ଲୀ,୫ ।୩: କେନ୍ଦ୍ର ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଗତ ଡିସେମ୍ବରରୁ ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଏହାରି ଭିତରେ ଦୀର୍ଘ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ବିତି…

ବିଶ୍ୱର ପ୍ରଥମ ଓପନର୍‌ ଭାବେ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଚତୁର୍ଥ ଟେଷ୍ଟରେ…

ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ସେ ୧୪୪ବଲ୍‌ରେ ୪୯ରନ୍‌ କରି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ୧୦୦୦ ରନ୍‌ ପୂରଣ କରିଛନ୍ତି। ଏଯାବତ ମୋଟ ୫ଜଣ କ୍ରିକେଟର ଏହା କରିଥିବା…

ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଥିଲା। ଏବେ କଥାଟି ସତ ହେବା ପରି…

ଜି-୨୩ ବା ୨୪ କିଛି ନାହିଁ, ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଗୋଟିଏ: ବିରପ୍ପା ମୋଇଲି

ନୂଆଦିଲ୍ଲୀ,୫ ।୩: କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩କୁ ନେଇ ବରିଷ୍ଠ ନେତା ବିରପ୍ପା ମୋଇଲି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କଂଗ୍ରେସରେ ଜି-୨୩ ବା ୨୪ ବୋଲି କିଛି ନାହିଁ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri