ପାଣି ବୋତଲ-୩୦୦୦, ଭାତ ପ୍ଲେଟ୍‌-୭୫୦୦, କାବୁଲ ବିମାନ ବନ୍ଦରରେ ଦୟନୀୟ ସ୍ଥିତି…

କାବୁଲ,୨୬।୮: ଆଫଗାନିସ୍ତାନରୁ ଲୋକେ ଜୀବନ ଭୟରେ ପଳାୟନ କରୁଛନ୍ତି। ଫଳରେ କାବୁଲ ବିମାନ ବନ୍ଦର ବାହାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଦେଶ ଛାଡ଼ିବାକୁ ବିମାନ ଅପେକ୍ଷାରେ ରହିଛନ୍ତି। ଫଳରେ ଏଠାରେ ଖାଇବା ପିଇବା ସ୍ଥିତି ଅତି ଦୟନୀୟ ହୋଇ ପଡ଼ିଛି। ପିଇବା ପାଣି ବୋତଲ ଦାମ ୪୦ ଡଲାର ଅର୍ଥାତ୍‌ ୩୦୦୦ ଟଙ୍କା ହୋଇଯାଇଛି। ସେହିପରି ଏକ ପ୍ଲେଟ୍‌ ଭାତ ଦାମ ୧୦୦ ଡଲାର ଅର୍ଥାତ୍‌ ୭୫୦୦ ଟଙ୍କାରେ ପହଞ୍ଚିଛି। ଏହାକୁ ବିକ୍ରି କରୁଥିବା ଲୋକେ କେବଳ ଡଲାର ହିଁ ନେଉଛନ୍ତି। ବହୁ ଲୋକ ଭୋକ ବିକଳରେ ଅଖିଆ ଅପିଆ ବନ୍ଦର ବାହାରେ ପଡ଼ି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସୁରକ୍ଷା ପାଇଁ ଚାଇନା ସବୁଠାରୁ ବଡ ଆହ୍ବାନ…

ଟୋକିଓ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ପ୍ରତିପକ୍ଷ ଋଷି ସୁନକଙ୍କ ସହ ଆଲୋଚନା ବେଳେ ଭାରତ-ୟୁକେ ଏଫଟିଆର ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଗ୍ରଗତି...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ...

ରକେଟ ମାଡ଼ରେ ୟୁକ୍ରେନର ଲୋକପ୍ରିୟ ଅଭିନେତ୍ରୀଙ୍କ ପରଲୋକ

କ୍ୱିଭ୍‌,୧୮।୩: ରୁଷିଆର ରକେଟ୍‌ ମାଡ଼ରେ ୟୁକ୍ରେନ ଅଭିନେତ୍ରୀ ଓକସାନା ସଭେଟଙ୍କ ମୃତ୍ୟୁ ଘଟିଛି। ଓକସାନା ହେଉଛନ୍ତି ୟୁକ୍ରେନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ...

ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…

ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ...

ବ୍ରାଜିଲରେ ଜନ୍ମ ନେଲା ୭.୩ କିଲୋର ଶିଶୁ, ଡାକ୍ତର ଆଶ୍ଚର୍ଯ୍ୟ

ଲୌକେଷ୍ଟର,୩ ।୨: ବ୍ରାଜିଲରେ ନିକଟରେ ୨ ଫୁଟ ଲମ୍ବା ଓ ୧୬ ପାଉଣ୍ଡ ଅର୍ଥାତ୍ ୭.୩ କିଲୋଗ୍ରାମର ଏକ ଶିଶୁ ଜନ୍ମ ନେଇଛି । ଶରିର...

ଇଟାଲୀରେ ଭୂକମ୍ପ

ରୋମ୍‌,୯ା୧୧: ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା। ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ଦକ୍ଷିଣ-ପୂର୍ବର ୩ ଅଞ୍ଚଳକୁ ନିଜ ଅଧିନକୁ ନେଇଥିବା ଦାବି କଲା ୟୁକ୍ରେନ

କ୍ୱିଭ,୬ ।୯: ଦୀର୍ଘ ୬ ମାସରୁ ଊଦ୍ଧ୍ୱର୍ ସମୟ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏବେ ୟୁକ୍ରେନ ସେନା ରୁଷିଆ ସେନାଙ୍କ ଦ୍ୱାରା...

Advertisement
Archives

Model This Week