Home Left

ଭାରତକୁ ପରାଜିତ କରିବାର ଶ୍ରେୟ ଏମାନଙ୍କୁ ଦେଲେ ବିରୋଧି ଅଧିନାୟକ, କହିଲେ…

ଅହମ୍ମଦାବାଦ,୧୩।୩: ଚଳିତ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୮ ଉଇକେଟରେ ହରାଇଛି ଇଂଲଣ୍ଡ। ଟେଷ୍ଟ ସିରିଜରେ ପରାଜୟ ପରେ ଏହି ବିଜୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରାଯାଉଛି। ତେବେ…

ବିଶ୍ୱର ସବୁଠୁ ଛୋଟ ହୋଟେଲ, ରାତିକ ପାଇଁ କପଲଙ୍କୁ ଦେବାକୁ ପଡ଼େ…

ଆପଣ ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଜାଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ ଦୁନିଆର ସବୁଠୁ ଛୋଟ ହୋଟେଲ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏମିତି ହୋଟେଲ ରହିଛି ଦକ୍ଷିଣ ପଶ୍ଚିମ ଏସିଆର ଜାର୍ଡନରେ। ଏହି ହୋଟେଲ ମାଲିକଙ୍କ…

ରାଜ୍ୟରେ ୬୫ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼, କଟକରୁ ସର୍ବାଧିକ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଶନିବାର ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

କୋହଲିଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଗଲେ ବୁମ୍‌ରାଙ୍କ ଭାବି ସ୍ତ୍ରୀ; ସଚିନ, ଧୋନୀଙ୍କ ସହ ରହିଛି ପୂରୁଣା ସମ୍ପର୍କ

ଭାରତୀୟ ବୋଲର ଜସପ୍ରୀତ ବୁମ୍‌ରା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ। ଏବେ ତାଙ୍କ ନାମ କ୍ରୀଡା ଆଙ୍କର ସଞ୍ଜନା ଗଣେଶନଙ୍କ ସହ ଯୋଡା ଯାଉଛି। ଉଭୟ ମାର୍ଚ୍ଚ ୧୪ କିମ୍ବା ୧୫ରେ ଗୋଆରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।…

ଏମିତି ରାସ୍ତା, ନିର୍ମାଣ ସମୟରେ ଯାଇଥିଲା ୧୦ ଲକ୍ଷ ଲୋକଙ୍କ ଜୀବନ

ସମଗ୍ର ବିଶ୍ୱରେ ଅନେକ ରାସ୍ତା ରହିଛି। ପ୍ରତ୍ୟେକ ରାସ୍ତା କୌଣସି ନା କୌଣସି କାରଣ ପାଇଁ ସ୍ବତନ୍ତ୍ର। କେଉଁ ରାସ୍ତା ସବୁଠୁ ଲମ୍ବା ପାଇଁ ଜଣାଶୁଣା ତ ଆଉ କେଉଁଟା ଛୋଟ ପାଇଁ। ସାଧାରଣତଃ ରାସ୍ତା ନିର୍ମାଣ ସମୟରେ ଗୋଡ଼ି, ବାଲି,…

ପ୍ରଥମଥର ନେଗେଟିଭ କ୍ୟାରେକ୍ଟରରେ ୟାମି

ମୁମ୍ବାଇ: କରୋନା ମହାମାରୀ ପାଇଁ ପ୍ରାୟ ବର୍ଷେ ହେବ ବନ୍ଦ ରହିଥିବା ସିନେମା ହଲ୍ ଧିରେ ଧିରେ ଚଳଚଞ୍ଚଳ ହେବାରେ ଲାଗିଛି । କରୋନାର ପ୍ରକୋପ କମିବା ପରେ ରିଲିଜ୍ ଅପେକ୍ଷାରେ ଥିବା କିଛି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ଆଉ…

ଗୀତର ପୋଷ୍ଟରରେ ଦେଖି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ସ୍ପିନର, ଯୁବରାଜଙ୍କୁ ଯୋଗୁ ଏପରି ବଢ଼ିଥିଲା କଥା

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ପଡ଼ିବା କିଛି ନୂଆ କଥା ନୁହେଁ। ଅନେକ ଖେଳାଳି ଅଭିନେତ୍ରୀଙ୍କୁ ଜୀବନସାଥୀ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ସେଥିରୁ ଜଣେ ହେଲେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ। ବ୍ରିଟେନ୍‌ରେ…

ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ବିଲ୍‌ ପାରିତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି) ସଂଶୋଧନ ବିଲ୍‌-୨୦୨୧ ବାଚନିକ ମତଦାନରେ ପାରିତ ହୋଇଛି। ବିଲ୍‌ ସଂଶୋଧନ ହେବା ପରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତିଙ୍କ…

ମାଓବାଦୀ କାର୍ଯ୍ୟକଳାପ ହ୍ରାସପାଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ):୨୦୨୦ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି। ଏହି ବର୍ଷରେ ରାଜ୍ୟରେ ୪୧ଟି ମାଓବାଦୀ ହିଂସାକାଣ୍ଡ ଘଟିଛି। ସେଥିରେ ୨୭ଟି ଘଟଣାରେ ମାଓବାଦୀ ଓ ପୋଲିସ ମଧ୍ୟରେ…

୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଗତ ୧୩ ବର୍ଷ ହେବ ଶିଳ୍ପ ଗଣନା ହୋଇନାହିଁ। ୨୦୦୬-୦୭ରେ ହୋଇଥିବା ଚତୁର୍ଥ ସର୍ବଭାରତୀୟ ଶିଳ୍ପ ଗଣନା ଅନୁଯାୟୀ, ରାଜ୍ୟରେ ୧୫ ହଜାର ୩୧୫ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ବିଭିନ୍ନ କାରଣରୁ ବନ୍ଦ ହୋଇଛି। ଏଥିଯୋଗୁ…

ଖୁବଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ଦିଦି

କୋଲକାତା,୧୩ ।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁବ୍‌ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି ଜଣାପଡିଛି । ମାର୍ଚ୍ଚ ୧୫ରୁ ଅର୍ଥତ୍ ମାତ୍ର ୨ ଦିନ ପରେ ପୁଣି ସେ ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ…

୧୯% ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଧାନ ୬୦.୪୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୯% ଅଧିକ। ଗତବର୍ଷ ୯.୧୭ ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଚଳିତବର୍ଷ ୧୧.୨୫ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri