Home Left

ବିନା ମାସ୍କରେ ପରୀକ୍ଷା ଦେଇପାରିବେ ନାହିଁ

ଭୁବନେଶ୍ୱର,୧୭।୭: ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷା ହେବ। ବିନା ମାସ୍କରେ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଶୁକ୍ରବାର ଏଭଳିି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମ୍ପୂର୍ଣ୍ଣ କୋଭିଡ୍‌ ଗାଇଡଲାଇନ୍‌ରେ…

୪ ଦିନ ଲାଗିରହିବ ବର୍ଷା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ୧୮ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର…

ପ୍ରକାଶ ପାଇଲା ୟୁଜିସି ଏକାଡେମିକ କ୍ୟାଲେଣ୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କିପରି ପାଠପଢ଼ା ଆରମ୍ଭ କରିବେ, ସେନେଇ ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ…

ୟୁପିରେ କାଉଡିଆ ଯାତ୍ରା ବନ୍ଦ

ଲକ୍ଷ୍ନୌ, ୧୭ା୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ କାଉଡିଆ ଯାତ୍ରାକୁ ଶନିବାର ବାତିଲ କରିଛନ୍ତି। କାଉଡିଆ ଯାତ୍ରାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସୋମବାର ସୁଦ୍ଧା ସରକାର…

ଗାଦି ଛାଡ଼ିବି ନାହିଁ

ନୂଆଦିଲ୍ଲୀ, ୧୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ସେ ଏହାକୁ ଏକ ଗୁଜବ କହି ଖଣ୍ଡନ କରିଛନ୍ତି। କର୍ନାଟକ ସରକାରରେ ନେତୃତ୍ୱ ପରିବର୍ତ୍ତନ ହେବନାହିଁ ବୋଲି ୟେଦୁରପ୍ପା ସ୍ପଷ୍ଟ କରିଛନ୍ତି। ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ନ ହେବାରୁ ଧାରଣାରେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍‌ ଅଧିକାରୀ ପ୍ରମାଣ ସହ ଏଫ୍‌ଆଇଆର୍‌ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଉତ୍ତମ ଶାସନ କଥା କହୁଛନ୍ତି। ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ, ମାମଲା…

ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ

କାବୁଲ, ୧୭।୭: ପାକିସ୍ତାନରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲ୍‌ଙ୍କ ଝିଅଙ୍କୁ ଶୁକ୍ରବାର ଇସ୍‌ଲାମାବାଦରୁ ଅପହରଣ କରାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସିଲ୍‌ସିଲା ଅଲିଖିଲ୍‌ (୨୬) ଜିନ୍ନା ସୁପର ମାର୍କେଟରୁ…

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ଭାଜପା। ମନ୍ତ୍ରୀ ଉମରକୋଟ ଏବଂ ରାଇଘର ଗସ୍ତ ବେଳେ…

ସ୍ବାମୀଙ୍କ ଦଶାହ ପରେ ବିଷ ପିଇଲେ ମା’, ଝିଅ

ଗୁରୁଗ୍ରାମ(ହରିୟାଣା),୧୭।୭: ଜଣେ ୪୬ ବର୍ଷୀୟ ମହିଳା ଓ ତାଙ୍କ ୨୪ ବର୍ଷୀୟା ଝିଅ ଗୁରୁଗ୍ରାମ ସୋସାଇଟ୍‌ ସ୍ଥିତ ଫ୍ଲାଟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଟ୍ୟାକ୍ସ କନସଲଣ୍ଟାଣ୍ଟ ଭାବେ କାର୍ଯ୍ୟକରୁଥିବା ମହିଳାଙ୍କ ସ୍ବାମୀ ହରିଶ ଶେଟ୍ଟି ଗତ ୬ ତାରିଖରେ ଏକ…

ସଙ୍କଟରେ ‘ଦାଦା’ଙ୍କ ରେକର୍ଡ

କଲମ୍ବୋ,୧୭।୭: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ଭାର ସମ୍ଭାଳିବେ ଶିଖର ଧାଓ୍ବନ। କ୍ୟାରିୟରରେ ପ୍ରଥମ ଥର ପାଇଁ ଗୁରୁ ଦାୟିତ୍ୱ ବହନ କରିବାକୁ ଯାଉଥିବା ଧାଓ୍ବନଙ୍କ ନିକଟରେ ରହିଛି ଏକ ବଡ଼…

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ ଏକ ମାମଲା(ନଂ. ୧୬/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ଫେରାର୍‌…

କୃଷକ-ସୁରକ୍ଷାକର୍ମୀ ମୁହାଁମୁହିଁ

ସିର୍ସା,୧୭।୭: କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଓ ଗିରଫକୁ କେନ୍ଦ୍ର କରି ସିର୍ସାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଆନ୍ଦୋଳନକାରୀମାନେ ବ୍ୟାରେକେଡ୍‌ ଭାଙ୍ଗି ଦେଇଛନ୍ତି। ଗତ ୧୧ ତାରିଖରେ ଭାଜପା ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?