Home Left

ଶିମିଳିପାଳ ପରେ ବରୁଣେଇରେ ନିଆଁ

ଖୋର୍ଦ୍ଧା ଅଫିସ,୧୫ା୩: ଶିମିଳିପାଳ ପରେ ନିଆଁ ଆଁରେ ଖୋର୍ଦ୍ଧା ଜିଲାର ବରୁଣେଇ ଜଙ୍ଗଲ। ରବିବାର ଗଡ଼ଖୋର୍ଦ୍ଧା ନିକଟ ବରୁଣେଇ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୫ ହେକ୍ଟର ପରିମିତ ଅଞ୍ଚଳରେ ନିଆଁ ଲାଗିିଛି। ତେବେ କୌଣସି ଗଛ ନଷ୍ଟ ହୋଇନାହିଁ, କେବଳ…

‘ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’

ଭୁବନେଶ୍ୱର,୧୫।୩(ବ୍ୟୁରୋ):ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ସରକାର ତୁରନ୍ତ ଓ ସକ୍ରିୟ ପଦକ୍ଷେପ ନେଇଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ତ ପ୍ରକାର ନିରନ୍ତର ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଫରେଷ୍ଟ ଫାୟାର…

ଗାନ୍ଧିଜୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ

ପୁରୀ ଅଫିସ୍‌, ୧୫।୩:ଏକ ଐତିହାସିକ ବିଶ୍ୱାସ ରହିଆସିଛି ଯେ, ମହାତ୍ମା ଗାନ୍ଧୀ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ନ ଥିଲେ। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ ଥିବାରୁ ସେ ଏହାର ପ୍ରତିବାଦରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଚାହୁଁ ନ ଥିଲେ ବୋଲି…

ଖସୁଛି ଭୂତଳ ଜଳସ୍ତର

ଯାଜପୁର ଅଫିସ,୧୫ା୩: ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ କେହି ମାନୁନାହାନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଫଳରେ ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ଏହିକ୍ରମରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା…

ଧମକାଉଛି ବିଏମ୍‌ସି

ଭୁବନେଶ୍ୱର, ୧୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କ ଉପରେ ଦିନକୁ ଦିନ ଚାପ ବଢ଼ାଇବାରେ ଲାଗିଛି। ଲୋକଙ୍କ ବିରୋଧ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ହୋଲ୍‌ଡିଂ ଟିକସ ଖିଲାପକାରୀଙ୍କ ଘର ସିଲ୍‌ କରିବାକୁ ବସିଲାଣି ବିଏମ୍‌ସି। ନିୟମିତ…

‘ଟଳିନି ବିପଦ, ସତର୍କ ରୁହ’

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। କେରଳ, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣାରେ ସଂକ୍ରମଣ ଉପରମୁହାଁ ରହିଛି। ଏଠାରେ କରୋନାର ନୂଆ ରୂପ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ ଏହି ମହାମାରୀ ଏବେ…

ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ

ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍‌ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି। କରୋନା…

ପ୍ରେମକୁ ନେଇ ଚୁପ୍‌…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ତଥା ଚୁଲବୁଲୀ ଅଭିନେତ୍ରୀ ଭାବେ ପରିଚିତି ହାସଲ କରିଥିବା ଆଲିଆ ଭଟ୍ଟଙ୍କୁ ସୋମବାର ୨୮ ବର୍ଷ ପୂରଣ ହୋଇଛି। ୧୯୯୩ ମାର୍ଚ୍ଚ ୧୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ମାତା ସୋନୀ ରାଜଦାନ ଏବଂ ପିତା ମହେଶ…

ଖିଲାଡିଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର

ନୂଆଦିଲ୍ଲୀ,୧୪।୩ : ଖିଲାଡି ତଥା ଅକ୍ଷର କୁମାରଙ୍କ ଫ୍ୟାନଙ୍କ ଲାଗି ଖୁସି ଖବର। ଏହି ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଆକ୍‌ସନ-ଡ୍ରାମା ଫିଲ୍ମ ସୁରିୟବଂଶି ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ରିଲିଜ ହେବ। ଏ ନେଇ ଅକ୍ଷୟ ଟୁଇଟ୍‌ କରି ଫ୍ୟାନଙ୍କୁ…

୪ ଏମ୍‌ପିଙ୍କୁ ପ୍ରାର୍ଥୀ କଲା ଭାଜପା

କୋଲକାତା,୧୪।୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ସମେତ ୩ ଜଣ ଲୋକ ସଭା ସଦସ୍ୟ ଏବଂ ଜଣେ ରାଜ୍ୟ ସଭା ଏମ୍‌ପିଙ୍କୁ ପ୍ରାର୍ଥୀ କରାଯାଇଛି।…

ନାବାଳିକା ବଳାତ୍କାର ମାମଲାରେ ମହିଳା ଗିରଫ

ସମ୍ବଲପୁର,୧୪ା୩(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପୂର୍ବରୁ ସାହାସପୁର ପଞ୍ଚାୟତର ନାଏବ ସରପଞ୍ଚ ଆଲୋକ ବେହେରା, ଟାଉନ ଥାନା ଅନ୍ତର୍ଗତ ବୁଟିକ ମାଲିକ କିଶୋର ଶତପଥୀଙ୍କୁ…

ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ ଗଞ୍ଜାମ ଜିଲାକୁ ଟ୍ରେନ୍‌ ଯୋଗେ କରୋନା ହଟସ୍ପଟ ରାଜ୍ୟରୁ ଶତାଧିକ ପ୍ରବାସୀ ଫେରୁଛନ୍ତି। ମହାରାଷ୍ଟ୍ରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri