ଭାରତ ଆଗରେ ୧୬୫ ରନ୍ର ଟାର୍ଗେଟ
ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ଆଗରେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି ଇଂଲଣ୍ଡ। ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଇଂଲଣ୍ଡ ହାସଲ କରିପାରି ନ ଥିଲା ବଡ଼…
ପଞ୍ଜାବରେ ଦେଖିବାକୁ ମିଳିଲା ପାକିସ୍ତାନ ଡ୍ରୋନ
ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍ଏଫ୍ ପକ୍ଷରୁ ଡ୍ରୋନ ଉପରେ ଆକ୍ରମଣ କରାଯାଇଥିଲା। ହେଲେ ଡ୍ରୋନଟି ପାକିସ୍ତାନ ସୀମାକୁ ଫେରି ଯିବାରେ ସଫଳ ହୋଇଛି। ପାକିସ୍ତାନ…
ଭଣଜାଙ୍କ ଉପରେ ରାଗିଗଲେ ଗୋବିନ୍ଦା
ବଲିଉଡର ଭେଟେରାନ ଅଭିନେତା ଗୋବିନ୍ଦା ଏବେ ତାଙ୍କ ଭଣଜା ତଥା କମେଡିଆନ କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଛି। ଏବେ ଭଣଜାଙ୍କ ପରିବାରଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଗୋବିନ୍ଦା। ଏକ ସାକ୍ଷାତକାରରେ ଗୋବିନ୍ଦା କୃଷ୍ଣାଙ୍କୁ ଜଣେ ଭଲ ବ୍ୟକ୍ତି ଭାବରେ ବର୍ଣ୍ଣନା…
ବୋହୂଙ୍କୁ ପେଟ୍ରୋଲ ଢାଳି ପୋଡି ଦେଲେ
ଗୋଲାମୁଣ୍ଡା,୧୪।୩: କଳାହାଣ୍ଡି ଜିଲା କେଗାଁ ଥାନା କନକପୁର ଗ୍ରାମ ନିକଟ ଜଙ୍ଗଲରୁ ପୋଲିସ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ ପରେ ରବିବାର ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି। ଏନେଇ…
କାହିଁକି ଭୟ କରୁଛି ତୃଣମୂଳ କଂଗ୍ରେସ: ଅମିତ ଶାହା
କୋଲକତା,୧୪।୩: ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ଭାଜପାକୁ ମଜବୁତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆସାମରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ…
ଟିକେଟ୍ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା
ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସୁଭାଷ କେଶ କାଟିଛନ୍ତି। ସୁଭାଷ କହିଛନ୍ତି ଯେ ମୁଁ କୌଣସି ଦଳରେ ଯୋଗଦେବାକୁ ଯାଉନାହିଁ…
‘ ଘାଇଲା ବାଘ ବେଶ୍ ବିପଦଜନକ ’
କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍ ବିପଦଜନକ। ହ୍ବିଲଚେୟାରରେ ବସି ରବିବାର କୋଲକାତାରେ ଏକ ରୋଡ୍ଶୋରେ ଏଭଳି କହି ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଚେତାଇ ଦେଇଛନ୍ତି ପଶ୍ଚିମବଙ୍ଗ…
ଏହି କାରଣରୁ କୁହି ଚାଓ୍ବଲାଙ୍କ ସହ ୬-୭ ବର୍ଷ କଥା ହେଉ ନ ଥିଲେ ଅମିର ଖାନ
ମୁମ୍ବାଇ: ବଲିଉଡ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ପ୍ରଥମ ଥର ପାଇଁ ‘କୟାମତ ସେ କୟାମତ ତକ’ରେ ଏକାଠି ନଜର ଆସିଥିଲେ। କିନ୍ତୁ ଆପଣ ଜାଣନ୍ତି କି ‘ଇଶ୍କ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଏକ…
ଏନ୍କାଉଣ୍ଟର୍ ସ୍ପେସାଲିଷ୍ଟ ସଚିନଙ୍କୁ ରିମାଣ୍ଡରେ ନେଲା ଏନ୍ଆଇଏ
ଗିରଫ ମୁମ୍ବାଇ,୧୪।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଅଭିଯୋଗରେ ଏନ୍କାଉଣ୍ଟର୍ ସ୍ପେସାଲିଷ୍ଟ ସଚିନ ବାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଦୀର୍ଘ ୧୧ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରିଥିଲା। ରବିବାର ମୁମ୍ବାଇ ଅଦାଲତରେ ହାଜର…
ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ନାବାଳିକାଙ୍କ ଜୀବନ
ପାରଳାଖେମୁଣ୍ଡି:୧୪।୩: ଗଜପତି ଜିଲା ସଦରମହକୁମାର ପାରଳାଖେମୁଣ୍ଡିଠାରୁ ୫କି.ମି କିମି ଦୂର କତଲକଇଠା ଗ୍ରାମରେ ରବିବାର ଏକ ବେସରକାରୀ ସଂସ୍ଥାର ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏସ୍. ଲକ୍ଷ୍ମୀ(୧୦)। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି…
ପଦାର୍ପଣ କରିବେ ଇଶାନ, ସୂର୍ଯ୍ୟକୁମାର
ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ଯାଉଛନ୍ତି…
‘ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣାରେ ଆହତ ହୋଇଛନ୍ତି ମମତା’ : ଇସି
କୋଲକାତା,୧୪।୩ : ନନ୍ଦିଗ୍ରାମ ରୋଡ୍ଶୋ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଏହାକୁ ଆକ୍ରମଣ ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ହାଜର ହୋଇଥିଲା ତୃଣମୂଳ କଂଗ୍ରେସ। ତେବେ ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣା କାରଣରୁ ମମତା ଆହତ…
Archives


