Home Left

ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ

ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜଣେ ମା’ ରୂପେ ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ନା ନାହିଁ?…

ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୁଚବିହାର ଅଞ୍ଚଳରେ ହୋଇଥିବା ହିଂସାକୁ ନେଇ ରାଜ୍ୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ…

ଆଜି ଚେନ୍ନାଇ-ଦିଲ୍ଲୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିପାରିବେ ଏହି ମ୍ୟାଚ୍‌

ନୂଆଦିଲ୍ଲୀ,୧୦।୪: ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିିମିୟମ ଲିଗ୍‌(ଆଇପିଏଲ୍‌)-୨୦୨୧। ଶନିବାର ଏହାର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ଖେଳାଯିବ। ତେବେ ଆସନ୍ତୁ ଜାଣିବା ଆପଣ କେବେ, କେଉଁଠି ଏବଂ କେଉଁ ଚ୍ୟାନେଲରେ ଏହାକୁ ଦେଖିପାରିବେ। କେବେ ଖେଳାଯିବ:…

ସନ୍ନି ଲିଓନିଙ୍କୁ ବିବାହ ବାର୍ଷିକୀରେ ଏମିତି ଉପହାର ଦେଲେ ସ୍ବାମୀ

ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ସନ୍ନି ଏବଂ ସ୍ବାମୀ ଡାନିଏଲ ୱେବରଙ୍କୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି। ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରମାଣିତ କରିବାକୁ ତାଙ୍କୁ…

ବିମାନରେ କାର୍‌ ପାଇଁ ଭଡ଼ା ୫୦ ଲକ୍ଷ…

ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍‌ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍‌ ଭାରତକୁ ଆଣିଛନ୍ତି। ଏଥିପାଇଁ ବିମାନ ଭଡ଼ା ୫୦ ଲକ୍ଷ ଟଙ୍କା ପଡ଼ିଛି। ତେବେ କାର୍‌କୁ ନେଇ କାର୍ତ୍ତିକ…

କରୀନା ଶେୟାର କଲେ ପୁଅ ତୈମୁରଙ୍କ ଫଟୋ, କହିଲେ…

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର କିଛି ଦିନ ତଳେ ଦ୍ୱିତୀୟ ଥର ମା’ ହୋଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ନିଜ ସମ୍ପର୍କରେ ଅପ୍‌ଡେଟ୍‌ ଦେଇ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇରହୁଛନ୍ତି। ଦ୍ୱିତୀୟ ସନ୍ତାନର ମା’ ହେବା ପରେ କରୀନା…

କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍‌ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

ଏମାର ମଠରୁ ମିଳିଲା ୮ଖଣ୍ଡ ରୁପା ଇଟା

ପୁରୀ ଅଫିସ, ୧୦।୪: ପୁରୀ ଏମାର ମଠର ୪ ନଂ. କଠୋରୀରୁ ରୁପା ଇଟା ମିଳିଛି । ୮ ଖଣ୍ଡ ରୁପା ଇଟା ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ୨୦୧୦ରେ ୪୭ ଖଣ୍ଡ ରୁପା ଇଟା ମହନ୍ତଙ୍କ ଦାୟିତ୍ୱ…

ରାଗରେ କାରର କାଚ ଭାଙ୍ଗିଲେ ଦ୍ରାବିଡ୍‌: କୋହଲି କହିଲେ ଏମିତି…

ନୂଆଦିଲ୍ଲୀ, ୧୦।୪: ଭାରତୀୟ କ୍ରିକେଟର ‘ ଦି ୱାଲ’ ଭାବେ ଜଣାଶୁଣା ରାହୁଲ ଦ୍ରାବିଡ୍‌ ସ୍ବଭାବରେ ବହୁତ ଶାନ୍ତ। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲଙ୍କୁ ଖୁବ୍‌ ରାଗୁଥିବାର ଦେଖିବାକୁ ମିଳିଛି।…

କାର୍‌ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…

ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍‌ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍‌ ନିଜେ କାର୍‌ରେ ବସି ମାଇକ୍‌ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ବିଚାରପତିଙ୍କ ଏପରି ଜନ ଜାଗରଣ ଦେଖି ଲୋକେ ତାଙ୍କୁ ଉତ୍ସାହିତ କରିବା ସହ…

ପାଞ୍ଚଥରର ଚାମ୍ପିୟନକୁ ହରାଇ ଆତ୍ମବିଭୋର ଆର୍‌ସିବି ଅଧିନାୟକ: ହର୍ଷଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌-୨୦୨୧ର ପ୍ରଥମ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। କୋହଲିଙ୍କ ଟିମ୍‌ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ୨ ଉଇକେଟରେ ହରାଇଛି। ଉଭୟ ଟିମ୍‌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବେଶ…

ଏସ୍‌ସିବି ନର୍ସିଂ କଲେଜ ବନ୍ଦ: ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୧୦।୪: କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ନେଇ ଶନିବାର ଘୋଷଣା ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଏସିଏସ୍‌ (ସ୍ବାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri