Home Left

ମହାଭାରତର ଏହି ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ୬୯ ବର୍ଷ ବୟସରେ ବାପାଙ୍କ ନିଧନ

ବମ୍ବେ: ଅଭିନେତ୍ରୀ ବୈଷ୍ଣବୀ ଧନରାଜଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ। ଆପଣ ଭାବୁଥିବେ କାହିଁକି। ତେବେ ବାପାଙ୍କ ଅଲିଅଳି ଥିଲେ ବୈଷ୍ଣବୀ। ନିକଟରେ ସେ ତାଙ୍କୁ ହରାଇଛନ୍ତି। ଇନଷ୍ଟାଗ୍ରାମରେ ସେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ପ୍ରଶଂସକଙ୍କ ସହ ଦୁଃଖ ବାଣ୍ଟିଛନ୍ତି।…

ମନୋଜ ବାଜପେୟୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି କରୋନାରେ ପୀଡ଼ିତ ହେବା ପରେ ପୁଣି ଜଣେ ଅଭିନେତାଙ୍କ କରୋନା ରିପୋର୍ଟ…

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଇତିହାସ ରଚିଲେ ମିତାଲି; ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ…

ଲକ୍ଷ୍ନୌ,୧୨।୩: ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜ ଶୁକ୍ରବାର ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ରେକର୍ଡ କରିଛନ୍ତି। ୩୮ ବର୍ଷୀୟ ମିତାଲି କ୍ରିକେଟର ଭାବେ ନିଜର ୧୦,୦୦୦ ରନ୍‌ ପୂରଣ…

ଭାରତ ପାଇଁ ଧୋନୀ ଯେଭଳି ଥିଲେ, ଇଂଲଣ୍ଡ ପାଇଁ ଇୟୋନ ମୋର୍ଗାନ ସେଭଳି ବୋଲି କହିଲେ ଏହି କ୍ରିକେଟର; ଏଭଳି କଲେ ପ୍ରଶଂସା

ଅହମ୍ମଦାବାଦ,୧୨।୩: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ୧-୩ରେ ପରାଜିତ ହେବା ପରେ ଏବେ ଦଳ ସୀମିତ ଓଭର ସିରିଜ୍‌ରେ ନିଜର ଦମ୍‌ ଦେଖାଇବାକୁ ଅଣ୍ଟା ଭିଡିଛି। ଶୁକ୍ରବାର ଉଭୟ ଟିମ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ସିରିଜର…

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ…

ନିଜ ରୁମ୍‌ରେ ଭୋ’ ଭୋ ହୋଇ କାନ୍ଦିଥିଲେ ଏହି କ୍ରିକେଟର, ଏବେ କିନ୍ତୁ ସର୍ବାଧିକ ରନ୍‌ର ରେକର୍ଡ କରି ଚର୍ଚ୍ଚାରେ

ବମ୍ବେ,୧୨।୩: ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ହାରାହାରି ୧୮୮.୫ ଅନୁପାତରେ ୭୫୪ ରନ୍‌ କରି ଚର୍ଚ୍ଚାରେ ମୁମ୍ବାଇର ପୃଥ୍ବୀ ଶ। ଏହାଫଳରେ ସେ ଗୋଟିଏ ସିଜନରେ ସର୍ବାଧିକ ରନ୍‌ କରିଥିବା କ୍ରିକେଟରର ରେକର୍ଡ ନିଜ ନାମରେ…

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ ଖୁବ୍…

କୋଏମ୍ବାଟୁରରୁ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ମକ୍କତ ନିଧି ମୟମ(ଏମ୍‌ଏନ୍‌ଏମ୍‌) ଦଳ ଘୋଷଣା କରିଛି ଯେ ଏହାର ସଂସ୍ଥାପକ ତଥା ଅଭିନେତା କମଲ ହାସନ କୋଏମ୍ବାଟୁର ସାଉଥରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଏହା ପୂର୍ବରୁ ତାଙ୍କ ଦଳ ୬ ଏପ୍ରିଲରେ ତାମିଲନାଡୁରେ…

ଅକ୍ସଫୋର୍ଡ ୟୁନିଭର୍ସିଟିରେ ପଢ଼ି ବି ବେରୋଜଗାର: ମା’ବାପା ଚଳିବାକୁ ଟଙ୍କା ନ ଦେବାରୁ କୋର୍ଟରେ ପହଞ୍ଚିଲେ ଏହି ବ୍ୟକ୍ତି

ପିଲାଟିଏ ସକ୍ଷମ ନ ହେବା ପର୍ଯ୍ୟନ୍ତ ତାର ଖର୍ଚ୍ଚ ମା’ବାପା ଉଠାଇଥାନ୍ତି। ହେଲେ ଯଦି ଉଚ୍ଚଶିକ୍ଷିତ ହେବା ପରେ କେହି ନିଜ ଗୋଡ଼ରେ ଛିଡ଼ା ହେବା ପରିବର୍ତ୍ତେ ମା’ବାପାଙ୍କୁ ସହାୟତା କରିବାକୁ ଜିଦ୍‌ ଧରି ବସେ, ଏପରିକି ତାଙ୍କ ବିରୋଧରେ ଥାନାରେ…

ଅରଖକୁଦ ସୈରାତରୁ ବେଆଇନ ବାଲି ଚାଲାଣ

ନାଉଗାଁ,୧୨।୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ୬ଟି ବାଲି ସୈରାତକୁ ୨୦୨୦ ଡିସେମ୍ବର ୧୬ରେ ନିଲାମ କରାଯାଇଛି। ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ।…

୪୩ ବର୍ଷରେ ପୃଥିବୀରୁ ନଷ୍ଟ ହୋଇଯିବ ଜଙ୍ଗଲ, ଏହି ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ଦୁନିଆର ସବୁଠୁ ବଡ଼ ଜଙ୍ଗଲ ଆମାଜନ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି, ଆସନ୍ତା ୪୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୬୪ ବର୍ଷ ସୁଦ୍ଧା ଏହି ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ଏହାର ମୁଖ୍ୟ…

ଆଗ୍ନେୟଗିରି ଅତିକ୍ରମ କରି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲୋକମାନେ କିଛି ନା କିଛି କରିବସନ୍ତି। କିଏ କେଶ ବଢ଼ାଇ ରେକର୍ଡ କରନ୍ତି ତ ଆଉ କିଏ ନଖ ବଢ଼ାଇ ରେକର୍ଡ ସୃଷ୍ଟି କରନ୍ତି। ଏମିତି ଏକ ରେକର୍ଡପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆଫ୍ରିକାର ଇଥିଓପିଆରେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri