ଜୀବିତ ଅଛନ୍ତି ଟୋଲୋ ନ୍ୟୁଜର ଖବରଦାତା
କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ କାୟା ବିସ୍ତାର କରିବା ପରେ ସେଠାରେ ଏବେ କେବଳ ଭୟ ହିଁ ଭୟ । ଏହାରି ଭିତରେ ଏକ ଖବର ଆସିଥିଲା କି ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ ତାଲିବାନ…
ଭିଜିଲାନ୍ସ ଜାଲରେ ବେହେରାପାଲି ପିଇଓ
ସୋହେଲା,୨୬।୮(ଡି.ଏନ୍.ଏ.)- ବରଗଡ଼ ଜିଲା ସୋହେଲା ବ୍ଳକ ଅନ୍ତର୍ଗତ ବେହେରାପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅନିଲ ପାଢୀଙ୍କ ବାସଭବନରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଜେପୁର ବ୍ଳକ ଅନ୍ତର୍ଗତ ଲାଉମୁଣ୍ଡା…
ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍
ବମ୍ବେ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ। ହେଲେ ଅନେକ ସମୟରେ ସେ ମଜା କରୁ କରୁ କଟାକ୍ଷ କରିବା ଭଳି ଅନେକ…
କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର: ଚାଲିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍
ଲଣ୍ଡନ,୨୬।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍ ଟେଡ ଡେକ୍ସଟରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଆକ୍ରମକ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ଜଣେ ମିଡିୟମ୍ ପେସ୍ ବୋଲର ଥିଲେ। ଡେକ୍ସଟରଙ୍କ ପରଲୋକରେ…
ମା’ ହେଲେ ନୁସରତ୍
ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍ପି ନୁସରତ ଜାହାଁ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨୫ ବିଳମ୍ବିତ ରାତିରେ ସେ ପୁତ୍ର ସନ୍ତାନ…
ତାଲିବାନ ଭୟ: ଗୀତ ଗାଇବା ଛାଡ଼ି ପରିବା ବିକୁଛନ୍ତି ଏହି ଲୋକପ୍ରିୟ ଗାୟକ
ବମ୍ବେ: ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଜୀବନ ତଥା ଜୀବିକାକୁ ନେଇ ସଂଘର୍ଷ କରୁଛନ୍ତି। ଏହାଛଡ଼ା ଦେଶର ବଡ଼ ବଡ଼ ଷ୍ଟାରମାନଙ୍କ ପରିସ୍ଥିତି ମଧ୍ୟ ଶୋଚନୀୟ ହୋଇଛି। ନିକଟରେ ଲୋକପ୍ରିୟ ପପ୍ଷ୍ଟାର…
ରେଳଲାଇନ୍ରେ ବିଡ଼ା ବିଡ଼ା ଟଙ୍କା…
ଚେନ୍ନାଇ,୨୬।୮: ରେଳଲାଇନ୍ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ ଜଣାପଡ଼ିଥିଲା ସମସ୍ତ ନୋଟ୍ ନକଲି। ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ଧର୍ମପୁରୀ ଷ୍ଟେଶନ ନିକଟରେ…
କ୍ଷତିପୂରଣ ଦାବିରେ ସୋର-କୁପାରୀ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଖଇରା,୨୬ା୮(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ବଣପାରିଆ ଗ୍ରାମର ରମେଶ ପଣ୍ଡାଙ୍କ ପୁଅ ଧନଞ୍ଜୟ(୧୦) ପାଣିନାଳରେ ପଡ଼ି ମୃତ୍ୟୁ ଘଟଣାରେ କଣ୍ଟାପଡା ଶାସନ, ବଟେଶ୍ବର ଗ୍ରାମବାସୀ ମିଳିତ ଭାବେ ସୋର-କୁପାରୀ ରାସ୍ତାକୁ ବଟେଶ୍ବରଠାରେ ଅବରୋଧ କରିଛନ୍ତି। ପରିବାରକୁ କ୍ଷତିପୂରଣ ବାବଦରେ…
ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍ ଦେଲା ସୂଚନା…
ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ ରହିଛି।…
ଦେଶରେ କରୋନା ଟିକାକରଣ ୬୦ କୋଟି ଟପିଲା, ଏବେବି ପ୍ରତିଦିନ ଆବଶ୍ୟକ ୧ କୋଟି ଟିକା
ନୂଆଦିଲ୍ଲୀ,୨୬ ।୮: କରୋନାକୁ ହରାଇବାରେ ଦେଶ ତା’ର ଉଦ୍ୟମ ଜାରି ରଖିଛି । ଦେଶରେ ଦ୍ରୁତ ଗତିରେ ଚାଲୁଥିବା ଟିକାକରଣ ଏବେ ୬୦ କୋଟିରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଲା ମାତ୍ର ୧୯ ଦିନରେ ପ୍ରାୟ ୧୦ କୋଟି…
କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…
ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ ପରିବାର ଲୋକଙ୍କ ମନୋରଞ୍ଜନ କରନ୍ତି। ଏହି ନକଲ କରିବା ବେଳେବେଳେ ମାତାପିତାଙ୍କୁ ମହଙ୍ଗା ପଡ଼ିଥାଏ।…
ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଜା ଉଡାଇଲେ ଭାଓନ: ଲୋକେ କହିଲେ ପଡ଼ୋଶୀ ଘରର ମାଉସୀ…
ନୂଆଦିଲ୍ଲୀ,୨୬।୮: ଭାରତ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ନିଜର ଦବ୍ଦବା ଜାହିର କରିଛି। ଦଳର ବୋଲର୍ ଜେମ୍ସ ଆଣ୍ଡରସନ, କ୍ରେଗ୍ ଓଭରଟନ, ଓଲି ରବିନସନ, ସାମ କୁରାନ ପ୍ରମୁଖଙ୍କ ଯୋଗୁ ଭାରତ ପ୍ରଥମ ପାଳିରେ ମାତ୍ର ୭୮ ରନ୍ରେ…

