କ୍ଷମତା ଦଖଲ ଲକ୍ଷ୍ୟ: ହ୍ବିଲ୍ଚେୟାରରେ ବସି ପ୍ରଚାର କଲେ ମମତା
କୋଲକାତା,୨୯।୩: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍ ୧ରେ କରାଯିବ। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ହଟାଇବା ଲାଗି ପ୍ରୟାସ ଜାରି ରଖିଛି। ଅପରପକ୍ଷରେ ମମତା ରାଜ୍ୟରେ ପୁଣି ତୃଣମୂଳ କଂଗ୍ରେସର ସଫଳତା ଦୋହରାଇ…
ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି
ମୁମ୍ବାଇ,୨୯।୩: ଏନ୍ସିପି ଅଧ୍ୟକ୍ଷ ଶରଦ ପଓ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। ସେଠାର ତାଙ୍କର ଏଣ୍ଡୋସ୍କୋପି କରାଯାଇଛି। ତାଙ୍କ ଗଲ୍ ବ୍ଲାଡରରେ ସମସ୍ୟା ଥିବା ଡାକ୍ତର କହିଛନ୍ତି।…
କମଲା ହାରିସ୍ ହୋଲି ଅବସରରେ କହିଲେ ଏପରି…
ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ ଥିବା ମତଭେଦ ଭୁଲି ଏକାଠି ହେବା ଆବଶ୍ୟକ। ହୋଲିର ରଙ୍ଗ ଭଲ ପାଉଥିବା ଲୋକଙ୍କୁ…
ପିପିଲି ଉପନିର୍ବାଚନରେ ହେବ ତ୍ରିମୁଖୀ ଲଢ଼େଇ: ଶେଷରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ପୁରୀ ଅଫିସ,୨୯।୩: ଭାଜପା ଓ ବିଜେଡି ପରେ ପିପିଲି ଉପନିର୍ବାଚନ ପାଇଁ ଶେଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଥର ପୁଣି ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ସାଧାରଣ…
ସୁଏଜ୍ କେନାଲ ଉପରୁ ସଙ୍କଟ ହଟିଲା
କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ ଏଭଳି…
ଗଡ଼ିଲାନି ମୋ ବସ୍
ଭୁବନେଶ୍ୱର,୨୮।୩(ବ୍ୟୁରୋ): ମୋ ବସ ସେବା ସୋମବାର ବନ୍ଦ ରହିଛି। ହୋଲିକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି। କେବଳ ପ୍ରଥମାର୍ଦ୍ଧରେ ଏହା ବନ୍ଦ ରହିବ। ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ…
କରୋନା ମାଡ଼ରେ ଫିକା ହୋଲି
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି। ହୋଲିକୁ ଆନନ୍ଦର ପର୍ବ ଭାବି, ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ…
ଏହି କାରଣ ପାଇଁ ହୋଲିରେ ପିଆଯାଏ ଭାଙ୍ଗ
ଆନନ୍ଦର ପର୍ବ ହୋଲି। ଏହି ଉତ୍ସବରେ ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ ବିନା ହୋଲି ଅଧୁରା, ସେହିପରି ଭାଙ୍ଗ ବିନା ହୋଲି ଖାଲି ଖାଲି ଲାଗିଥାଏ। ହୋଲିରେ ଭାଙ୍ଗ ମିଶା ସର୍ବତର ମଜା…
ଘରକୁ ଆସୁଛନ୍ତି ନୂଆ ଅତିଥି ମା’ ହେବେ ସେଲିବ୍ରିଟି
କରୋନା ମହାମାରୀ ଭିତରେ ବଲିଉଡ୍ରୁ ଆସିଛି ଖୁସି ଖବର। ଜଣେ କି ଦୁଇଜଣ ନୁହେଁ, ଚଳିତବର୍ଷ ଏକାଧିକ ସେଲିବ୍ରିଟି ମାତୃତ୍ୱ ଲାଭ କରିବେ। ମା’ ହେବାରୁ କଳ୍ପନାତୀତ ଖୁସି ବିଷୟରେ ସେମାନେ ସୋସିଆଲ ମଡ଼ିଆରେ ନିୟମିତ ସୂଚନା ଦେଇ ଚାଲିଛନ୍ତି। ଏହାକୁ…
ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା
ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା…
ଖାଲି ହାତରେ ସ୍ବଦେଶ ଫେରିଲା ଇଂଲଣ୍ଡ
ପୁଣେ,୨୮।୩ : ଏଥର ଖାଲି ହାତରେ ଫେରିଛି ଇଂଲଣ୍ଡ। କୌଣସି ଫର୍ମାଟରେ ଜିତିପାରିଲା ନାହିଁ ସିରିଜ୍। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଫିଲ୍ଡିଂ ବର୍ତ୍ତମାନ କେଉଁ ସ୍ଥରର ତାହା ଦେଖିବାକୁ ମିଳିଲା। ପ୍ରଥମେ ଟେଷ୍ଟ ଓ ଟି୨୦ ଆଉ ଏବେ…
ପାକିସ୍ତାନର କିମ୍ବଦନ୍ତୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଫିକ୍ସିଂରେ ଜଡ଼ିତ ଥିବା କ୍ରିକେଟର
ଲାହୋର,୨୮।୩ : ବଲକୁ ରିଭର୍ସ ସିଇଂ କରାଇବା ଲାଗି ଚିଟିଂ କରୁଥିଲେ କିମ୍ବଦନ୍ତୀ ପାକିସ୍ତାନ ପେସର ଓ୍ବାକର ୟୁନିସ। ଏଭଳି ମନ୍ତବ୍ୟ ଦେଇ ଅନ୍ତର୍ଜାତୀୟ ସ୍ତରରେ ୭୮୯ ଉଇକେଟ ହାତେଇଥିବା ଓ୍ବାକରଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପାକିସ୍ତାନ ବୋଲର…
Archives


