Home Left

ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ

ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନ୍ୟପକ୍ଷେ କଳାହାଣ୍ଡି…

ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା

ଲକ୍ଷ୍ନୌ,୨୯।୩ : ଉତ୍ତର ପ୍ରଦେଶର ଏଟାଓ୍ବା ଜିଲାର ମେବତି ତୋଲା ଅଞ୍ଚଳରେ ହୋଲି ପାଳନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଆକ୍ରମଣରେ ମୃତ ମହିଳାଙ୍କ ପରିବାର ୫ ସଦସ୍ୟ ଆହତ ହୋଇଛନ୍ତି। ନିଶାଗ୍ରସ୍ତ ଅବସ୍ଥାରେ କିଛି…

ଆଇସିସି ଡବ୍ଲ୍ୟୁସି ସୁପର ଲିଗ୍‌ ତାଲିକାରେ ଉଠିଲା ଭାରତ

ନୂଆଦିଲ୍ଲୀ,୨୯।୩ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁରୁଷ ବିଶ୍ୱକପ୍‌ ସୁପର ଲିଗ୍‌ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌କୁ ୭ ରନ୍‌ରେ ଜିତିବା ସହ ଭାରତୀୟ ଦଳ ୨-୧ରେ ହାତେଇ ନେଇଛି ଦିନିକିଆ…

ମାନିଲେନି କଟକଣା, ଗଣିଲେ ଜରିମାନା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲିଖେଳ ଉପରେ ଲଗାଇଥିଲେ କଟକଣା। ତେବେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅମାନିଆମାନେ କଟକଣାକୁ ଫୁ’ କରିଦେଇଛନ୍ତି। ସର୍ବସାଧାରଣରେ ଦଳବଦ୍ଧ ହୋଇ ହୋଲି ଖେଳି କଟକଣା ଭଙ୍ଗ କରିଥିବା…

ନୂଆପଡ଼ା ଜିଲାରେ ହଟ୍‌ସ୍ପଟ୍‌ ପାଲଟିଛି ମୁଖ୍ୟ ଚିକିତ୍ସାଳୟ

ନୂଆପଡ଼ା,୨୯।୩ : ନୂଆପଡ଼ା ଜିଲାରେ ଗୋଟିଏ ଦିନରେ ୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାର ହଟସ୍ପଟ୍‌ ପାଲଟିଛି ଜିଲାର ମୁଖ୍ୟ ଡାକ୍ତରଖାନା। ରବିବାର ଦୁଇ ଜଣ ଚିହ୍ନଟ ହୋଇଥିବାବେଳେ ସୋମବାର ଚିହ୍ନଟ ହୋଇଛନ୍ତି ୧୬ ଜଣ। କୋମନା ବ୍ଲକରୁ…

ଭାଇରସ୍‌ ଲାଇବ୍ରେରି

ଲଣ୍ଡନ: ଲାଇବ୍ରେରି। ଏହି ଶବ୍ଦ ଉଚ୍ଚାରଣା ହେବା ମାତ୍ରକେ ମନରେ ଆପଣାଛାଏଁ ପ୍ରତିବିମ୍ବିତ ହୁଏ ଗଦା ଗଦା ବହିର ପ୍ରତିଛବି। ଏକ ବିରାଟ ହଲ୍‌। ଆଉ ନିଃଶବ୍ଦରେ ପୁସ୍ତକ ଭିତରେ ମଜ୍ଜିଯାଇଥିବା ଅନେକ ମୁହଁ। ହେଲେ ବ୍ରିଟେନରେ ଥିବା ୧୦୫ ବର୍ଷ…

ଖେଳୁ ଖେଳୁ ଫାଶିରେ ଝୁଲି ପଡ଼ିଲା ୯ ବର୍ଷୀୟା ଝିଅ

ହାଇଦ୍ରାବାଦ,୨୯।୩ : ଗତ ସପ୍ତାହରେ ୯ ବର୍ଷୀୟା ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ହାଇଦ୍ରାବାଦ୍‌ ପୋଲିସ। ଏହି ସନ୍ଦେହଜନକ ମୃତ୍ୟୁ ମାମଲାର ପୋଲିସ ତନାଘନା କରୁଛି। ତେବେ କୁନି ଝିଅଟି ଖେଳୁ ଖେଳୁ ଏଭଳି ଭୁଲ କରିଥାଇପାରେ ବୋଲି ପୋଲିସ…

ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା ଗଁଦିଆ ଥାନା କାଲୁରିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଲିଘାଟରୁ ବାଲି ବୋଝେଇକରି ଫେରୁଥିବା ଏକ ଟ୍ରାକ୍ଟର ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନରୋତ୍ତମ…

୬ ଗ୍ରାମ୍‌ ବ୍ରାଉନସୁଗାର ଜବତ

ଢେଙ୍କାନାଳ ଅଫିସ,୨୯।୩: ଢେଙ୍କାନାଳ ସହରସ୍ଥିତ କାଞ୍ଚନ ବଜାରରେ ଅବକାରୀ ବିଭାଗ ଚଢ଼ାଉକରି ୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ଧଳାଜହର ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ଅନନ୍ତ କୁମାର ସାହୁ ଓରଫ ଅନୁ(୪୮) ଗିରଫ ହୋଇଛନ୍ତି। ତାଙ୍କଠାରୁ ୩ ହଜାର ୫୦୦…

ହୋଲିରେ ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ

କଟକସଦର,୨୯।୩: ହୋଲିରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇଁ ୪୨ ମୌଜା ଫାଣ୍ଡି ଅଧିକାରୀ କୃପାସିନ୍ଧୁ ବରାଡ଼ ଝାରକଟା ଗ୍ରାମରେ ଚଢାଉ କରିଥିଲେ। ସେତିକିବେଳେ ଚୋରାମଦ ବିକ୍ରେତା ଓ ତାଙ୍କ ସ୍ତ୍ରୀଙ୍କ ସମେତ ପରିବାରର ଅନ୍ୟ ଲୋକମାନେ ବ୍ଲେଡ୍‌ରେ ପୋଲିସ…

ଗୋଟିଏ ଓଭରରେ ୬ ଛକା ମାରିଲେ ଏହି ବ୍ୟାଟ୍ସମ୍ୟାନ

କଲମ୍ବୋ,୨୯।୩ : ଅଲରାଉଣ୍ଡର ଥିସାରା ପେରେରା ଶ୍ରୀଲଙ୍କାର ପ୍ରଥମ ଖେଳାଳି ଭାବେ ଗୋଟିଏ ଓଭରରେ ଲଗାଇଛନ୍ତି ୬ଟି ଛକା। ୩୧ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ ସୋମବାର ଖେଳାଯାଇଥିବା ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ୧୩ଟି ବଲର ସମ୍ମୁଖୀନ ହୋଇ ଖେଳିଛନ୍ତି…

ବରିଷ୍ଠ ନାଗରିକ, ଗର୍ଭବତୀଙ୍କୁ ମନା

ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବରିଷ୍ଟ ନାଗରିକ, ଗର୍ଭବତୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri