Home Left

ଯନ୍ତର-ମନ୍ତରରେ କୃଷକଙ୍କ ‘ସଂସଦ’

ନୂଆଦିଲ୍ଲୀ,୨୨ ।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ କରାଯାଉଥିବା ଆନ୍ଦୋଳନର ନୂଆ ରୂପ ଗୁରୁବାର ଦେଖିବାକୁ ମିଳିି । ରାଜଧାନୀ ଦିଲ୍ଲୀର ଯନ୍ତର-ମନ୍ତରରେ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନେ ‘ସଂସଦ’ ଆରମ୍ଭ କରିଛନ୍ତି । କୃଷକ…

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ୭୫୦ କୋଟି ଟଙ୍କା ବ୍ୟୟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା…

ବିଲରୁ ବ୍ୟକ୍ତିଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ଡେରାବିଶ,୨୨ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ଶ୍ୟାମସୁନ୍ଦରପୁର (ମେଳକସାହି) ଗ୍ରାମର ଜଣେ ବ୍ୟକ୍ତି ଭ୍ରମରବର ରାଉତ (୪୦)ଙ୍କ ମୃତଦେହକୁ ଗୁରୁବାର ସକାଳେ ସ୍ଥାନୀୟ ଚଣ୍ଡିବଜାରସ୍ଥିତ ରାସ୍ତାକଡ଼ର ଏକ ବିଲରୁ ଜବତ କରାଯାଇଛି । ତେବେ ଭ୍ରମରଙ୍କୁ ହତ୍ୟା କରାଯାଇଥିବା…

ବୁଡିଗଲା ମହାରାଷ୍ଟ୍ରର ଚିପଲୁନ ସହର

ମୁମ୍ବାଇ,୨୨ ।୭: ମହାରାଷ୍ଟ୍ରର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା ବର୍ଷାରେ ଚିପଲୁନ ସହରରେ ବନ୍ୟା ସୃଷ୍ଟି ହୋଇଛି । ପାଣି ଏତେ ଅଧିକ ହୋଇଛି ଯେ କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ବୁଡିଯାଇଛ । ଏମିତିକି…

ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍‌ କୁନ୍ଦ୍ରା

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ ଜୁଲାଇ ୨୩ ଯାଏ ପୋଲିସ ହେପାଜତରେ ଅଛନ୍ତି। ସ୍ବାମୀଙ୍କ ଏଭଳି କାରନାମାକୁ ନେଇ ଶିଳ୍ପା…

ବଳାତ୍କାରୀ ଅଭିଯୁକ୍ତ ଗିରଫ

କେନ୍ଦୁଝର,୨୨ା୭(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ଶ୍ରୀକାନ୍ତ ମହାନ୍ତ ଏବଂ ସେ ଏକ ଫେବ୍ରିକେସନ ୟୁନିଟରେ କାମ କରନ୍ତି। ପୀଡ଼ିତାଙ୍କ ଘର…

କରୋନାରେ ଅନାଥ ଶିଶୁମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ବାଲ ସେବା ଯୋଜନା’

ଲକ୍ଷ୍ନୌ,୨୨ ।୭: କରୋନା ମହାମାରୀ ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଆମ ଦେଶରେ ଏହାର ପ୍ରଭାବ ବହୁ ଅଧିକ ରହିଛି । ଦୀର୍ଘ ପ୍ରାୟ ୧୬-୧୭ ମାସ ହେବ ତାଣ୍ଡବ ରଚିଛି କରୋନା । ଏହି ସମୟରେ ଯେଉଁ…

ପୁଣି ବ୍ରେକ୍‌ଅପ୍‌ କାହାଣୀ ବଖାଣିଲେ ଦୀପିକା

ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନ ବେଶ୍‌ ଖୁସି ମିଜାଜ୍‌ର। ତାଙ୍କୁ ଦେଖି କେହି ଅନୁମାନ କରିପାରିବେ ନାହିଁ ଯେ ତାଙ୍କ ଜୀବନରେ ନିଶ୍ଚିତ ଭାବରେ କିଛି ଅସୁବିଧା ହୋଇଥଲା କିମ୍ବା ସେ ମଧ୍ୟ ଡିପ୍ରେସନର ଶିକାର ହୋଇପାରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ…

ଗାଙ୍ଗୁଲି, କୋହଲି, ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିପାରନ୍ତି ଧାଓ୍ବନ

କଲମ୍ବୋ,୨୨।୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ସିରିଜର ପ୍ରଥମ ୨ ମ୍ୟାଚ ଜିତିବା ସହିତ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ବରିଷ୍ଠ ଖେଳାଳିମାନେ ଇଂଲଣ୍ଡରେ ଥିବାରୁ ଶିଖର…

ମୁକେଶ ଅମ୍ବାନୀଙ୍କ ଖ୍ୟାତନାମା ସମୁଦୁଣୀ; ମନମୋହନ ସିଂହଙ୍କ ସହ କରିଛନ୍ତି କାମ…

ଏସିଆର ସବୁଠାରୁ ଧନୀବ୍ୟକ୍ତି ଏବଂ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ନିଜ ଝିଅ ଈଶାଙ୍କ ବିବାହ ଆନନ୍ଦ ପିରାମଲଙ୍କ ସହ କରିଛନ୍ତି। ଆନନ୍ଦ ପିରାମଲ ଏଣ୍ଟରପ୍ରାଇଜେସ୍‌ର ମାଲିକ ଅଜୟ ପିରାମଲ ଏବଂ ସ୍ବାତୀ ପିରାମଲଙ୍କ ପୁଅ। ସ୍ବାତୀଙ୍କୁ ପଦ୍ମଶ୍ରୀ ସମ୍ମାନରେ…

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ…

ଜନ୍ମହାର ବୃଦ୍ଧି ପାଇଁ ଇରାନ ସରକାରଙ୍କ ନୂଆ ଫର୍ମୁଲା

ତେହେରାନ,୨୨ ।୭: ଗତ କିଛି ବର୍ଷ ହେବ ଇରାନରେ ଜନ୍ମହାର କମ୍ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ବିଶ୍ୱର କିଛି ଦେଶ ତୁଳନାରେ ଇରାନରେ ଜନ୍ମହାର ଖୁବ୍‌କମ୍ ଥିବାରୁ ଚିନ୍ତାରେ ଥିବା ସରକାର ଏବେ ଏକ ନୂଆ ଫର୍ମୁଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?