Posted inଖେଳ

ଦରମା ପାଇଁ ଚିନ୍ତାରେ ଅଛନ୍ତି ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌

ଇସଲାମାବାଦ,୧୨।୮: ପାକିସ୍ତାନ ଅଧିନାୟକ ବାବର ଆଜମ ନିକଟରେ ନିଜର ଦରମା ବଢାଇବା ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଅନୁରୋଧ କରିଛନ୍ତି। ବିଶ୍ୱର ନମ୍ବର ୧ନମ୍ବର ବ୍ୟାଟ୍ସମ୍ୟାନ ବାବର ତାଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ। ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ, ହାସନ ଅଲି ଏବଂ ଶାହିନ ଆଫ୍ରିଦି ମଧ୍ୟ ସେମାନଙ୍କ ଦରମାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବାବର ବର୍ଷକୁ ମାତ୍ର ୪୬ ଲକ୍ଷ ଟଙ୍କା ପାଉଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ୭ କୋଟି ଟଙ୍କା ପାଉଛନ୍ତି। ଅସନ୍ତୁଷ୍ଟ ହେବା ମଧ୍ୟ ଅନିବାର୍ଯ୍ୟ କାରଣ ପାକିସ୍ତାନର ଖେଳାଳିମାନେ ଏତେ କମ ବେତନ ପାଆନ୍ତି ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ବିସିସିଆଇ ଭାରତୀୟ ଖେଳାଳିଙ୍କୁ କୋଟି କୋଟି ଟଙ୍କା ଦେଉଥିବା ବେଳେ ପାକିସ୍ତାନୀ ଖେଳାଳିଙ୍କ ପାଖରେ ଟଙ୍କା ଅଭାବ ରହିଛି। ଏହି କାରଣରୁ ପାକିସ୍ତାନ ଖେଳାଳିମାନେ ଦରମା ପାଇଁ ବୋର୍ଡ ନିକଟରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆ ଆଗରେ ୧୫୮ ରନ୍‌ର ଟାର୍ଗେଟ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ...

ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ଖେଳାଳିଙ୍କ ସ୍ତ୍ରୀ ଜଣେ ଅଭିନେତ୍ରୀ

ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ।  ଦକ୍ଷିଣ ଭାରତୀୟ...

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ମୋଞ୍ଜା (ଇଟାଲୀ), ୮ା୯ (ଏଏଫ୍‌ପି)- ଇଟାଲିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ପାଇଁ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ ପୋଜିଶନ ହାସଲ କରିଛନ୍ତି।...

ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ: ପୂର୍ବାଞ୍ଚଳ ଚାମ୍ପିୟନ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ପୋଟର୍‌ସ କ୍ଲାଇମ୍ବିଂ ଚାମ୍ପିୟନଶିପ୍‌ର ୨୫ତମ...

ଏଥର ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ

ବେଙ୍ଗାଲୁରୁ, ୧୨।୨: ଆଇପିଏଲ୍‌-୨୦୨୨ରେ ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ପ୍ରଥମଥର ଆଇପିଏଲ୍‌ରେ ଅଲଗା ଅଲଗା ଟିମ୍‌ ପକ୍ଷରୁ ଖେଳିବେ।...

କରୋନା ଭାଇରସ୍‌: ଅଲିମ୍ପିକ କ୍ୱାଲିଫାୟର ଖେଳିବେନି ୪ ଚାଇନା ମହିଳା ଫୁଟବଲ୍‌ର

ବେଜିଂ,୩୦।୧(ପି.ଟି.)- ବହୁ ଚର୍ଚ୍ଚିତ କରୋନା ଭାଇରସ ପ୍ରଭାବିତ ଅଞ୍ଚଳରୁ ଆସିଥିବାର ଚାଇନାର ୪ଜଣ ମହିଳା ଫୁଟବଲର ଅଷ୍ଟ୍ରେଲିଆର ସିଡନୀରେ ଖେଳାଯିବାକୁ ଥିବା ଟୋକିଓ ଅଲିମ୍ପିକ୍ସ ମହିଳା...

ପୂର୍ବତନ ବିଶ୍ୱ ସ୍କେଟିଂ ଚାମ୍ପିୟନଙ୍କ ଅକାଳ ମୃତ୍ୟୁ

ସିଡ୍‌ନୀ, ୧୯ା୭ (ଏପି)- ପୂର୍ବତନ ବିଶ୍ୱ ଜୁନିୟର ପେୟାର ଫିଗର ସ୍କେଟିଂ ଚାମ୍ପିୟନ ଇକାଟରିନା ଆଲେଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲିଆ ଅଲିମ୍ପିକ କମିଟି ପକ୍ଷରୁ...

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ...

Advertisement
Archives

Model This Week