ଏହି ଜଳଖିଆ ଦୋକାନୀଙ୍କୁ ପ୍ରଶଂସା କଲେ ମୋଦି: ଜାଣନ୍ତୁ କାହିଁକି
ଚଣ୍ଡିଗଡ,୨୫।୭: କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ଚଣ୍ଡିଗଡ଼ର ଜଣେ ବ୍ୟକ୍ତି କଠିନ ପରିଶ୍ରମ କରୁଛନ୍ତି। ସେକ୍ଟର -୨୯ ବି ବଜାରରେ ଛୋଲେ-ଭଟୁରେ ବିକୁଥିବା ସଞ୍ଜୟ ରାଣା, କରୋନା ଟିକାନଇଥିବାକ ଲୋକଙ୍କୁ ଛୋଲେ-ଭଟୁରେ ମାଗଣାରେ ଖାଇବାକୁ ଦିଅନ୍ତି।…
ହାତ କାଟିଦେଲେ ନିଶାସକ୍ତ ଯୁବକ
କୁକୁଡ଼ାଖଣ୍ଡି,୨୫ା୭: ଗଞ୍ଜାମ ଜିଲା ନିମଖଣ୍ଡି ଫାଣ୍ଡି ଅଧୀନ ନିମଖଣ୍ଡି ଗ୍ରାମରେ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତ କାଟି ଦେଇଛନ୍ତି। ଯୁବକ ଜଣକ ଶନିବାର ରାତିରେ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏଥିରୁ ନିବୃତ୍ତ ରହିବା…
ପଦାର୍ପଣରେ ଗୋଲ୍ଡେନ ଡକ୍
କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ଖାତା ଖୋଲିବା ଦୂରର କଥା ପ୍ରଥମ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ମ୍ୟାଚ୍ରେ…
ଗାଧୋଉଥିବା ମହିଳାଙ୍କ ଭିଡିଓ କରୁଥିଲେ
କଣ୍ଟାମାଳ,୨୫।୭(ଡି.ଏନ୍.ଏ.): ନାଳରେ ଗାଧୋଉଥିବା ମହିଳାଙ୍କ ଭିଡିଓ ମୋବାଇଲରେ ଉତ୍ତୋଳନ କରୁଥିଲେ ଜଣେ ଯୁବକ। ଗାଁ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରିଦେଇଛନ୍ତି। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଚାରଭାଟି ଗ୍ରାମରେ।…
ମୀରାବାଇଙ୍କ ‘କାନ ଫୁଲ’ର ଦିଓ୍ବାନୀ ହେଲେ ଅନୁଷ୍କା
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ସ୍ବତନ୍ତ୍ର କାନଫୁଲକୁ ପସନ୍ଦ କରିଛନ୍ତି। ମୀରାବାଇ ପିନ୍ଧିଥିବା କାନ ଫୁଲକୁ ଅନୁଷ୍କା ପସନ୍ଦ କରି ଏକ ହୃଦୟ ଇମୋଜି ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ମୀରବାଇ ଚାନୁଙ୍କ…
ପୁଅକୁ କରେଣ୍ଟ ଦେଇ ମାରିଦେଲେ
ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ବେଣୁଧର ଗୁରୁତର ହୋଇଛନ୍ତି। ଗ୍ରାମର ଜୟନ୍ତ ମଣ୍ଡଳ ଓ…
ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ
ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍ ପଦକ ଆଶା ଶେଷ ହୋଇଛି। ଅନେକ ବଳିଦାନ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ…
‘ହାଇକମାଣ୍ଡ ମୋତେ କିଛି କହିନାହାନ୍ତି’
ବେଙ୍ଗାଲୁରୁ, ୨୫।୭: କର୍ନାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା କହିଛନ୍ତି, ତାଙ୍କର ରାଜନୈତିକ ଭବିଷ୍ୟତ ନେଇ ରବିବାର ସନ୍ଧ୍ୟା ସୁଦ୍ଧା ଭାଜପା ହାଇକମାଣ୍ଡ ନିଷ୍ପତ୍ତି ନେଇପାରିନ୍ତି । ଜନସାଧାରଣ ମୋ କାମରେ ସନ୍ତୁଷ୍ଟ ଅଛନ୍ତି…
କର୍ନାଟକରେ କୌଣସି ସଙ୍କଟ ନାହିଁ: ନଡ୍ଡା
ପାନାଜୀ,୨୫।୭: ଦୁଇ ଦିନିଆ ଗୋଆ ଗସ୍ତରେ ଆସିଥିବା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରବିବାର ଏକ ଖବରଦାତା ସମ୍ମିଳନୀ କରି ଦଳ ତଥା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଏକ ବଡ଼ ସୂଚନା ଦେଇଛନ୍ତି। ନାଡା କହିଛନ୍ତି…
ପ୍ରଶଂସକଙ୍କ ପାଇଁ କିଛି ନୂଆ ଚିନ୍ତା କରିଛନ୍ତି ମଲାଇକା
ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି ବଲିଉଡ୍ ବିୟୁଟି ମଲାଇକା ଆରୋରା । ସେ ଅନକେ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ ।…
ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ
ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ହରାଇ ଦେଇଛି। ପୁରୁଷ ହକିର ନମ୍ବର ଓ୍ବାନ ଦଳ…
ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଶିଳ୍ପା ରାଜଙ୍କ ସହ ସେ ଅନେକ କମ୍ପାନୀରେ…

