Home Left

୭ ଜିଲାରେ ଝଡ଼ବର୍ଷା: ୧୬ରୁ ବଢ଼ିପାରେ ତାତି

ଭୁବନେଶ୍ୱର,୧ ୨।୩(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମର ପ୍ରଭାବ ନାହିଁ। ଅଧିକାଂଶ ସ୍ଥାନରେ ପାରଦ ୩୫ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଏପରି କି କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେଉଛି। ଆସନ୍ତା ୧୬ ତାରିଖ ଯାଏ ପାଗରେ…

ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍‌

ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟାଟସ୍‌ରେ ଏକ କେକ୍‌ରେ ଲାଗିଥିବା ୨ଟି ମହମବତୀ ଫଟୋ ଶେୟାର କରିଥିଲେ।…

ଗୋଟିଏ କୋଠାରୁ ଆଉ ଗୋଟିଏ କୋଠାକୁ ଯିବାକୁ ମାଙ୍କଡ଼ କଲା ଏମିତି, ଦେଖିଲେ ଘଡ଼ିଏ ଅଟକି ଯିବେ

ସାଧାରଣତଃ ମାଙ୍କଡ଼ମାନେ ଉପଦ୍ରବ କରନ୍ତି ବୋଲି ସମସ୍ତେ ଜାଣନ୍ତି। କିଛି ଲୋକ ମାଙ୍କଡ଼କୁ ଭଗବାନ ବୋଲି ମାନୁଥିବା ବେଳେ ଆଉ କିଛି ଲୋକ ମାଙ୍କଡ଼ ଦେଖିଲେ ଡରନ୍ତି। ମାତ୍ର ବେଳେବେଳେ ଏହି ମାଙ୍କଡ଼ମାନେ ଏମିତି କିଛି କରିଥାନ୍ତି ଯାହା ଦେଖିଲେ ଆଶ୍ଚର୍ଯ୍ୟ…

ରାଜପରିବାରରେ ଭେଦଭାବ ନାହିଁ

ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ ଓ୍ବିଲିୟମ। ଗୁରୁବାର ଇଷ୍ଟ ଲଣ୍ଡନର ଏକ ସ୍କୁଲକୁ ଯାଇଥିବାବେଳେ ଓ୍ବିଲିୟମ ରାଜ ପରିବାର ପ୍ରତି…

ଡ୍ରାଗନ୍‌ର ଭାରତ ବିରୋଧୀ ଅସ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୨ା୩:ବିସ୍ତାରବାଦୀ ଚାଇନା ସହ ଭାରତର ସୀମା ବିବାଦ ସର୍ବ ବିଦିତ। ଅନେକ ସମୟରେ ଦୁଇ ପଡ଼ୋଶୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଲାଗି ରହିଥାଏ। ଏହି କାରଣରୁ ଭାରତ ଉପରେ ରଣନୈତିକ ଆଧିପତ୍ୟ ଜାହିର କରିବା ଲାଗି ଚାଇନାର କମ୍ୟୁନିଷ୍ଟ…

ସେନା ନେଲାଣି ୭୦ ଜୀବନ

ନାପିତାଓ, ୧୨ା୩: ଗଣତନ୍ତ୍ର ସପକ୍ଷବାଦୀ ଅଙ୍ଗ୍‌ ସାନ ସ୍ୟୁ ଚୀଙ୍କ ସରକାରକୁ ହଟାଇ ଶାସନ ମାଡ଼ିବସିଥିବା ସେନା ବିରୋଧରେ ମ୍ୟାନମାରରେ ଆନ୍ଦୋଳନ ଜାରି ରହିଥିବାବେଳେ ବିକ୍ଷୋଭ ହଟାଇବାକୁ ସାମରିକ ବଳର ବର୍ବରତା ସୀମା ଟପିବାରେ ଲାଗିଛି। ସେନା ଗୁଳିରେ ଗୁରୁବାର ଆଉ…

ବିରୋଧୀଙ୍କ ହାତରେ ଜଙ୍ଗଲ ନିଆଁ

ଭୁବନେଶ୍ୱର,୧୨ା୩(ବ୍ୟୁରୋ):ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମଧ୍ୟ ସରଗରମ ହେବା ନେଇ ସଙ୍କେତ ମିଳୁଛି। ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିିଛନ୍ତି। ରାଜ୍ୟର ଶିମିଳିପାଳ ସମେତ ବିଭିନ୍ନ…

ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ

ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ ଓ ପୁରୁଷରେ ହରିୟାଣା ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ କେରଳ ୩-୦ ସେଟ୍‌ରେ…

କମୁଛି ଶିମିଳିପାଳ ନିଆଁ

ବାରିପଦା ଅଫିସ,୧୨ା୩- ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଧିରେଧିରେ ନିୟନ୍ତ୍ରଣକୁ ଆସୁଛି। ଦୀର୍ଘଦିନ ଧରି ଲାଗିରହିଥିବା ନିଆଁ ଏବେ ପ୍ରଶମିତ ହେବାରେ ଲାଗିଛି ା ଗୁରୁବାର ଅପରାହ୍ନରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ ଦିନତମାମ…

ବିବାହରେ ସିଂହ ଛୁଆ ସହ ଫଟୋଶୁଟ୍‌ କଲେ ବର-କନ୍ୟା, ଆଉ ତାପରେ…

ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ଚାହାନ୍ତି। ଏଥିପାଇଁ ସେମାନେ କିଛି ବିଶେଷ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ହେଲେ ପାକିସ୍ତାନର ଏକ ଦମ୍ପତି ନିଜ ବିବାହର ଫଟୋକୁ ଭିନ୍ନ କରିବାକୁ ଚାହିଁଥିଲେ। ଏଥିପାଇଁ ସେମାନେ ଏକ…

ନାବାଳିକା ବକ୍ସରଙ୍କୁ ବଳାତ୍କାର

ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍‌ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣା ରବିବାର ଘଟିଥିଲା। ପୀଡ଼ିତାଙ୍କୁ ବକ୍ସିଂ କ୍ଲବରେ ବଳାତ୍କାର କରିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri