Home Left

ବାସନ୍ତିକ ଦୁର୍ଗାପୂଜାରେ ଭକ୍ତଙ୍କୁ ମନ୍ଦିର ମନା

ବରଗଡ଼ ଅଫିସ,୧୦।୪: ବରଗଡ଼ ଜିଲାରେ ରବିବାରଠାରୁ ଆରମ୍ଭ ହେଉଛି ବାସନ୍ତିକ ଦୁର୍ଗାପୂଜା (ଚୈତ୍ର ପର୍ବ)। ହେଲେ ଜିଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୈତ୍ର ପର୍ବରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ନେଇ କଟକଣା ଲାଗୁ ହୋଇଛି । ଶନିବାର ବରଗଡ଼ ଜିଲାପାଳଙ୍କ…

କୋଭିଡ୍‌ ଗାଇଡଲାଇନ ନ ମାନିଲେ ବନ୍ଦ ହେବ ନିର୍ବାଚନୀ ରାଲି

ନୂଆଦିଲ୍ଲୀ, ୧୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ଆଦି ଗାଇଡଲାଇନ ପାଳନ କରିବାକୁ ନିର୍ବାଚନ କମିଶନ ଷ୍ଟାର ପ୍ରଚାରକ ଓ ରାଜନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଗାଇଡଲାଇନ ପାଳନ…

ଚତୁର୍ଥ ପର୍ଯ୍ୟାୟରେ ହିଂସା ସତ୍ତ୍ୱେ ୭୬% ମତଦାନ

କୋଲକାତା, ୧୦।୪: ପଶ୍ଚିମବଙ୍ଗର କୁଚ୍‌ବିହାର ଜିଲାରେ ନିର୍ବାଚନୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିବା ସତ୍ତ୍ୱେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ଭଲ ରହିଛି। ଏହି ପର୍ଯ୍ୟାୟରେ ୪୪ ଆସନ ଲାଗି ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ୭୬.୧୬…

ପୋଲିସକୁ ମାଡ଼ ମାରି ଜେଲ ଗଲେ ୨ ଭାଇ

ଆରଡ଼ି,୧୦।୪: ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ପୋଲିସ ଶନିବାର ଅପରାହ୍ନରେ ମାସ୍କ ଓ ହେଲ୍‌ମେଟ ଚେକିଂ କରୁଥିବା ବେଳେ ମାଡ଼ ମାରିବା ଅଭିଯୋଗରେ ୨ ଭାଇଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନେ ହେଲେ ଯାଜପୁର ଜିଲା ଅର୍ଦ୍ଦାଉଳିଆ ଗ୍ରାମର ଶୁଭ ରଞ୍ଜନ…

ଦିଲ୍ଲୀ ସମ୍ମୁଖରେ ୧୮୯ ରନ୍‌ର ଟାଗେଟ୍‌

ମୁମ୍ବାଇ,୧୦ା୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ। ପ୍ରଥମ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ନିଦ୍ଧାରିତ…

ଇସିଙ୍କ ନୋଟିସର ଏଭଳି ଜବାବ ଦେଲେ ମମତା

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରତି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଜବାବ ରଖିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି। ତେବେ ଭୋଟରମାନଙ୍କୁ…

ଯାତ୍ରୀବାହୀ ବସ୍‌ରେ ନିଆଁ

ଉଦଳା,୧୦।୪: ମୟୂରଭଞ୍ଜ ଜିଲା ଉଦଳା ବସ୍‌ଷ୍ଟାଣ୍ଡଠାରୁ ୧ କି.ମି. ଦୂର ଉଦଳା-କପ୍ତିପଦା କେନାଲ ଛକ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ…

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜ୍ୟରୁ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ରୁ ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୫୭ ଏବଂ ବରଗଡ଼ରୁ ୩୪ ଜଣ…

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ, ୧୦ା୪- ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଆଇପିଏଲ୍‌ର ୧୪ ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ । ପିଚ୍‌କୁ ନଜରରେ ରଖି ଦଳ ପକ୍ଷରୁ ଏହି…

ଆଜି ରାଜଧାନୀରୁ ୧୭୧ ପଜିଟିଭ୍‌ ଚିହ୍ନଟ, ବଢୁଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୧୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୫୩ ଜଣ…

୮ ମାସର ଶିଶୁକୁ ଗୁଳି ମାରିଲା ୩ ବର୍ଷର ଶିଶୁ

ଓ୍ବାଶିଂଟନ,୧୦।୪: କେବେ ଶୁଣିଛନ୍ତି ଜଣେ ୩ ବର୍ଷର ଶିଶୁ ଗୁଳି କରି ଜଣକ ଜୀବନ ନେଇପାରେ ବୋଲି। ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଫଳରେ ଆମେରିକାର ବନ୍ଧୁକ ରଖିବା ସଂସ୍କୃତିର ବିଭତ୍ସ ତଥା ନିଷ୍ଠୁର ଚେହେରା ସାମ୍ନାକୁ ଆସିଛି।…

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ପୋଲିସ ବାହିନୀକୁ ସେ ଦାୟୀ କରୁ ନାହାନ୍ତି କାରଣ ସେମାନେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri