ଏଥର ବି ମିଳିବନି ସୁଯୋଗ
ଲଣ୍ଡନ,୧୧।୮ : ଶାର୍ଦ୍ଦୁଳ ଠାକୁର ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳିପାରିବେ ନାହିଁ। ଏଭଳି ସ୍ଥଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦଳରେ ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଶାର୍ଦ୍ଦୁଳଙ୍କ ସ୍ଥାନରେ ଜଣେ ପେସରଙ୍କୁ ଦଳରେ ନିଆଯିବ। ଏହା ସ୍ପଷ୍ଟ କରିଛନ୍ତି…
ପ୍ରତାରଣା ପାଇଁ ଗଲେ ଜେଲ
କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର ବୃନ୍ଦାବନ ନାଏକ (୨୨)। ସୂଚନା ଅନୁଯାୟୀ, ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜଣେ…
ସାର୍ଟିଫିକେଟ୍ ପିଛା ହଜାରେରୁ ୧୫ଶହ ନେଉଥିଲେ ପ୍ରଧାନ ଶକ୍ଷୟିତ୍ରୀ
ମାଲକାନଗିରି,୧୧।୮(ଡି.ଏନ.ଏ.): ମାଲକାନଗିରି ଜିଲା ସିନ୍ଧ୍ରିମାଳ କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ନାୟକ ମୋ ସ୍କୁଲ ଅଭିଯାନ ନାମରେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ତାଙ୍କୁ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତେବେ ଏହାକୁ…
ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଭାଜପା ନେତା
ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର ମଞ୍ଜୁର କରିଛନ୍ତି। ଧାର୍ମିକ ହିଂସାକୁ ପ୍ରୋତ୍ସାହିତ କରିବା ମାମଲାରେ ଅଶ୍ୱିନୀଙ୍କ ସମେତ ୫ ଜଣଙ୍କୁ…
ପଞ୍ଚାୟତକୁ ଆସିଥିଲା ୮୦ ଲକ୍ଷ ଟଙ୍କା, ଖର୍ଚ୍ଚ କରିପାରିଲେନି ସରପଞ୍ଚ
ଜଳେଶ୍ୱର,୧୧।୮(ଡି.ଏନ.ଏ.): ପଞ୍ଚାୟତରେ ପିଇବାପାଣି, ସ୍ବଚ୍ଛତା, ଆଲୋକୀକରଣ, ରାସ୍ତା ନିର୍ମାଣ ଭଳି ଉନ୍ନତି ମୂଳକ କାର୍ଯ୍ୟ ଲାଗି ଆସିଥିଲା ୮୦,୭୪,୭୯୪ ଟଙ୍କା। କିନ୍ତୁ ଏହାକୁ ଖର୍ଚ୍ଚ କରିପାରିଲେ ନାହିଁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକିଡିଆ ପଞ୍ଚାୟତ ସରପଞ୍ଚ ବଳରାମ ବର୍ଷାଳ। ଏଥିଯୋଗୁ…
ଲର୍ଡ୍ସ ଟେଷ୍ଟ: ଇଂଲଣ୍ଡ ଆଗରେ ବଡ଼ ଚ୍ୟାଲେଞ୍ଜ
ଲଣ୍ଡନ,୧୧।୮ : ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ। ପ୍ରଥମ ମ୍ୟାଚ୍ରେ ବର୍ଷା ଯୋଗୁ ପରାଜୟରୁ ବର୍ତ୍ତି ଯାଇଥିବା ଘରୋଇ ଦଳର ମ୍ୟାନେଜମେଣ୍ଟ ଏବେ ଚିନ୍ତାରେ। ଦ୍ୱିତୀୟ ମ୍ୟାଚ୍ରେ…
ରୂପ ଦେଖିବେ ନା ଗୁଣ- କିଭଳି ବାଛିବେ ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ…
ସୁନା ବିକିବାକୁ ଆସି ଧରାପଡ଼ିଲେ
ଗଞ୍ଜାମ,୧୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା କରପଡା ଗ୍ରାମର ବୃନ୍ଦାବନ ଚାର୍ଟଙ୍କ ଘରୁ ଗତ ୨୮ ତାରିଖରେ ୨୧ ଭରି ସୁନା, ୧୦୦ ଭରି ରୁପା ସହ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଥିଲା। ଏ ନେଇ ଗଞ୍ଜାମ ଥାନାରେ ଏକ (ନଂ.୧୧୨/୨୧)…
ସପ୍ତାହନ୍ତ କର୍ଫ୍ୟୁରେ ପରିବର୍ତ୍ତନ
ଲକ୍ଷ୍ନୌ,୧୧।୮: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ସମ୍ଭାବ୍ୟ ତୃତୀୟ ଲହରର ଆଶଙ୍କା ରହିଛି। କେରଳରେ, ଯେଉଁଠାରେ କରୋନା ମାମଲା କ୍ରମାଗତ ବୃଦ୍ଧି ପାଉଛି, ସେଠାରେ ଏଭଳି…
ଡବ୍ଲ୍ୟୁଟିସି-୨ ଆରମ୍ଭରୁ ଝୁଣ୍ଟିଲେ ଭାରତ, ଇଂଲଣ୍ଡ
ଦୁବାଇ,୧୧।୮ : ନିକଟରେ ଅମୀମାଂସିତ ଭାବେ ଶେଷ ହୋଇଥିବା ଟ୍ରେଣ୍ଟ ବ୍ରିଜ ଟେଷ୍ଟରୁ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସଂସ୍କରଣ। ପ୍ରଥମ ସଂସ୍କରଣର ଉପବିଜେତା ଭାରତ ଓ ଇଂଲଣ୍ଡ ଆରମ୍ଭରୁ ହିଁ ଝୁଣ୍ଟି ପଡ଼ିଛନ୍ତି। ପ୍ରଥମ ମ୍ୟାଚ୍ରେ…
କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ପ୍ରଦୀପ ପାଣିଗ୍ରାହୀ। ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା…
ମେକ୍ ଇନ୍ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ
ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏହାକୁ ତିଆରି କରିଥିବା ଶେଖ୍ ଇସ୍ମାଇଲ ଅରଫ ମୁନ୍ନା ଶେଖଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…

