ଟିକାକରଣ ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ
ନୂଆଦିଲ୍ଲୀ,୧୧।୩: ୪ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଘୋଷଣା…
ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଚଢ଼ାଯାଏ ସିଗାରେଟ
ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଭୋଳାନାଥଙ୍କର ଭାଙ୍ଗ, ବେଲପତ୍ର ଏବଂ ଦୁଦୁରା ଫୁଲ ବହୁତ ପସନ୍ଦ। ତେଣୁ ଭକ୍ତମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ତାଙ୍କର ମନ ପସନ୍ଦର…
ଖୁବ୍ଶୀଘ୍ର ଘୋଷଣା ହୋଇପାରେ ଲକଡାଉନ୍: ଠାକରେ
ମୁମ୍ବାଇ,୧୧ ।୩: ମହାରାଷ୍ଟ୍ରରେ ବେଳକୁ ବେଳ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଥିବା ବେଳେ କେତେକ ଅଞ୍ଚଳରେ ଖୁବ୍ଶୀଘ୍ର ଲକଡାଉନ୍ ଲାଗିପାରେ ବୋଲି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ନାଗପୁରରେ ଏକ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା…
ଆଇପିଏଲ୍ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଭାଙ୍ଗିଲେ ଆଇଫୋନ୍, ଭିଡିଓ ପୋଷ୍ଟ କରି ଆର୍ସିବି ବ୍ୟାଟ୍ସମ୍ୟାନ୍ କହିଲେ…
ନୂଆଦିଲ୍ଲୀ,୧୧।୩: ବିସିସିଆଇ ପକ୍ଷରୁ ଆଇପିଏଲ୍-୨୦୨୧ର କାର୍ଯ୍ୟସୂଚି ଜାରି କରାଯାଇଛି। ଏହାପରଠାରୁ ଖେଳାଳିମାନେ ଟି-୨୦ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ ଖେଳାଳିଙ୍କ ସହ ଅଭ୍ୟାସ କରୁଥିବା ବେଳେ କିଛି ବିଦେଶୀ ଖେଳାଳି ନିଜ ନିଜ ଦେଶରେ…
ଆମ ଦେଶର ଏହି ରାଜ୍ୟରେ ସବୁଠୁ ଅଧିକ ଭିକାରି, ସବୁଠୁ କମ୍ ରହିଛି …
ନୂଆଦିଲ୍ଲୀ,୧୧।୩: ଆମ ଦେଶର ଅଧିକାଂଶ ରାଜ୍ୟରେ ଲୋକେ ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ଏହି ଭିକାରିଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ। ତେବେ ସବୁଠୁ ଅଧିକ ଭିକାରି ରହିଛନ୍ତି ପଶ୍ଚିମବଙ୍ଗରେ। ଭିକାରିଙ୍କ ସଂଖ୍ୟାକୁ ନେଇ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରଣାଳୟ…
ବିଦ୍ୟାଙ୍କ ମତ
ମୁମ୍ବାଇ: ବଲିଉଡ୍ ନାୟିକା ବିଦ୍ୟା ବଲାନ ସବୁଠାରୁ ନିଆରା ବୋଲି କୁହାଯାଏ । ନିକଟରେ ସେ ଏକ ସାକ୍ଷାତ୍କାରରେ ନିଜର କିଛି ପର୍ସନାଲ ଅନୁଭୁତି ଶେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ନିଜ କ୍ୟାରିୟର…
୭୫୪ ରନ୍, ୪ ଶତକ: ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାରେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୧।୩: ମୁମ୍ବାଇ କ୍ରିକେଟ ଟିମ୍ର ଅଧିନାୟକ ଏବଂ ଓପନର୍ ପୃଥ୍ବୀ ଶ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫି ସେମିଫାଇନାଲ ମୁକାବିଲାରେ କର୍ନାଟକ ବିପକ୍ଷରେ ଉଲ୍ଲେଖନୀୟ ପାଳି ଖେଳି ଏକାଧିକ ରେକର୍ଡ କରିଛନ୍ତି। ସେ ୧୨୨ ବଲ୍ରେ ୧୭ ଚୌକା ଏବଂ…
ଶିବରାତ୍ରୀ ଅବସରରେ ପ୍ରଭାସଙ୍କ ‘ରାଧେ ଶ୍ୟାମ’ ର ନୂଆ ପୋଷ୍ଟର ରିଲିଜ୍
ଆଜି ହେଉଛି ମହାଶିବରାତ୍ରୀ। ଏହି ଦିନ ଶିବ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ। ଏହି ଶୁଭ ଅବସରରେ ଲୋକମାନେ ଜୀବନର ନୂତନ କାର୍ଯ୍ୟ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଭିନେତା ପ୍ରଭାସ ତାଙ୍କ ଫିଲ୍ମ ‘ରାଧେ ଶ୍ୟାମ’ର ଏକ ନୂଆ…
ଉଚ୍ଚତା ୩ ଫୁଟ: ଥାନାକୁ ଯାଇ ଯୁବକ କହିଲେ ‘ମୋ ବିବାହ କରାଇ ଦିଅନ୍ତୁ, ହନିମୁନ୍ରେ ଗୋଆ ଯିବାକୁ ଚାହେଁ’
କୁହାଯାଏ ‘ଶାଦି କା ଲଡ୍ଡୁ ଯୋ ଖାଏ ଓ୍ବ ପଛତାଏ, ଜୋ ନହିଁ ଖାଏ ଓ୍ବ ଭି ପଛତାଏ’। ହେଲେ କିଛି ଲୋକ ଅବିବାହିତ ରହିବାଠାରୁ ବିବାହ କରିନେବାକୁ ଉଚିତ ମନେ କରନ୍ତି। ଏଭଳି କିଛି ଆଶା ରଖି ଥାନାର ଦ୍ୱାରସ୍ତ…
ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ
ମୁମ୍ବାଇ: ଏଥର ବଲିଉଡ୍ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି ବୟ ଫ୍ରେଣ୍ଡ ରଣବୀର କପୁର । ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି ରଣବୀର…
କାଉଣ୍ଟରରେ ପହଞ୍ଚି ନିଜ ଫିଲ୍ମର ଟିକେଟ ବାଣ୍ଟିଲେ ଏହି ଅଭିନେତା
କୌଣସି ଫିଲ୍ମର ଶୁଟିଂ କାର୍ଯ୍ୟ ଶେଷ ହେବା ପରେ ଏହାର ପ୍ରମୋଶନରେ ଲାଗିପଡ଼ନ୍ତି ସମସ୍ତ କଳାକାର। ଏଥିରେ କଳାକାରମାନେ କୌଣସି ଅଭାବ ମଧ୍ୟ ରଖନ୍ତି ନାହିଁ। ଏମିତି କିଛି ଘଟିଛି ଅଭିନେତା ରାଜକୁମାର ରାଓଙ୍କ ସହ। ରାଜକୁମାରଙ୍କୁ ଫିଲ୍ମ ‘ରୋହି’ରେ ଜାହ୍ନବୀ…
ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା, ମାଙ୍କଡ଼ ନାମରେ ମାମଲା
ଭୋପାଳ,୧୧।୩: ମଧ୍ୟପ୍ରଦେଶର ଗୁରୁଜରବର୍ଡିଆ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଅନୁସନ୍ଧାନ ପରେ ପୋଲିସ କହିଛି, ଏହି ପ୍ରତିମୂର୍ତ୍ତିକୁ ମାଙ୍କଡ଼ ଭାଙ୍ଗି ନଷ୍ଟ କରିଛି। ମାଣ୍ଡସୋରର ଏସ୍ପି ସିଦ୍ଧାର୍ଥ ଚୌଧୁରୀ…
Archives


