Home Left

ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଏଥିମଧ୍ୟରୁ ଲୋକେ ମଧ୍ୟ ଅନେକ କିଛି ଶିଖି ପାରୁଛନ୍ତି। ବର୍ତ୍ତମାନ…

ଭାଜପା ନେତାଙ୍କ ବିବାଦୀୟ ବୟାନ: ତାଜ ମହଲ ହେବ ରାମ ମହଲ

ଲକ୍ଷ୍ନୌ,୧୪ ।୩: ଉତ୍ତର ପ୍ରଦେଶ ବଲିୟା ଜିଲା ବୌରିୟାର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ସୁରେନ୍ଦ୍ର ସିଂ ମଝିରେ ମଝିରେ କିଛି ନା କିଛି ବିବାଦୀୟ ବୟାନ ଦେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ସେ କହିଛନ୍ତି ବହୁ ପୂର୍ବରୁ ତାଜମହଲ…

ମାଡ଼ି ଆସିଲା ବରଫ ଝଡ଼: ୨୦୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଡେନଭର,୧୪।୩: ଆମେରିକାର କୋଲୋରାଡୋ ରାଜ୍ୟରେ ବରଫ ଝଡ଼ ମାଡ଼ି ଆସିଛି। ଏହାର ପ୍ରଭାବରେ ରାସ୍ତାଘାଟ ହାତେ ବହଳର ବରଫରେ ପୋତି ହୋଇପଡ଼ିଛି। ରାଜ୍ୟର ରାଜଧାନୀ ଡେନଭରରେ ଗୋଟିଏ ରାତିରେ ୨୪ ଇଞ୍ଚର ବରଫାପାତ ହୋଇଛି। କେତେକ ଅଞ୍ଚଳରେ ୩୦ ଇଞ୍ଚର ବରଫ…

ଡିଏମ୍‌କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ

ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍‌କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ ସେ ଭାଜପାରେ ଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ…

କରୋନା ସଂକ୍ରମଣ: ଏବେ ଦୁଇ ନମ୍ବରରେ ବ୍ରାଜିଲ

ବ୍ରାସିଲିୟା,୧୪ ।୩: ପୁଣିଥରେ କିଛି ଦେଶରେ କରୋନା ମହାମାରୀ ବ୍ୟାପିବା ଆରମ୍ଭ କରିଛି । ବ୍ରାଜିଲରେ ଯେଉଁ ପରିମାଣରେ କରୋନା ବ୍ୟାପୁଛି ତାହା ଏବେ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରତିଦିନ ଏଠାରୁ ପ୍ରାଖାପାଖି ୭୦ ହଜାରରୁ ଅଧିକ ନୂଆ…

ସାବଧାନ! ଟିଭି ସିରିଏଲ୍‌ ଯୋଗୁ ବଢୁଛି ଛାଡ଼ପତ୍ର ମାମଲା

ଓ୍ବାଶିଂଟନ,୧୪।୩: ଏବେ ଟିଭି, କମ୍ପ୍ୟୁଟର, ମୋବାଇଲ ଆଦି ଆମ ଦୈନଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛି। ଏସବୁରେ ବ୍ୟସ୍ତ ରହି କେତେକ ନିଜର ବାସ୍ତବ ଜୀବନରେ ଜୀବନସାଥିଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଉଥିବା…

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌

ଭୁବନେଶ୍ୱର,୧୪।୩(ବ୍ୟୁରୋ): ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ଦ୍ଦେଶନାମା ଜାରି କରିଛି। ବିଏମ୍‌ସି ଡେପୁଟି କମିଶନର (ରାଜସ୍ବ)ଙ୍କ ପକ୍ଷରୁ ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ପଠାଯାଇଥିବା ଚିଠିରେ ଉଲ୍ଲେଖ…

ଆନ୍ଦୋଳନ ସ୍ଥଳରେ ପକ୍କା ଘର ନିର୍ମାଣ କରି ଅଡୁଆରେ କୃଷକ

ନୂଆଦିଲ୍ଲୀ,୧୪ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକମାନେ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ଆନ୍ଦୋଳନରେ ବସିଛନ୍ତି । ୧୦ଥରରୁ ଅଧିକ ଥର କେନ୍ଦ୍ର ସରକାରଙ୍କ ସହ କୃଷକନେତାମାନେ କଥା…

ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା

ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଏହା ଅବିକଳ ଏୟାରପୋର୍ଟ ପରି ଦେଖାଯାଉଛି। ଏହି…

କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌ ଅଫିସରଙ୍କ ମନ ଜିଣିଲା ଏହି ଭିଡିଓ, ଆପଣ ବି ଦେଖିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। କିଛି ଭିଡିଓ ଦେଖି ଲୋକେ ହସିହସି ଗଡ଼ିଯାନ୍ତି। ଠିକ୍‌ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଆଇଏଏସ୍‌ ଅଫିସର…

ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। କମିଶନରେଟ ପୋଲିସ ତଦନ୍ତ ମଧ୍ୟ କରିଥିଲା। ହେଲେ ଘଟଣାକୁ ପୂରା ଚପାଇ ଦିଆଯାଇଥିଲା। ଶନିବାର…

ହ୍ୱିଲ ଚେୟାରରେ ବସି ମେଗା ରୋଡ ଶୋ’ କରିବେ ଦିଦି

କୋଲକାତା,୧୪ ।୩: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏବେ ସମସ୍ତ ରାଜନୈତିକ ଦଳ ବିଜୟ ଲକ୍ଷ୍ୟରେ ନିଜର ସମସ୍ତ ଶକ୍ତି ଲଗାଇ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ହୋଇଗଲେଣି । ତେବେ ପଶ୍ଚିମବଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri