Posted inଫୁରସତ

୯ ବର୍ଷରେ ୪୪ରୁ ଊର୍ଦ୍ଧ୍ୱ ହାତୀଦାନ୍ତ ଜବତ

ହାତୀକୁ ହତ୍ୟା କରି ଶିକାରୀମାନେ ତା’ର ଦାନ୍ତ ଚୋରା ଚାଲାଣ କରୁଛନ୍ତି। ୨୦୧୨ ଜୁଲାଇରୁ ଏପର୍ଯ୍ୟନ୍ତ ୯ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଏନେଇ ୨୯ ମାମଲା ରୁଜୁ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବହୁ ହାତୀଦାନ୍ତ ଜବତ କରାଯାଇଛି। ଚଳିତବର୍ଷ ଜାନୁୟରୀ ୧୪ରେ ସମ୍ବଲପୁରରୁ ୨ଟି, ଫେବୃୟାରୀ ୭ରେ କେନ୍ଦୁଝରରୁ ୨ ହାତୀ ଦାନ୍ତ ଜବତ ହେବା ସହିତ ୩ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌। ସେହିମାସ ୨୪ ତାରିଖରେ ମୟୂରଭଞ୍ଜ କପ୍ତିପଦାରେ ପ୍ରାୟ ୪୪କେଜିର ଦୁଇଟି ହାତୀ ଦାନ୍ତ ଜବତ ହୋଇଥିଲା। ସେହିଭଳି ମାର୍ଚ୍ଚ ୨୬ରେ ଦେବଗଡ଼ ଖମାର ରେଞ୍ଜ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ ହେବା ସହିତ ୨ଜଣଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୨୪ରେ ନୟାଗଡ଼ ଗଣିଆ ରେଞ୍ଚ ଅଞ୍ଚଳରେ ୨ଟି ହାତୀ ଦାନ୍ତ ଜବତ କରାଯିବା ସହିତ ଦୁଇଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ରୋଜଗାରର ୧୫୦ ଟଙ୍କା ବି କୋଟିଏ ଟଙ୍କା ପରି ଲାଗୁଥିଲା: ସୁଚିତ୍ରା ମିଶ୍ର

ଜୀବନର ପ୍ରଥମ ରୋଜଗାରର ପୁଲକ ସତରେ କ’ଣ ବଖାଣିହୁଏ? ସେଦିନର ସେ ଅନୁଭବ ଏବେ ବି ହୃଦୟରେ ଶିହରଣ ଖେଳାଏ। ଅତୀତର ସେଇ ଅପୂର୍ବ ମୁହୂର୍ତ୍ତଟି...

୧୦୫ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ହାସଲ କଲେ ମହିଳା, ସାରା ବିଶ୍ୱ ଏବେ କରୁଛି ପ୍ରଶଂସା

ୱାଶିଂଟନ: ସାଧାରଣତଃ କଲେଜ ପଢ଼ା ସରିଯିବା ପରେ ଆଉ କେହି ପଢ଼ିବାକୁ ପସନ୍ଦ କରି ନ ଥାନ୍ତି। ପଢ଼ିବା ପାଇଁ ଆଉ ବୟସ ନ ଥିବା...

ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ...

ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ, ଛୁଟି ସହ କଟିବ…

ନୂଆଦିଲ୍ଲୀ,୨୨ା୬: ଏଣିକି ବିଳମ୍ବରେ ଅଫିସ ଆସିଲେ ଫସିବେ ସରକାରୀ କର୍ମଚାରୀ। କର୍ମଚାରୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଠିକ୍‌ ସମୟରେ ଅଫିସରେ ନ ପହଞ୍ଚିଲେ ଅଧାଦିନର...

ମୃତ୍ୟୁ ପରେ ବିବାହ

କୁଆଲାଲ୍‌ମ୍ପୁର: ବିବାହର ଠିକ୍‌ ପୂର୍ବରୁ ମାଲେସିଆର ୟାଙ୍ଗ୍‌ ଜିଙ୍ଗ୍‌ଶାନ(୩୧) ଏବଂ ଲି ଜୁଇଙ୍ଗ୍‌(୩୨) ନାମକ ଏକ ପ୍ରେମୀ ଯୁଗଳଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟେ ପ୍ରାୟ ୩...

ପରିବାରରେ ୬ ପିଢ଼ିର ୧୮୫ ସଦସ୍ୟ

ଆଜମେର: ସମ୍ପ୍ରତି ଜଏଣ୍ଟ ଫ୍ୟାମିଲିର ଧାରା ସମାପ୍ତ ହେଉଥିବା ବେଳେ ଅଧିକାଂଶ ଲୋକ ନ୍ୟୁକ୍ଲିଆର ଫ୍ୟାମିଲିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ...

ବିଶ୍ୱର ପ୍ରଥମ ସେଲ୍‌ଫି କିଏ ନେଇଥିଲେ ଜାଣନ୍ତି

ଆଜିକାଲି ସେଲଫି କ୍ରେଜ୍‌ ଚାଲିଛି । ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନରେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସେଲଫି କେବଳ ଫଟୋ...

ମହିଳା ସଶକ୍ତୀକରଣ ଓ ଯୋଗ

ଯୋଗ ହେଉଛି ଏକଧରଣର ଐତିହ୍ୟବାହୀ ଶାରୀରବୃତ୍ତ ମାନସିକ ସାଧନ ପ୍ରଣାଳୀ। ଆମ ଦେଶ ଭାରତ ହିଁ ଯୋଗର ଜନ୍ମଭୂମି। ‘ଯୋଗ’ ଶବ୍ଦଟିର ଆକ୍ଷରିକ ଅର୍ଥ ‘ଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri