Posted inଫୁରସତ

କୁକୁର ବାହାଘର, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨୨।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କୁକୁର ବାହାଘର କରାଯାଉଛି। ଗୋଟିଏ କୁକୁର କନିଆ ବେଶ ହୋଇ ବସିଥିବାବେଳେ ଅନ୍ୟଟି ବର ଭଳି ମୁଣ୍ଡରେ ମୁକୁଟ ପିନ୍ଧି ବସିଛି। ୨୪ ବାର୍ଡ ଆନିମଲ୍‌ ନାମକ ଏକ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାକୁ ଅପଲୋଡ୍‌ କରାଯାଇଛି। ତେବେ ଭିଡ଼ିଓଟି କେଉଁ ଅଞ୍ଚଳର ଏବଂ ଏହା କେବେ ରେକର୍ଡିଂ କରାଯାଇଛି ତାହାର କୌଣସି ସୂଚନା ମିଳିନାହିଁ। ବିଭିନ୍ନ ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଇଛନ୍ତି। କିଛି ୟୁଜର କୁକୁର ଦୁହିଁଙ୍କୁ ହ୍ୟାପି ମ୍ୟାରେଡ୍‌ ଲାଇଫ୍‌ ଲେଖି ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେଉଛନ୍ତି ସାପ: ଥରେ କି ଦୁଇଥର ନୁହେଁ, କାମୁଡ଼ିଲେଣି ୭୨ ଥର; ତଥାପି..

ଅନିଷ୍ଟ କରିଥିବା ବ୍ୟକ୍ତିଠାରୁ ସାପ ପ୍ରତିଶୋଧ ନିଏ ବୋଲି କୁହାଯାଏ। ଏହା କେତେ ସତ କେତେ ମିଛ କେହି ବି ଜାଣେନା। ମାତ୍ର ଏଭଳି ଏକ...

ଏମିତି ସହର, ଯେଉଁଠି ପ୍ରତିବର୍ଷ ମାଙ୍କଡ଼ଙ୍କ ପାଇଁ ଆୟୋଜନ କରାଯାଏ ବଫେ

ଦୁନିଆରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଅନେକ ବିଶ୍ୱାସ ରହିଛି। ବର୍ଷ ବର୍ଷ ଧରି ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଏହିପରି ଏକ ବିଶ୍ୱାସ...

ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି...

ପ୍ରଥମ ଦରମା ଥିଲା ୧୨ଟଙ୍କା: ବିଶିଷ୍ଟ ଶିଶୁ ସାହିତି୍ୟକ ବୀରେନ୍ଦ୍ର ସାମନ୍ତରାୟ

ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆଦର୍ଶ ଶିକ୍ଷକ ବୀରେନ୍ଦ୍ର ସାମନ୍ତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ମୋର ଜନ୍ମ ୧୯୪୬ ମସିହା ଜୁଲାଇ...

ପର୍ଯ୍ୟଟନସ୍ଥଳୀ: ନଟରାଜ୍‌ ମନ୍ଦିର

ନଟରାଜ୍‌ ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଅଟେ; ଯାହା ତାମିଲନାଡୁର ମନ୍ଦିର ନଗରୀ ଭାବେ ଖ୍ୟାତ ଚିଦଂବରମ୍‌ଠାରେ ଅବସ୍ଥିତ। ଏହି ମନ୍ଦିରର...

ପକ୍ଷୀକୁ ମାରୁଥିଲେ ଗୋଇଠା: ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଜଣେ ଯୁବକ ଏକ ପକ୍ଷୀକୁ ଗୋଇଠା ମାରୁଥିବାବେଳେ ତଳେ କଚାଡି ହୋଇ ପଡିଥିବା ଭିଡିଓ...

୧୦ ଜୁନ୍‌ରେ ସୂର୍ଯ୍ୟପରାଗ, ଜାଣନ୍ତୁ ଆପଣଙ୍କ ରାଶିର ଫଳାଫଳ …

ଜୁନ୍‌ ୧୦ରେ ଜ୍ୟେଷ୍ଠମାସ ଅମାବାସ୍ୟ ତିଥିରେ ବୃଷ ରାଶିରେ ରାଶିରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୧ଟା ୪୨ ମିନିଟ୍‌ରୁ ସନ୍ଧ୍ୟା ୬ଟା ୪୧...

ମୁକେଶ ଅମ୍ବାନୀଙ୍କୁ ୨ ଦିନ ଗ୍ୟାରେଜ୍‌ରେ ବନ୍ଦ କରିଦେଇଥିଲେ ପିତା, ଜାଣନ୍ତୁ କାହିଁକି

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ଫ୍ୟୁଚର୍‌ ଗ୍ରୁପ୍‌କୁ କିଣିଛି। ଫ୍ୟୁଚର୍‌ ଗ୍ରୁପ୍‌ର...

Advertisement
Archives

Model This Week