ଶହନାଜଙ୍କୁ ମୁଁ ଭଲ ପାଏ: ମସାବା ଗୁପ୍ତା

ମୁମ୍ବାଇ: ଚର୍ଚ୍ଚିତ ରିୟଲିଟି ଶୋ’ ବିଗ୍ ବସ୍ ୧୩ରେ ସମସ୍ତଙ୍କ ମନୋରଞ୍ଜନ କରିଥିବା ଶହନାଜ ଗିଲଙ୍କର ଏବେ ଭଲ ସମୟ ଚାଲିଛି । ପ୍ରଫେସନାଲି ସେ ଏବେ ବହୁତ ଉପରକୁ ଯିବାରେ ଲାଗିଛନ୍ତି । କିଛିଦିନ ହେବ ସେ ଲୋକପ୍ରିୟ ଫଟୋଗ୍ରାଫର ଡବ୍ୱୁ ରତନାନିଙ୍କ କ୍ୟାଲେଣ୍ଡର ଶୁଟର ଅଂଶ ପାଲଟିଥିଲେ । ଏବେ ଶହନାଜଙ୍କ ପାଇଁ ଲୋକପ୍ରିୟ ଡିଜାଇନର ମସାବା ଗୁପ୍ତା ବଡ କଥା କହିଛନ୍ତି । ଏବେ ମସାବା ଶହନାଜଙ୍କ ସହ କୋଲାବରେଟ କରିବାକୁ ଚାହୁଁଛନ୍ତି । ଫ୍ୟାଶନ ଡିଜାଇନର ମସାବା କହିଛନ୍ତି ସେ ଶହନାଜଙ୍କୁ ଡ୍ରେସଅପ୍ କରିବାକୁ ଚାହୁଁଛନ୍ତି । ତେବେ ମସାବାଙ୍କ ଏକଥା ଶୁଣି ଶହନାଜ ନିଶ୍ଚିତ ଖୁସି ହୋଇଯାଇଥିବେ । ମସାବା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ ଜଣେ ୟୁଜର୍ସ ପଚାରିଥିଲେ ଶହନାଜଙ୍କ ପାଇଁ ଏକ ଶବ୍ଦ କୁହନ୍ତୁ । ମସାବା କହିଥିଲେ ମୁଁ ତାଙ୍କୁ ଡ୍ରେସଅପ୍ କରିବା ଯୋଜନାରେ ରହିଛି । କେହି ମୋତେ ସାହାଯ୍ୟ କରିପାରିବେ କି । ମୁଁ ତାଙ୍କୁ ଭଲପାଏ । ବିଗ୍ ବସ୍‌ରୁ ବାହାରିବା ପରେ ଶହନାଜ ଷ୍ଟାର ପାଲଟି ଯାଇଥିଲେ । ବିଗ୍ ବସ୍ ସରିବା ପୂର୍ବରୁ ତାଙ୍କୁ ନୂଆ ଶୋ ମିଳିଯାଇଥିଲା । ଏବେ ମନୋରଞ୍ଜନ ଦୁନିଆରେ ତାଙ୍କର ଡିମାଣ୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିଜନ୍‌-୨ ସହ ଫେରୁଛି ଏସବୁ ହିଟ୍‌ ଶୋ’

ବମ୍ବେ: ଆଜିକାଲି ଟ୍ରେଣ୍ଡରେ ରିମେକ୍‌। କେବଳ ବଲିଉଡ୍‌ରେ ନୁହେଁ ବରଂ ଟେଲିଭିଜନଜଗତରେ ଏହାର କ୍ରେଜ୍‌ ବଢ଼ିବାରେ ଲାଗିଛି। ଗତ କିଛି ବର୍ଷ ମଧ୍ୟରେ ଦର୍ଶକଙ୍କ ମନ...

‘ଗୁଡ ବାୟ’ର ଟିକେଟ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ...

ବଲିଉଡ୍‌ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା

ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ...

‘ବେସରମ ରଙ୍ଗ’ ଗାଇଲେ କିଲି ପଲ୍‌, ଭିଡିଓ ଦେଖିଲେ…

‘ପଠାନ’ ୬ ଦିନ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୬୦୦ କୋଟିରୁ ଅଧିକ ରୋଜଗାର କରି ବଲିଉଡ୍‌ରେ ରେକର୍ଡ ଭାଙ୍ଗିଛି। ପ୍ରଶଂସକମାନେ ଶାହାରୁଖ ଖାନ୍‌ଙ୍କ ଆକ୍ସନ ହିରୋ...

ସଞ୍ଜୟଙ୍କ ନୂଆ ଲୁକ୍ ଦେଖି ଖୁସି ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ନାୟକ ସଞ୍ଜୟ ଦତ୍ତ ନିକଟରେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ହେବା ଖବର ହଠାତ୍ ସମସ୍ତଙ୍କୁ ଚମକାଇ ଦେଇଥିଲା । ହେଲେ ଏହା ଜଣାପଡିବା...

ଦୁଇଲକ୍ଷ ଟଙ୍କା ଲେହେଙ୍ଗାରେ ମଲାଇକାଙ୍କ ଗ୍ଲାମରସ ପୋଜ୍‌

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ତାଙ୍କ ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ । ଆଉ ତାଙ୍କର ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ହୃଦୟ ଜିତିବାରେ...

ଆଲିଆଙ୍କ ସହ ଛୁଟି କାଟିବାକୁ ବାହାରିଲେ ରଣବୀର, ୟୁଜର୍ସ କହିଲେ ଲୋକ ଏପଟେ ମରୁଛନ୍ତି ଆଉ ତୁମେ…

ମହାରାଷ୍ଟ୍ରରେ କରୋନାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ, ଏଭଳି ପରିସ୍ଥିତିରେ ସରକାର ଫିଲ୍ମ ଏବଂ ସିରିୟଲ ଶୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାମ ବନ୍ଦ ହେବା ମାତ୍ରେ...

ରାଜନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୩।୬: ବଲିଉଡ୍‌ ନାୟକ ଅନିଲ କପୁର, ରିତେଶ ଦେଶମୁଖ, ନାୟିକା ଦିଶା ପାଟନି ପ୍ରମୁଖ ମହାରାଷ୍ଟ୍ରର ଶିବସେନା ନେତା ତଥା କ୍ୟାବିନେଟ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କୁ...

Advertisement
Archives

Model This Week