Home Left

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ

ଲର୍ଡସ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ହୋଇଛି। ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଗୋଟିଏ ଏବଂ ଇଂଲଣ୍ଡ…

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ ଭାରତୀୟ ସଙ୍ଗଠନ ଟାଇମ୍ସ ସ୍କୋୟାରରେ ଏପର୍ଯ୍ୟନ୍ତ ଉଡାଯାଇଥିବା ପତାକାଠାରୁ ସବୁଠାରୁ ବଡ ପତାକା ଉଡାଯିବ…

ସିଟ୍‌ ପାଇଁ ଝଗଡ଼ା କରିବାକୁ ଲାଗିଲେ ମା’-ଝିଅ; ଘଣ୍ଟାଏ ଯାଏ ଉଡିପାରିଲାନି ବିମାନ; ଆଉ ତା’ ପରେ…

ବସ୍‌ ହେଉ ଅଥବା ରେଳ, ଅନେକ ସମୟରେ ସରକାରୀ ଗାଡ଼ିରେ ସିଟ୍‌ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ। ହେଲେ ଯଦି ବିମାନରେ ସେଭଳି ଘଟେ ତାହା ଚକିତ କରିବା ସ୍ବାଭାବିକ। ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ ବିମାନବନ୍ଦରରେ ଏଭଳି ଏକ…

୧୫ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଜୁନ୍‌ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୨୪ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଅଧିକାଂଶ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କୋରାପୁଟରେ ନିଅଣ୍ଟିଆ ବର୍ଷା ନାହିଁ। ସେହିପରି ଭଦ୍ରକ, ଯାଜପୁର, କଳାହାଣ୍ଡି, କେନ୍ଦୁଝର…

୧୦ ମିନିଟ୍‌ ଧରି କୁନି ଝିଅକୁ ପାଖରେ ଧରି କଥା ହେଲେ ପ୍ରଧାନମନ୍ତ୍ରୀ : ଜାଣନ୍ତୁ ସେ କିଏ

ପୁଣେ,୧୨।୮: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଅନେକ ଲୋକେ ଇଚ୍ଛା କରନ୍ତି। ବୃଦ୍ଧଠାରୁ ଆରମ୍ଭ କରି ଶିଶୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ସମସ୍ତେ ମୋଦିଙ୍କୁ ଭେଟିବାର ସୁଯୋଗ ପାଇପାରନ୍ତି ନାହିଁ। ମହାରାଷ୍ଟ୍ରର ବରିଷ୍ଠ ନେତା ରାଧାକୃଷ୍ଣ ଭିଖେ…

କିନୌର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

କିନୌର,୧୨ ।୮: ହିମାଚଳ ପ୍ରଦେଶର କିନୌର ଜିଲାରେ ହୋଇଥିବା ଭୂସ୍ଖଳରେ ଗୋଟିଏ ବସ୍ ଓ ଅନ୍ୟ କିଛି ଯାନ ମାଟିତଳେ ପୋତି ହୋଇଯିବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ…

ସୋସିଆଲ ମିଡିଆର ଅପବ୍ୟବହାର: ସରକାରୀ ଚିଠି ଶେୟାର କରୁଛନ୍ତି ସରକାରୀ କର୍ମଚାରୀ

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଅଫିସର କର୍ମଚାରୀମାନେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଜିଲାପାଳଙ୍କ ନଜରକୁ ଆସିଛି। ବିଶେଷକରି ସରକାରୀ ଅଫିସଗୁଡ଼ିକର କିରାଣି ଷ୍ଟାଫ୍‌ମାନେ ବିଭିନ୍ନ ସକରାରୀ ଚିଠିକୁ ହ୍ବାଟ୍ସଆପ୍‌ ଏବଂ ଅନ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ…

ପୂଜାରେ କେବେବି ବ୍ୟବହାର କରନ୍ତୁ ନାହିଁ ଏହି ଫୁଲ; ରାଗିଯାଇପାରନ୍ତି ଦେବଦେବୀ

ଫୁଲ ହେଉଛି ପ୍ରକୃତିର ସବୁଠାରୁ ସୁନ୍ଦର ଉପହାର, ଯାହା ଦେବତାମାନଙ୍କର ପୂଜା ପାଇଁ ବ୍ୟବହାର କରିବା ସର୍ବୋତ୍ତମ ବୋଲି କୁହାଯାଏ। ସନାତନ ଧର୍ମ ଅନୁଯାୟୀ, କୌଣସି ପୂଜା ଫୁଲ ବିନା ଅସମ୍ପୂର୍ଣ୍ଣ। ଫୁଲ ସରଳତା ଏବଂ ଶୁଦ୍ଧତାର ପ୍ରତୀକ। ଏହାକୁ ବ୍ୟବହାର…

ସ୍ପଷ୍ଟ ଦିବାଲୋକରେ ଘରେ ପଶି ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତମାନେ ଗେଟ୍‌ ଭାଙ୍ଗି ଘରେ ପଶି ଗଡରେଜରୁ ନଗଦ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଲୁଟିନେଇଛନ୍ତି।…

ତିନି ବର୍ଷ ପରେ ଏବେ ପୁଣି ସେହି ମଇଦାନ, ପୁଣି ସେହି ତାରିଖ; ମ୍ୟାଚ୍‌ର ଫଳାଫଳକୁ ଅପେକ୍ଷା…

ନୂଆଦିଲ୍ଲୀ,୧୨।୮: ଲଣ୍ଡନରେ ଥିବା ଲଡ୍ସ କ୍ରିକେଟ ଗ୍ରାଉଣ୍ଡ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଭଲ ସାବ୍ୟସ୍ତ ହୋଇନାହିଁ। ଏଠାରେ ଖେଳାଯାଇଥିବା ଟେଷ୍ଟ ଇତିହାସରେ ଭାରତ କେବଳ ଦୁଇଟି ମ୍ୟାଚ୍‌ ଜିତିଛି। ଏଯାବତ ୧୮ ଟେଷ୍ଟ ଖେଳିଥିଲେ ହେଁ ଦଳ ସର୍ବଦା ସଂଘର୍ଷ…

ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ନେଇ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି ା ଏହାର ପ୍ରତିବାଦରେ ଗୁରୁବାର ଛତପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ…

ସରକାରୀ କାର୍ଯ୍ୟରେ ଅବହେଳା: ୩ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ସରକାରୀ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ନେଇ ୩ ଜଣ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେମାନେ ହେଲେ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅଧୀନ ଝରାପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?