ପେଟ୍ରୋଲ ୫ଟଙ୍କା, ଡିଜେଲ ୪ ଟଙ୍କା କମାଇବ ବୋଲି ଘୋଷଣାପତ୍ରରେ ଦାବି କଲା ଡିଏମ୍କେ
ଚେନ୍ନାଇ,୧୩ ।୩: ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଦ୍ରାବିଡ ମୁନ୍ନତ୍ର କଡଗମ(ଡିଏମ୍କେ) ମୁଖ୍ୟ ଏମ୍ କେ ଷ୍ଟାଲିନ ଶନିବାର ଦଳର ନିର୍ବାଚନ ଘୋଷଣା ପତ୍ର ଜାରି କରିଛନ୍ତି । ଶାସନ କ୍ଷମତାକୁ ଆସିଲେ ଦଳ ପେଟ୍ରୋଲ ୫ ଟଙ୍କା, ଡିଜେଲ ୪…
ନିଫ୍ଟ ନୋବେଲ୍ ଆଲୁମ୍ନିରେ ଓଡ଼ିଆ ପୁଅ ସୁଜିତ୍
ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ରାଜ୍ୟର ସମୃଦ୍ଧ ହସ୍ତତନ୍ତ କଳା ଏବେ ବିଶ୍ୱ ବଜାରରେ ନୂଆ ପରିଚୟ ପାଇଛି। ଓଡ଼ିଶା ହସ୍ତତନ୍ତ ସାମଗ୍ରୀର ସ୍ବତନ୍ତ୍ର ବ୍ରାଣ୍ଡିଂ କରିବା ସହ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଡିଜାଇନର ସୁଜିତ୍ ମେହେର ଆଉ…
ଓଜେଏସ୍ରେ ସତ୍ୟବାଦୀରୁ ଦେବାନଙ୍କ ସଫଳତା
ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ସିଭିଲ୍ ଜଜ୍ ପଦରେ ନିଯୁକ୍ତି ପାଇଁ ଓଜେଏସ୍ ପରୀକ୍ଷାରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଦେବାନ ସତ୍ୟଦର୍ଶୀ ନନ୍ଦ ସଫଳତା ହାସଲ କରିଛନ୍ତି। ମେଧା ତାଲିକାର ସେ ୭ମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସେ ବୀରଗୋବିନ୍ଦପୁର ଗ୍ରାମର ସାମାଜିକ…
‘ପୁରସ୍କାର କ୍ଷଣିକ ଆନନ୍ଦ, ସାଧନା ଚିରନ୍ତନ’
କେନ୍ଦୁଝର ଜିଲା ଘସିପୁରା ବ୍ଲକର ଅତାସାହିରେ ୧୯୫୦ ଜୁନ୍ ୨୨ରେ ଜନ୍ମ ଗ୍ରହଣ କରିଥିଲେ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ପ୍ରଥମ କରି ସେ ଏକ କ୍ଷୁଦ୍ର କବିତା ଲେଖିଥିଲେ। ଏହାପରେ କଲେଜ ଜୀବନରେ ଲେଖାଲେଖି…
ମମତାଙ୍କ ଶିବିରରେ ୟଶଓ୍ବନ୍ତ
କୋଲକାତା,୧୩।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବହୁ ତୃଣମୂଳ କଂଗ୍ରେସ ନେତା ଭାଜପାରେ ଯୋଗଦେଇ ସାରିଛନ୍ତି। ତେବେ ଭାଜପାର ବରିଷ୍ଠ ନେତା ୟଶଓ୍ବନ୍ତ ସିହ୍ନା ମୁଖ୍ୟମନ୍ତ୍ରୀ…
‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’
ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ହୋତାଙ୍କ ବହୁ ପ୍ରବନ୍ଧ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ‘କଳ୍ପନା, ଅନୁଭବ…
୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି
ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ୱାରା କିନ୍ନର ସମାଜର ବିକାଶ ସମ୍ଭବ ହୋଇପାରିବ। ଧୀରେଧୀରେ…
କରୋନା ଟିକାର ପ୍ରଥମ ଡୋଜ୍ ନେଲେ ରତନ ଟାଟା
ନୂଆଦିଲ୍ଲୀ,୧୩ ।୩: କରୋନାକୁ ଦୂରେଇବାକୁ ଏବେ ସାରା ବିଶ୍ୱରେ ଚାଲିଛି ପ୍ରୟାସ । ଆଭ ଆମ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବି ଖୁବ୍ ଜୋରରେ ଚାଲିଛି । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗରେ…
ଛତିଶଗଡ଼ରେ ମିଶିବାକୁ ଚେତାବନୀ
ନୂଆପଡା ଅଫିସ,୧୩।୩: କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ୨ଟି ପଞ୍ଚାୟତରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ପହଞ୍ଚତ୍ପାରୁନାହିଁ। ଏହାର ପ୍ରତିବାଦରେ…
ନାବାଳିକା ପ୍ରେମିକାଙ୍କୁ ପାଇବା ପାଇଁ ଥାନାରେ ଆତ୍ମାହୁତି ଉଦ୍ୟମ କଲେ ଯୁବକ, କାବୁ କଲା…
ଭୁବନେଶ୍ୱର,୧୩।୩(ବ୍ୟୁରୋ): ମୁଁ ତାଙ୍କୁ ଜୀବନଠାରୁ ବି ଅଧିକ ଭଲ ପାଉଛି। ହେଲେ ତାଙ୍କ ପରିବାର ଲୋକେ ତାଙ୍କୁ ରାଜସ୍ଥାନରେ ଲୁଚାଇ ରଖିଛନ୍ତି। ତମେ ତାଙ୍କୁ ଫେରାଇ ଆଣି ମୋତେ ଦିଅ। ଏମିତି କହି ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ନୟାପଲ୍ଲୀ ଥାନାରେ…
ପଶ୍ଚିମବଙ୍ଗରେ କୃଷକ ଆନ୍ଦୋଳନ: ନନ୍ଦିଗ୍ରାମରେ ମହାପଞ୍ଚାୟତ କରିବେ ଟିକାଏତ
କୋଲକାତା,୧୩ ।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାର ଏମାନଙ୍କ କଥା ଗ୍ରହଣ ନ କରୁଥିବା…
ଆନ୍ଦୋଳନକାରୀ କୃଷକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ
ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଦୀର୍ଘ ଦିନ ଧରି ହେବାର ସମ୍ଭାବନା ଥିବାରୁ ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଇଟା-ସିମେଣ୍ଟରେ ସ୍ଥାୟୀ ଘର ନିର୍ମାଣ କରାଯାଉଛି। ଇତିମଧ୍ୟରେ…
Archives


