ଆଇପିଏଲ୍ ପୂର୍ବରୁ ବିଜୟର ମନ୍ତ୍ର ପଢାଇଲେ ବିରାଟ କୋହଲି: କହିଲେ…
ଚେନ୍ନାଇ,୭।୪: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର ମନ୍ତ୍ର କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି। ଚଳିତ ସିଜିନର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏପ୍ରିଲ ୯ରେ…
ରାଜ୍ୟରେ ରେକର୍ଡ ଭାଙ୍ଗିଲା ଦୈନିକ ସଂକ୍ରମଣ: ସର୍ବାଧିକ ସୁନ୍ଦରଗଡ଼ରୁ
ଭୁବନେଶ୍ୱର, ୭।୪(ବ୍ୟୁରୋ): ରାଜ୍ୟରେ ଦ୍ରୁତଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି କ୍ରମରେ ବୁଧବାର ୭୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ…
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଖୁସି ଖବର
ମୁମ୍ବାଇ,୭।୪: ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖୁସି ଖବର। ଦଳର ଉଇକେଟ କିପିଙ୍ଗ ପରାମର୍ଶଦାତା କିରଣ ମୋରେ କରୋନା ଭାଇରସ ପଜିଟିଭ ବୋଲି ଜଣାପଡିବା ପରେ ଦଳ ପାଇଁ ଏକ ଖୁସି ଖବର ପ୍ରକାଶ ପାଇଛି। ଭଲ…
ମଧ୍ୟସ୍ଥ ନିଯୁକ୍ତି ପ୍ରସ୍ତାବ ଦେଲେ ମାଓବାଦୀ
ବିଜାପୁର,୭ା୪(ପି.ଟି.): ଛତିଶଗଡ଼ର ବସ୍ତର ଅଞ୍ଚଳରେ ଶନିବାର ଏନ୍କାଉଣ୍ଟର ବେଳେ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍ହାସ ମାଓବାଦୀମାନଙ୍କ କବ୍ଜାରେ ରହିଛନ୍ତି। ରାଜ୍ୟ ସରକାର ତାଙ୍କ ମୁକ୍ତି ପାଇଁ ମଧ୍ୟସ୍ଥ ନିଯୁକ୍ତ କରନ୍ତୁ ବୋଲି ମଙ୍ଗଳବାର ସିପିଆଇ ମାଓବାଦୀ ପକ୍ଷରୁ…
ଜେଲରୁ ୧୮ଶହ କଏଦୀ ଫେରାର
ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ ଜେଲରେ ଥିବା ପ୍ରାୟ ୧୮ ଶହ କଏଦୀ ଫେରାର ହୋଇଯାଇଛନ୍ତି। ରାତି ପ୍ରାୟ ୨ଟାରେ…
ପାନୀୟ ଜଳ ସମସ୍ୟାକୁ ନେଇ ଆନ୍ଦୋଳନ, ରାସ୍ତାରୋକୋ
ମହାକାଳପଡ଼ା,୭।୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ରାଜଗଡ ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ଲୋକେ ବୁଧବାର ସକାଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓରାତ ଅଙ୍ଗୁଲାଇ ମୁଖ୍ୟ ରାସ୍ତାରେ ମହିଳାମାନେ ମାଠିଆ ଧରି ବସିଥିବା ଦେଖିବାକୁ ମିଳୁଛି।…
ପଶ୍ଚିମବଙ୍ଗର ୨୦୩ ଆସନ ବାକି
ନୂଆଦିଲ୍ଲୀ,୭ା୪: ତାମିଲନାଡୁର ୨୩୪, କେରଳ ୧୪୦ ଓ ପୁଡ଼ୁଚେରୀର ୩୦ ଆସନରେ ମଙ୍ଗଳବାର ନିର୍ବାଚନ ଶେଷ ହୋଇଛି। ଆସାମରେ ପୂର୍ବରୁ ୨ଟି ପର୍ଯ୍ୟାୟରେ ୮୬ ଆସନରେ ମତଦାନ ଶେଷ ହୋଇଥିବାବେଳେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ଅବଶିଷ୍ଟ ୪୦ ନିର୍ବାଚନମଣ୍ଡଳୀ ଲାଗି…
୧୧୨ର ପରିଚାଳନା, ଏନ୍ଏଚ୍ ପାଟ୍ରୋଲିଂ ଉପରେ ଗୁରୁତ୍ୱ
କଟକ ଅଫିସ, ୭ା୪: କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିଜିପି ଅଭୟ ଯୋଗଦେଇ ଆପରାଧିକ ଘଟଣାଗୁଡ଼ିକର ତଦାରଖ କରିବା ସହ କରୋନା ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା ଓ…
ଧରାପଡ଼ିଲା ଆଉ ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍
ଝାରସୁଗୁଡ଼ା ଅଫିସ,୭ା୪: କିଛିଦିନର ବ୍ୟବଧାନ ପରେ ଝାରସୁଗୁଡା ଜିଲା ପୋଲିସ ପୁଣି ଏକ ଆନ୍ତଃରାଜ୍ୟ ସାଇବର କ୍ରାଇମ୍ର ପର୍ଦ୍ଦାଫାଶ କରି ୩ଜଣଙ୍କୁ ଗିରଫ କରିଛି। ଗତ ଫେବୃୟାରୀ ମାସରେ ବେଲପାହାଡର ଯୁବତୀ ନୀତା ଛତରଙ୍କୁ କୌନ ବେନେଗା କରୋଡପତିରେ ୩୫ଲକ୍ଷ ଟଙ୍କା…
ଚିତ୍ରକଳାରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ
ଭୁବନେଶ୍ୱର, ୭।୪ (ବ୍ୟୁରୋ): ମଧ୍ୟପ୍ରଦେଶର ଭୋପାଳରେ ‘ଫାଉଣ୍ଡେଶନ ଅଫ ଆର୍ଟ ଆଣ୍ଡ କଲ୍ଚର’ ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ମଙ୍ଗଳବାର ‘ଅନୱାର୍ଡ଼ ଓଡ଼ିଶା’ ଶୀର୍ଷକ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। କ୍ୟୁରେଟର ଅନୁପ କୁମାର ଚାନ୍ଦ…
ଜମି ବିବାଦରୁ ଗୁଳି, ବୋମାମାଡ଼
ବଡ଼ମ୍ବା,୭ା୪(ଡି.ଏନ୍.ଏ.): ସରକାରୀ ଜମି ଦଖଲକୁ ନେଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଓ ଭଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୋଷ୍ଠୀସଂଘର୍ଷ ଘଟି ଉଗ୍ରରୂପ ଧାରଣ କରିଛି। ଉଭୟ ଗ୍ରାମର ସୀମାରେ ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଛି। ଏଥିରେ…
ଜଳ ଯୋଗାସନରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଖୋର୍ଦ୍ଧା ଅଫିସ,୭ା୪: ଛତିଶଗଡ଼ର ବିଜାପୁର ଜିଲା ତଥା ମାଲକାନଗିରି ଜିଲା ସୀମାନ୍ତରେ ମାଓବାଦୀଙ୍କ ଆକ୍ରମଣରେ ୨୨ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ସ୍ମୃତିରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସରାପାରି ଗ୍ରାମର ସୁଦାମ ଚରଣ…
Archives


