Home Left

ଗ୍ରାମାଞ୍ଚଳରେ ନକଲି ଡାକ୍ତର

ମହାକାଳପଡା,୧୨।୩ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସରକାରୀ ଡାକ୍ତର ଅଭାବ ଯୋଗୁ ଲୋକେ ବିକଳ୍ପ ଭାବେ ନକଲି ଡାକ୍ତର, ବଇଦ ବା କ୍ୱାକ୍‌ଙ୍କ ସହାୟତା ନେଇଛନ୍ତି। ନକଲି ଡାକ୍ତରଙ୍କ ଔଷଧ ଖାଇ ଅନେକ ରୋଗୀ ସଙ୍କଟାପନ୍ନ ହେବା ସହ…

ବିରାଟ କୋହଲିଙ୍କ ଭବିଷ୍ୟବାଣୀ: ଭାରତ ନୁହେଁ, ଏହି ଦଳ ଟି-୨୦ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର

ଅହମଦାବାଦ,୧୨।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି -୨୦ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଉଭୟ ଇଂଲଣ୍ଡ ଏବଂ ଭାରତ ବହୁତ ଶକ୍ତିଶାଳୀ ଦଳ ହୋଇଥିବାରୁ ପାଞ୍ଚଟି ମ୍ୟାଚ ବିଶିଷ୍ଟ ଏହି ସିରିଜରେ କଡ଼ା ପ୍ରତିଯୋଗିତା ହେବ ବୋଲି ଆଶା କରାଯାଉଛି।…

ବଢ଼ି ଚାଲିଛି ତେଲ ଚୋରି

ପାରାଦୀପ,୧୨।୩(ସ୍ବ.ପ୍ର.): ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଲୋକ ସଭାଠାରୁ ଆରମ୍ଭ କରି ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ବିରୋଧ ଜାରି ରହିଛି। ତେବେ ପାରାଦୀପରେ ତେଲ ଚୋରା କାରବାର ଚାଲିଛି। ରାଷ୍ଟ୍ରାୟତ୍ତ…

ଏବେ ବି ଲୋକେ ପିଉଛନ୍ତି ଚୁଆପାଣି

ଯାଜପୁର ଅଫିସ,୧୨।୩: ଡ୍ୟାସ୍‌ ବୋର୍ଡ ମନିଟରିଂ ସିଷ୍ଟମ୍‌ (ଡିବିଏମ୍‌ଏସ୍‌)ରେ ଫେବୃୟାରୀ ସୁଦ୍ଧା ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ ସଂକ୍ରାନ୍ତରେ ୮୩୦ଟି ଅଭିଯୋଗର ସମାଧାନ ହୋଇଛି। ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଇଞ୍ଜିନିୟର-ଇନ୍‌-ଚିଫ୍‌(ସର୍ବୋଚ୍ଚ ଯନ୍ତ୍ରୀ)ଙ୍କ କାର୍ଯ୍ୟାଳୟରୁ ଏହି…

ଅଲିଭ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ଆରମ୍ଭ: ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ,୧୨।୩: ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ଅଗରନାସୀ, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ…

ମୋଦି ଭଗବାନ ଶିବଙ୍କ ଅବତାର: ଭାଜପା ମନ୍ତ୍ରୀ

ଶିମଲା,୧୨।୩ ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲା ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ଫଳାଫଳ…

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌: ଜାଣନ୍ତୁ କାହିଁକି

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌। ୨୦୦୬ରେ ଆଜିର ଦିନରେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଇତିହାସ ରଚିଥିଲା। ଏକଦିବସିୟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ ଲକ୍ଷ୍ୟକୁ ସଫଳତାପୂର୍ବକ ପିଛା କରିବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ…

ଶଙ୍କରାନନ୍ଦ ମଠରେ ୫ଶହ ବର୍ଷର ପୁରୁଣା ଭିତ୍ତିଚିତ୍ର

ପୁରୀ ଅଫିସ,୧୨।୩: ଶ୍ରୀକ୍ଷେତ୍ରର ପ୍ରାଚୀନ ଶୈବମଠ ଶଙ୍କରାନନ୍ଦ ମଠର ଜଗମୋହନ ବାହାରପଟ କାନ୍ଥରୁ ପ୍ରାଚୀନ ଭିତ୍ତିଚିତ୍ର ଆବିଷ୍କୃତ ହୋଇଛି। ମହାଶିବରାତ୍ରି ଉପଲକ୍ଷେ ମଠର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜରାଜୀର୍ଣ୍ଣ ଜଗମୋହନର ମରାମତି ବେଳେ ଏହି କାନ୍ଥଚିତ୍ର ଦେଖିବାକୁ ମିଳିଛି। ପୂର୍ବରୁ କାନ୍ଥଗୁଡ଼ିକ…

ନିଷିଦ୍ଧ ସତ୍ତ୍ୱେ ମିଳୁଛି କ୍ଲୋରପାଇରିଫସ୍‌ କୀଟନାଶକ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ବରଗଡ଼ ବନଖଣ୍ଡ ଭଟଲି ରେଞ୍ଜ ଅନ୍ତର୍ଗତ ଦେଉଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରେ ଗତ ୧୫ଦିନ ତଳେ ବହୁ ମାଛ ମରି ଭାସିଥିଲେ। ଏହା ଜଣାପଡ଼ିବା ପରେ ଏହାର ନମୁନା ପରୀକ୍ଷା ଓୟୁଏଟିରେ ହୋଇଥିଲା। ତେବେ ରିପୋର୍ଟରେ ବିଷକ୍ରିୟା…

ପଶ୍ଚିମବଙ୍ଗରେ ଓଡ଼ିିଆ ଝିଅଙ୍କ ସଫଳତା: ଜେଇଇ (ମେନ୍‌)ରେ ଟପ୍ପର

କଟକ ଅଫିସ,୧୨।୩: ପଶ୍ଚିମବଙ୍ଗରେ ଜେଇଇ (ମେନ୍‌) ପରୀକ୍ଷାରେ ୯୯.୯୯ ପ୍ରତିଶତ ନମ୍ବର ରଖି ଓଡ଼ିଆ ଝିଅ ଆଦ୍ୟାଶା ପାତ୍ର ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ଯୋଗୁ ପରିବାରବର୍ଗ ଏବଂ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। କଟକ ଚାଉଳିଆଗଞ୍ଜ…

୮ ବର୍ଷ ହେବ ବନ୍ଦୀ ଜୀବନ

ନିଶ୍ଚିନ୍ତକୋଇଲି,୧୨।୩: ସରକାର ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନାର ଲାଭ ହିତାଧିକାରୀଙ୍କୁ ମିଳିପାରୁନାହିଁ। ବହୁ ସମୟରେ ସେମାନଙ୍କ ଚିକିତ୍ସା ହୋଇପାରୁ ନ ଥିବାରୁ କଷ୍ଟ ପାଉଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି…

ଜଙ୍ଗଲ ନିଆଁ: ଦୁଇଦିନରେ ଦୁଇଗୁଣ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ସାରା ରାଜ୍ୟରେ ଜଙ୍ଗଲ ଜଳୁଛି। ଦିନକୁ ଦିନ ଏହା ବଢ଼ି ଚାଲିଛି। ଭାରତୀୟ ବନ ସର୍ବେକ୍ଷଣ ସୂଚନାନୁସାରେ, ବୁଧବାର ୪୯୭ଟି ଫାୟାର ପଏଣ୍ଟରେ ନିଆଁ ରହିଥିବାବେଳେ ଗୁରୁବାର ୧୦୪୮ ସାଟେଲାଇଟ୍‌ ଆଧାରିତ ଫାୟାର ପଏଣ୍ଟ ପଞ୍ଜୀକରଣ ହୋଇଛି। ତେବେ ଚିନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri