Posted inଜାତୀୟ

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ ପ୍ରଦର୍ଶନ କରି ମଖଦମ୍ପୁରର ଆରଜେଡି ବିଧାୟକ ସତୀଶ ଦାସ ନିଆରା ପଦକ୍ଷେପ ଆପଣାଇଛନ୍ତି। ମୁଣ୍ଡରେ ହେଲ୍‌ମେଟ ଓ ହାତରେ ଗିନି ଧରି ସତୀଶ ସୋମବାର ବିଧାନସଭା ପହଞ୍ଚିଥିଲେ। ଏନେଇ ତାଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାର ବିଧାୟକଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି। ତେଣୁ ସେ ହେଲ୍‌ମେଟ ପିନ୍ଧି ବିଧାନସଭା ଆସିଛନ୍ତି। ଏଥିସହ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ସେ ହାତରେ ଗିନି ଧରି ଆସିଛନ୍ତି ବୋଲି ସତୀଶ କହିଛନ୍ତି। କେବଳ ସେତିକି ନୁହେଁ ସତୀଶ ନିଜ ଦେହରେ ଏକ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବିହାରରେ ଦଳିତ ହେବା କ’ଣ ଅପରାଧ ବୋଲି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ

ଗାନ୍ଧିନଗର,୨୯।୪: ଗୁଜୁରାଟର ବିଧାୟକ ଜିଗ୍ନେଶ ମଓ୍ବୋନୀଙ୍କ ଗିରଫ ମାମଲାରେ ଆଜି ଜାମିନ୍‌ ଆବେଦନର ରାୟ ଶୁଣାଇବେ କୋର୍ଟ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ୍‌ କରି ସେ ଗିରଫ...

ମେଜର ଅନୁପ ମିଶ୍ରାଙ୍କୁ ସମ୍ମାନିତ କଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ବାୟୁ ସେନାର ମେଜର ଅନୁପ ମିଶ୍ରାଙ୍କୁ ଆର୍ମି ଡିଜାଇନ୍‌ ବ୍ୟୁରୋ ଏକ୍ସିଲେନ୍ସ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ସୋମବାର ସେନା ମୁଖ୍ୟ ବିପିନ ରାଓ୍ବତ...

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ 

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ...

ଦିନେ ଶାହରୁଖଙ୍କୁ ଅଟକାଇଥିଲେ

ମୁମ୍ବାଇ,୨୭।୧୦: ଡ୍ରାଗ୍ସ ମାମଲାରେ ଛନ୍ଦି ହୋଇଥିବା ଆର୍ଯ୍ୟନ ଖାନଙ୍କୁ ବୁଧବାର ମଧ୍ୟ ଜାମିନ ମିଳିନାହିଁ। ତାଙ୍କ ନିକଟରୁ କୌଣସି ଡ୍ରାଗ୍ସ ମିଳି ନ ଥିଲା। ଏହାସତ୍ତ୍ୱେ...

ରାଜଦ୍ରୋହ ଆଇନର ସାମ୍ବିଧାନିକ ବୈଧତା, ୪ ଦିନରେ ଜବାବ୍‌ ଦାଖଲ କରିବେ କେନ୍ଦ୍ର ସରକାର, ମେ‘ ୫ରେ ଶୁଣାଣି…

ନୂଆଦିଲ୍ଲୀ, ୨୭।୪ : ରାଜଦ୍ରୋହ ଆଇନର (୧୨୪-ଏ) ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ବୁଧବାର ଦିନ...

୧୨ ମନ୍ତ୍ରୀ ଧରାଶାୟୀ : ମଇଦାନରେ ଥିଲେ ୩୧…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ...

ଏସ୍‌ସିଏସ୍‌ରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ,୮ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ରେ ଏପ୍ରିଲ ମାସ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଏହି ବିଶାଳ ଜଳରାଶି ଉପରେ ଚାଇନା ନିଜ ଏକଚାଟିଆ ଆଧିପତ୍ୟ ଜାହିର କରୁଥିବାବେଳେ...

ଦିନରେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ, ନୀତୀଶଙ୍କ ବିବୃତ୍ତିର ଉତ୍ତର ଦେଲେ ରବିଶଙ୍କର…

ନୂଆଦିଲ୍ଲୀ, ୭।୯ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ନେଇ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର...

Advertisement
Archives

Model This Week