Home Left

କାଲିଠୁ ଆଇପିଏଲ୍‌ ମହାସମର: କେବଳ ପ୍ରସାରଣ ଟିମ୍‌ର ହେବ ୧୦ ହଜାର କରୋନା ଟେଷ୍ଟ

ନୂଆଦିଲ୍ଲୀ,୮।୪: କରୋନା ଭିତରେ ଆଇପିଏଲ୍‌ର ୧୪ତମ ସଂସ୍କରଣ ଖେଳା ହେବାକୁ ଯାଉଛି। ଆଇପିଏଲକୁ ସଫଳ କରିବା ପାଇଁ ବାୟୋ ବବୁଲକୁ ଅତ୍ୟନ୍ତ କଠିନ କରାଯାଇଛି। ଯଦି ସମଗ୍ର ଆଇପିଏଲରେ କ୍ରିକେଟରଙ୍କ ନିକଟତର କେହି ଅଛନ୍ତି, ତେବେ ଏହା ବ୍ରଡକାଷ୍ଟିଂ ଟିମ୍‌ ହେବ।…

ଭାରତରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ହେବା ନେଇ ଆଶଙ୍କା: ଆଇସିସି କହିଲା ଏମିତି

ନୂଆଦିଲ୍ଲୀ,୮।୪: ଭାରତରେ, ଟି-୨୦ ବିଶ୍ୱକପ ୨୦୨୧ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ। କିନ୍ତୁ ଏହାପୂର୍ବରୁ ମଧ୍ୟ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଟି -୨୦ ବିଶ୍ୱକପ ଆୟୋଜନରେ ଅସୁବିଧା ହେବାର ସମ୍ଭାବନା ରହିଛି।…

ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ

ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ଏଠାରେ ରହୁଥିବା ଦୁଇ ଯାଁଳା ଭଉଣୀ ଏନା ଏବଂ ଲୁସିଙ୍କର ଜଣେ…

ଗ୍ରାମବାସୀଙ୍କ ଜମିରୁ ଖୋଳାଯାଉଛି ମାଟି, ମୋରମ

ଟାଙ୍ଗୀ, (କଟକ)୮ା୪(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ମଣିଆ ମୌଜାରେ ମାଟି, ମୋରମ ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ରାସ୍ତା ଓ ରେଳପଥ ସମ୍ପସାରଣ କାର୍ଯ୍ୟ ପାଇଁ ସେମାନେ ଅନାବାଦୀ, ଗୋଚର ଓ ଜଙ୍ଗଲ କିସମ ଜମିରୁ ମାଟି, ମୋରମ…

ଡକାୟତି ଯୋଜନା, ୭ ଗିରଫ

ଚୌଦ୍ୱାର,୮ା୪(ଡି.ଏନ.ଏ.): ଡକାୟତି ଯୋଜନାବେଳେ ଚୌଦ୍ୱାର ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଦରଘାବଜାର ଥାନା ଅଧୀନ ବେପାରିସାହିର ଫିରୋଜ ଖାନ୍‌, ଏସ୍‌.କେ. ଆଜରୁଦ୍ଦିନ୍‌, କାଜିପାଟଣାର ଲାଲ ମିଜାଜ ବେଗ୍‌, ଦରଘାବଜାର ଅଞ୍ଚଳର ଆର. ବି.…

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ…

ଭଙ୍ଗାଗଲା ୭୪ ବାସଗୃହ, ୨ ଦୋକାନ

କଟକ ଅଫିସ, ୮ା୪: କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବୁଧବାର ମହାନଦୀ ହାଡିଆପଠାରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏହି ଉଚ୍ଛେଦବେଳେ ୭୪ଟି ବାସଗୃହ, ଦୁଇଟି ଗୁହାଳ ଓ ଦୁଇଟି ଦୋକାନ ଭଙ୍ଗା ଯାଇଥିଲା। ତେବେ ଏହି ଉଚ୍ଛେଦରେ ପ୍ରଭାବିତଙ୍କୁ ଜଗତ୍‌ପୁରର ଲଖନପୁରଠାରେ…

ଝିଅ ବିଦାୟୀ ସମୟରେ କାନ୍ଦି ନ ଥିଲେ ହେମାମାଳିନୀ

ବଲିଉଡର ‘ହିମ୍ୟାନ’ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ କେବେ କାନ୍ଦିବା ଦେଖିଛନ୍ତି। ହୁଏତ ନା, କିନ୍ତୁ ଝିଅ ଇଶା ଦେଓଲଙ୍କ ବିବାହ ବିଦାୟୀ ସମୟରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ଏହି କାନ୍ଦୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।…

ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ ପୂର୍ବପରି ପୋଖରୀ ଓ ନଦୀ ପାଣିକୁ ଭରସା କରୁଛନ୍ତି। ଭଦ୍ରକ ଜିଲା ଧାମନଗର ବ୍ଲକ…

ସଙ୍କଟରେ କାର୍ଗୋ ଶିପ୍‌

ହ୍ୟାଗ୍‌,୮ା୪: ନେଦରଲାଣ୍ଡସ୍‌ର କାର୍ଗୋ ଶିପ୍‌ ଏମ୍‌ସ୍ଲିଫ୍ଟ୍ଟ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍‌ ସି’ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁବା ପରେ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ନରଓ୍ବେର ତଟରକ୍ଷୀ ପ୍ରଶାସନ ମଙ୍ଗଳବାର…

ବଳାତ୍କାର ବୃଦ୍ଧି ପାଇଁ ପାଶ୍ଚାତ୍ୟ ସଂସ୍କୃତି ଦାୟୀ: ଇମ୍ରାନ

ଇସଲାମାବାଦ, ୮ା୪: ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତା, ପାଶ୍ଚାତ୍ୟ ସଂସ୍କୃତି ଦାୟୀ ବୋଲି କହି ବିବାଦରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଫୋନ୍‌ ଇନ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥାବାର୍ତ୍ତାବେଳେ ବଳାତ୍କାର ବଢ଼ିବା ପଛର କାରଣ…

୫ ରାଜ୍ୟରେ ୭୯,୬୮୮ ଶିଶୁ ସଂକ୍ରମିତ

ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ିଚାଲିଥିବାବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ ବୟସ୍କ ତଥା ବିଭିନ୍ନ ରୋଗ ଥିବା ବ୍ୟକ୍ତି କରୋନାରେ ଅଧିକ ଆକ୍ରାନ୍ତ ହେଉଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri