Home Left

ବିବାଦରେ ‘ବମ୍ବେ ବେଗମ’: ଷ୍ଟ୍ରିମିଂ ବନ୍ଦ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ପରେ ସରକାର ଓଟିଟି ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ, ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ତାଣ୍ଡବ ୱେବ ସିରିଜକୁ ବିବାଦ ପରେ ଏହା ମାର୍ଚ୍ଚ ୮ରେ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ‘ବମ୍ବେ ବେଗମ’କୁ ନେଇ ଚର୍ଚ୍ଚା…

ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ବଲିଉଡ୍‌ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ କସୌଟି ଜିନ୍ଦେଗୀ କି-୨ର ଅନୁରାଗ ଅର୍ଥାତ ପାର୍ଥ ସମଥାନ। ଅଭିନୟକୁ ଆସିବା ପୂର୍ବରୁ ସେ…

ଏହି ରେଷ୍ଟୁରାଣ୍ଟ ପରସୁଛି ୫ଫୁଟ ଲମ୍ବର ମୋଟେରା ଥାଳି, ପରସାଯାଉଛି ଧୋନୀ, କୋହଲିଙ୍କ ନାମରେ ଖାଦ୍ୟ

ଅହମ୍ମଦାବାଦର କୋର୍ଟୟାଡ ବାଏ ମାରିଅଟ ଭାରତର ୨ଟି ସବୁଠୁ ପ୍ରିୟ କ୍ରିକେଟ ଏବଂ ଖାଦ୍ୟକୁ ୫ ଫୁଟ ଲମ୍ବର ଏକ ପ୍ଲେଟରେ ଏକାଠି କରିବାକୁ ଚେଷ୍ଟା କରିଛି। ଏଠାରେ ଏକ ବିଶେଷ ପ୍ଲେଟ ଆରମ୍ଭ ହୋଇଛି, ଯାହାକି ୫ ଫୁଟ ଲମ୍ବ…

ସୁନାମୀରେ ନିଖୋଜ ଥିବା ସ୍ତ୍ରୀଙ୍କୁ ୧୦ ବର୍ଷ ଧରି ସମୁଦ୍ରରୁ ଖୋଜୁଛନ୍ତି ସ୍ବାମୀ

ଜାପାନର ଜଣେ ୫୪ ବର୍ଷୀୟ ବ୍ୟକ୍ତି ଗତ ୧୦ ବର୍ଷ ହେଲା ହଜିଯାଇଥିବା ସ୍ତ୍ରୀଙ୍କୁ ସମୁଦ୍ର ପାଣିରେ ଖୋଜୁଛନ୍ତି। ୟାସୁଓ ତାକାମାତ୍ସୁଙ୍କ ସ୍ତ୍ରୀ ୟୁକୋ ୨୦୧୧ରେ ଜାପାନରେ ଆସିଥିବା ସୁନାମୀରେ ନିଖୋଜ ହୋଇଯାଇଥିଲେ। ୟାସୁଓ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଅଣ୍ଡରଓ୍ବାଟର…

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ

ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍‌ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି…

କେଶ କାଟିବା ସମୟରେ ବାରିକ ବାରମ୍ବାର ସିଞ୍ଚନ କଲେ ପାଣି: ରାଗରେ ଗ୍ରାହକ କଲେ ଏମିତି

ସେଲୁନର ଏକ ଭିଡିଓ ଶୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ କେହିବି ନିଜ ହସକୁ ରୋକି ପାରିବେ ନାହିଁ। ଦେଖିବାକୁ ମିଳେ ଯେ, ବାରିକ କେଶ କାଟିବା ସମୟରେ ପାଣି ସିଞ୍ଚନ କରି ପ୍ରଥମେ…

ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୨ ।୩: ଦେଶରେ ପୁଣିଥରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ ନୂଆ ସଂକ୍ରମିତଙ୍କୁ…

ସାବରମତୀ ଆଶ୍ରମରେ ପହଞ୍ଚିଲେ ମୋଦି: ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୨।୩: ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ଏହି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅହମ୍ମଦାବାଦ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାପୂର୍ବରୁ ମୋଦି ସାବରମତୀ ଆଶ୍ରମରେ ପହଞ୍ଚି ବାପୁଙ୍କୁ…

କରୋନା ଆକ୍ରାନ୍ତ ହେଲେ ଅର୍ଥମନ୍ତ୍ରୀ: ୪ ଦିନ ପୂର୍ବରୁ ଉପସ୍ଥାପନ କରିଥିଲେ ରାଜ୍ୟ ବଜେଟ

ଚଣ୍ଡିଗଡ଼,୧୨।୩:  ପଞ୍ଜାବରେ କରୋନା ବ୍ୟାପୁଛି। ଏଥର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କରୋନା ଶିକାର ହୋଇଛନ୍ତି। ୫୮ ବର୍ଷୀୟ ବାଦଲ ଫେସବୁକ ମାଧ୍ୟମରେ କରୋନା ଆକ୍ରାନ୍ତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ବାଦଲ କିଛି ଦିନ ପୂର୍ବରୁ ଗୃହରେ ରାଜ୍ୟ…

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସେନନ ସୀତା ଭୂମିକାରେ ଅଭିନୟ କରିବେ ବୋଲି…

ସ୍କୁଲ ପାଚେରି ପଡି ଶିଶୁ ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଲକଟି ଗ୍ରାମରେ ସ୍କୁଲ୍‌ ଗେଟ୍‌ ଓ ପାଚେରି ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ସ୍ପର୍ଶକାତର ଘଟଣାକୁ ନେଇ ଗୁରୁବାର ଜାତୀୟ…

ଗ୍ରାମାଞ୍ଚଳରେ ନକଲି ଡାକ୍ତର

ମହାକାଳପଡା,୧୨।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି। ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri