ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରିୟଙ୍କାଙ୍କ ପତି ନିକ୍‌

ମୁମ୍ବାଇ: ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ବିବାହ ପରେ ତାଙ୍କ ସ୍ୱାମୀ ନିକ୍ ଜୋନସଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ଏହି ଦେଶୀ ଗର୍ଲଙ୍କ କ୍ରେଜ୍ ଏବେବି ବଲିଉଡ୍‌ରେ ରହିଛି । ଆଉ ବିବାହ ପରେ ଏହି ଯୋଡି ସୋସିଆଲ ମିଡିଆରେ ଆକ୍ଟିଭ ରହି ସବୁବେଳେ ଆସିଛନ୍ତି ଚର୍ଚ୍ଚାକୁ । ନିକଟରେ ସୋସିଆଲ ମିଡିଆରେ ଏକ ଖବର ଆସିଥିଲା କି ନିକ୍ ଜୋନସ୍ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାପରେ ୟୁଜର୍ସ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଏବେ ଏହାକୁ ନେଇ ନିକ୍ ସୂଚନା ଦେଇଛନ୍ତି କି ସେ ଏକ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ ଏବେ ସେ ସୁସ୍ଥ ହୋଇ ଆସୁଛନ୍ତି । ଘଟଣା ହେଲା ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହୋଇଥିଲା ସେଥିରେ ନିକ୍ ଏକ ବାଇକ ଉପରୁ ପଡି ଯାଉଥିବା ଦେଖାଯାଇଥିଲା । ପ୍ରକୃତରେ ନିକ ତାଙ୍କର ଭାଇ ଜୋ ଓ କେବିନଙ୍କ ସହ କମ୍ପିଟିଶନ କରୁଥିଲେ । ଆଉ ଦୁର୍ଘଟଣା ପରେ ପରେ ନିକ୍ ଓ ପ୍ରିିୟଙ୍କା ବିଲବୋର୍ଡ ମ୍ୟୁଜିକ ଆୱାର୍ଡ ପାଇଁ ଲଣ୍ଡନରୁ ଲସ ଆଞ୍ଜେଲସ ପହଞ୍ଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ଅଭିଷେକ କହିଥିଲେ ଐଶ୍ୱର୍ଯ୍ୟାଙ୍କୁ ଦେବେ ଟକ୍କର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅବନୀତ କୌର ଖୁବ୍‌ଶୀଘ୍ର ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଅବନୀତ ଫିଲ୍ମ ‘ଟିକୁ ଓ୍ବେଡ୍‌୍‌ସ ଶେର୍‌’ ଜରିଆରେ ବଲିଉଡ୍‌ରେ...

ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ...

ସଞ୍ଜୟ ଦତ୍ତଙ୍କ ଭଉଣୀ ପୂର୍ବରୁ ରାଜ କପୁରଙ୍କ ଝିଅଙ୍କ ସହ ନିର୍ବନ୍ଧ କରିଥିଲେ କୁମାର ଗୌରବ : କେବଳ ଏହି କାରଣ ପାଇଁ ଭାଙ୍ଗିଲା ସମ୍ପର୍କ

ବଲିଉଡରେ ଅନେକ ଷ୍ଟାର ଅଛନ୍ତି ଯେଉଁମାନଙ୍କ ପ୍ରଥମ ଫିଲ୍ମ ହିଟ୍‌ ହୋଇଥିବା ବେଳେ ସେମାନେ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍‌ କରିପାରି ନାହାନ୍ତି। ଏଥିରେ ଫିଲ୍ମ ‘ଲଭ ଷ୍ଟୋରୀ’ର...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ...

ପ୍ରଥମ ବିବାହ ବାର୍ଷିକୀ ପାଳିଲେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ୍‌ ଜୋନସ୍‌ ରବିବାର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଅବସରରେ...

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

Advertisement
Archives

Model This Week